ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର
ଦେଖଣା
20°17′20″N 85°49′57″E / 20.28889°N 85.83250°E
| ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ , ଭୁବନେଶ୍ୱର | |
|---|---|
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ , ଭୁବନେଶ୍ୱର | |
| ସ୍ଥାପିତ | ୧୯୬୩ |
| ଅଧ୍ୟକ୍ଷ | ପ୍ରୋଫେସର କେ.ବି. ରଥ |
| ଡିନ | ପ୍ରୋଫେସର ସବିତାପ୍ରଭା ପଟ୍ଟନାୟକ |
| ଛାତ୍ର ଛାତ୍ରୀ ସଂଖ୍ୟା | ୮୫୦ |
| ଅବସ୍ଥାନ | ଭୁବନେଶ୍ୱର, ଓଡ଼ିଶା, ଭାରତ |
| ପରିସର | ସହର |
| ପୁରୁଣା ନାଆଁ | ଆଞ୍ଚଳିକ ଶିକ୍ଷା ମହାବିଦ୍ୟାଳୟ |
| ଅନୁବନ୍ଧନ | ଉତ୍କଳ ବିଶ୍ୱବିଦ୍ୟାଳୟ |
| ୱେବସାଇଟ | http://www.riebbs.ori.nic.in |
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଭୁବନେଶ୍ୱର (ଇଂରାଜୀ :Regional Institute of Education, Bhubaneswar) ରାଷ୍ଟ୍ରୀୟ ଶିକ୍ଷା,ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ(NCERT)ର ଏକ ଶାଖା । ୧୯୬୩ରେ ଏହାର ସ୍ଥାପନା କରାଯାଇଥିଲା । ଭୁବନେଶ୍ୱର ସହରର ସଚିବାଳୟ ମାର୍ଗରେ ଏହା ଅବସ୍ଥିତ । ଶିକ୍ଷା ସଂବନ୍ଧରେ ଏଠାରେ ଅନେକ ପାଠ୍ୟକ୍ରମ ରହିଛି ଏବଂ ଶିକ୍ଷା ସଂବନ୍ଧିୟ ଗବେଷଣା ଗୁଡି଼କ ଏଠାରେ ହୁଏ ।