Jump to content

ଆକ୍ସିଟିନିବ

ଉଇକିପିଡ଼ିଆ‌ରୁ
ଆକ୍ସିଟିନିବ
Clinical data
Trade namesInlyta, Axinix
SynonymsAG013736
AHFS/Drugs.commonograph
MedlinePlusa612017
data
Pregnancy
category
  • AU: D
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability58%[]
    Protein binding>99%[]
    MetabolismLiver (mostly CYP3A4/CYP3A5-mediated but with some contributions from CYP1A2, CYP2C19, UGT1A1)[]
    Elimination half-life2.5-6.1 hours[]
    ExcretionFeces (41%; 12% as unchanged drug), urine (23%)[]
    Identifiers
    • N-Methyl-2-[[3-[(E)-2-pyridin-2-ylethenyl]-1H-indazol-6-yl]sulfanyl]benzamide
    ECHA InfoCard100.166.384 Edit this at Wikidata
    Chemical and physical data
    FormulaC22H18N4OS
    Molar mass୩୮୬.୪୭ g·mol−1
    3D model (JSmol)
    • CNC(=O)c1ccccc1Sc4ccc3c(C=Cc2ccccn2)n[nH]c3c4
    • InChI=1S/C22H18N4OS/c1-23-22(27)18-7-2-3-8-21(18)28-16-10-11-17-19(25-26-20(17)14-16)12-9-15-6-4-5-13-24-15/h2-14H,1H3,(H,23,27)(H,25,26)/b12-9+ checkY
    • Key:RITAVMQDGBJQJZ-FMIVXFBMSA-N checkY
      (verify)

    ଆକ୍ସିଟିନିବ, ବେପାର ନାମ ଇନଲିଟା, ବୃକ୍‌କୀୟ ଜୀବକୋଷ କର୍କଟ (RCC)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ଏହା ଏକାକୀ କିମ୍ବା ଆଭେଲୁମାବ କିମ୍ବା ପେମ୍ବ୍ରୋଲିଜୁମାବ ସହିତ ଅଗ୍ରବର୍ତ୍ତୀ ରୋଗରେ ବ୍ୟବହୃତ ହୁଏ । [] ସୋରାଫେନିବ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ୪.୭ ମାସରୁ ଏହା ୬.୭ ମାସ ପର୍ଯ୍ୟନ୍ତ ଖରାପ ହେବାକୁ ବିଳମ୍ବିତ କରେ । [] ଏହା ପାଟିରେ ଦିଆଯାଏ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଉଚ୍ଚ ରକ୍ତଚାପ, ଥକ୍କା, ବାନ୍ତି, ଓଜନ ହ୍ରାସ, ଦୁର୍ବଳତା ଏବଂ କୋଷ୍ଠକାଠିନ୍ୟ ହୋଇପାରେ । [] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତ ଜମାଟ ବାନ୍ଧିବା, ରକ୍ତସ୍ରାବ, ହୃଦଘାତ, ଜଠରାନ୍ତ୍ର ଛିଦ୍ର, କମ୍ ଥାଇରଏଡ୍, ଖରାପ କ୍ଷତ ଆରୋଗ୍ୟ, ଯକୃତ ସମସ୍ୟା ଏବଂ ରିଭର୍ସିବଲ ପୋଷ୍ଟିରିଅର୍ ଲ୍ୟୁକୋଏନ୍‌ସ ଫାଲୋପାଥି ସିଣ୍ଡ୍ରୋମ (RPLS) ଅନ୍ତର୍ଭୁକ୍ତ ହୋଇପାରେ। [] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [] ଏହା ଏକ ଟାଇରୋସିନ୍ କାଇନେଜ ଇନହିବିଟର ଯାହା ଭାସ୍କୁଲାର ଏଣ୍ଡୋଥେଲିଆଲ୍ ବୃଦ୍ଧି କାରକ (VEGF)କୁ ଅବରୋଧ କରିଥାଏ | []

    ୨୦୧୨ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆକ୍ସିଟିନିବ ଅନୁମୋଦିତ ହୋଇଥିଲା । [] [] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ପ୍ରାୟ ୧୭,୩୦୦ ଡଲାର ଅଟେ । []

    1. "Inlyta- axitinib tablet, film coated". DailyMed. Pfizer Inc. Archived from the original on 27 November 2019. Retrieved 25 January 2014.
    2. 1 2 3 4 5 "Inlyta (axitinib) dosing, indications, interactions, adverse effects, and more". Medscape Reference. WebMD. Archived from the original on 5 July 2018. Retrieved 25 January 2014.
    3. 1 2 3 4 5 6 7 "DailyMed - INLYTA- axitinib tablet, film coated". dailymed.nlm.nih.gov. Archived from the original on 27 June 2021. Retrieved 17 January 2022.
    4. 1 2 "Inlyta". Archived from the original on 8 October 2021. Retrieved 17 January 2022.
    5. "Axitinib". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 6 May 2021. Retrieved 17 January 2022.
    6. "Inlyta Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 April 2021. Retrieved 17 January 2022.