ଆଭେଲୁମାବ
| Monoclonal antibody | |
|---|---|
| Type | Whole antibody |
| Source | Human |
| Target | PD-L1 |
| Clinical data | |
| Trade names | Bavencio |
| Synonyms | MSB0010718C |
| AHFS/Drugs.com | monograph |
| MedlinePlus | a617006 |
| data | |
| Pregnancy category | |
| Routes of administration | Intravenous infusion |
| Legal status | |
| Legal status | |
| Pharmacokinetic data | |
| Metabolism | Proteolysis |
| Elimination half-life | 6.1 days |
| Chemical and physical data | |
| Formula | C6374H9898N1694O2010S44 |
| Molar mass | ୧,୪୩,୮୩୧.୭୯ g·mol−1 |
ଆଭେଲୁମାବ, ବିକ୍ରୟ ନାମ ବ୍ରାଭେନସିଓ, ଔଷଧ, ଯାହା ମର୍କେଲ ସେଲ୍ କର୍କଟ, ୟୁରୋଥେଲିଆଲ୍ କର୍କଟ ଏବଂ ବୃକ୍କୀୟ ଜୀବକୋଷ କର୍କଟ ଇତ୍ୟାଦି ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] ଏହା କାମ କରୁଥିବା ପର୍ଯ୍ୟନ୍ତ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ଅତ୍ୟଧିକ ଭୟଙ୍କର ନ ହେଉଥିବା ପର୍ଯ୍ୟନ୍ତ ଦିଆଯାଏ । [୩] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ବାନ୍ତି, ତରଳ ଝାଡ଼ା, ଇନଫ୍ୟୁଜନ୍ ପ୍ରତିକ୍ରିୟା ଏବଂ ଓଜନ ହ୍ରାସ ହୋଇପାରେ । [୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମୋନିଆ ଏବଂ କୋଲାଇଟିସ୍ ଭଳି ଇମ୍ମ୍ୟୁନ ମେଡିଏଟେଡ ରୋଗ ତଥା ନିମ୍ନ ଲୋହିତ ରକ୍ତ କଣିକା ଓ ଅଣନିଶ୍ୱାସ ହୋଇପାରେ । [୨] [୩] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୧] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ପ୍ରୋଟିନ୍ ପ୍ରୋଗ୍ରାମ ହୋଇଥିବା ଡେଥ୍-ଲିଗାଣ୍ଡ୍ ୧ ((PD-L1) ସହିତ ସଂଲଗ୍ନ ହୋଇ ରୋଗ ପ୍ରତିରୋଧକ ଶକ୍ତିଦ୍ୱାରା କର୍କଟ କୋଷକୁ ମାରିବାକୁ ଦେଇଥାଏ। [୩]
୨୦୧୭ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆଭେଲୁମାବକୁ ଅନୁମୋଦନ କରାଯାଇଥିଲା । [୨] [୩] ଯୁକ୍ତରାଷ୍ଟ୍ରରେ ଏହାର ଚାରି ସପ୍ତାହର ଚିକିତ୍ସା ଖର୍ଚ୍ଚ ପ୍ରାୟ ୧୪,୩୦୦ ଡଲାର ଅଟେ । [୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Avelumab (Bavencio) Use During Pregnancy". Drugs.com. 29 May 2019. Archived from the original on 27 September 2020. Retrieved 2 August 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ "Bavencio- avelumab injection, solution, concentrate". DailyMed. 2 July 2020. Archived from the original on 3 August 2020. Retrieved 2 August 2020.
- ↑ ୩.୦ ୩.୧ ୩.୨ ୩.୩ ୩.୪ "Bavencio". Archived from the original on 25 May 2021. Retrieved 16 January 2022.
- ↑ "Bavencio Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 23 April 2021. Retrieved 16 January 2022.