ଆକୋଟ
ଦେଖଣା
Akot | |
---|---|
city | |
Country | India |
State | Maharashtra |
District | Akola |
Government | |
• Body | BJP |
Elevation | 345 m (1,132 ft) |
Population (2011) | |
• Total | ୯୨,୬୩୭ |
Languages | |
• Official | Marathi |
Time zone | UTC+5:30 (IST) |
PIN | 444101 |
Telephone code | 07258 |
ଯାନବାହାନ ପଞ୍ଚୀକରଣ | MH30- |
ଆକୋଟ ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ଆକୋଲ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଆକୋଟ ୨୧.୦୯୬୪ ଉତ୍ତର ଅକ୍ଷାଂଶ ଓ ୭୭.୦୫୮୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୧୩୧ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଆକୋଟ ସହରର ମୋଟ ଜନସଂଖ୍ୟା ୮୦୭୯୬ ଅଟେ ।[୨] ସେଥି ମଧ୍ୟରୁ ୫୧.୭୭% ଜଣ ପରୁଷ ହୋଇଥିବା ବେଳେ ୪୮.୨୩% ଜଣ ନାରୀ ଅଟନ୍ତି । ଆକୋଟର ସାକ୍ଷରତା ହାର ୭୦.୮୨% ଅଟେ । ଏହା ଜାତୀୟ ହାରଠାରୁ -୫.୯୮% ପ୍ରତିଶତ କମ ଅଟେ । ସେଥିରୁ ୩୮.୭୦% ପ୍ରତିଶତ ପୁରୁଷ ଓ ୩୨.୧୨% ନାରୀ ଅଟନ୍ତି । ୧୪.୫୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ମରାଠୀ ଆକୋଟର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.