Jump to content

ଆକାଲାବ୍ରୁଟିନିବ

ଉଇକିପିଡ଼ିଆ‌ରୁ
ଆକାଲାବ୍ରୁଟିନିବ
Clinical data
Trade namesCalquence
SynonymsACP-196
AHFS/Drugs.commonograph
MedlinePlusa618004
data
Pregnancy
category
    Routes of
    administration
    By mouth
    Legal status
    Legal status
    Identifiers
    • 4-{8-Amino-3-[(2S)-1-(2-butynoyl)-2-pyrrolidinyl]imidazo[1,5-a]pyrazin-1-yl}-N-(2-pyridinyl)benzamide
    ECHA InfoCard100.247.121 Edit this at Wikidata
    Chemical and physical data
    FormulaC26H23N7O2
    Molar mass୪୬୫.୫୨ g·mol−1
    3D model (JSmol)
    • CC#CC(=O)N1CCC[C@H]1c2nc(c3n2ccnc3N)c4ccc(cc4)C(=O)Nc5ccccn5
    • InChI=1S/C26H23N7O2/c1-2-6-21(34)32-15-5-7-19(32)25-31-22(23-24(27)29-14-16-33(23)25)17-9-11-18(12-10-17)26(35)30-20-8-3-4-13-28-20/h3-4,8-14,16,19H,5,7,15H2,1H3,(H2,27,29)(H,28,30,35)/t19-/m0/s1
    • Key:WDENQIQQYWYTPO-IBGZPJMESA-N

    ଆକାଲାବ୍ରୁଟିନିବ, ବେପାର ନାମ କାଲକେନ୍ସ, ଏକ ଔଷଧ ଯାହା ମାଣ୍ଟ୍ଲ ସେଲ ଲିମ୍ଫୋମା (MCL) ଏବଂ କ୍ରୋନିକ୍ ଲିମ୍ଫୋସାଇଟିକ୍ ଲ୍ୟୁକେମିଆ (CLL)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] [] ଶେଷୋକ୍ତ (CLL) ରୋଗ ପାଇଁ ଏହା ପ୍ରାରମ୍ଭରୁ କିମ୍ବା ଅନ୍ୟ ଚିକିତ୍ସାରେ ବିଫଳ ହୋଇଥିବା ଲୋକମାନଙ୍କ ପାଇଁ ବ୍ୟବହୃତ ହୋଇପାରେ । [] ଏହା ପାଟିରେ ଦିଆଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଥକ୍କା ଅନୁଭବ, କମ ଲୋହିତ ରକ୍ତ କଣିକା, କମ୍ ପ୍ଲାଲେଟ୍ ଏବଂ କମ ଶ୍ୱେତ ରକ୍ତ କଣିକା ହୋଇପାରେ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ରକ୍ତସ୍ରାବ, ପରବର୍ତ୍ତୀ କର୍କଟ ଏବଂ ଆଟ୍ରିଆଲ୍ ଫିବ୍ରିଲେସନ୍ ହୋଇପାରେ । [] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [] ଏହା ଏକ ବ୍ରୁଟନ୍ ଟାଇରୋସିନ୍ କାଇନେଜ ଇନହିବିଟର, ଯାହା କର୍କଟ ରୋଗର କୋଷଗୁଡ଼ିକର ନିର୍ମାଣକୁ ମନ୍ଥର କରିଥାଏ । []

    ୨୦୧୭ରେ ଆମେରିକାରେ ଏବଂ ୨୦୨୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଆକାଲାବ୍ରୁଟିନିବ ଅନୁମୋଦିତ ହୋଇଥିଲା । [] [] ଯୁକ୍ତରାଜ୍ୟରେ ୨୦୨୧ରେ ଦୋତିଏ ମାସର ଏହି ଔଷଧ ଖର୍ଚ୍ଚ ୫୧୦୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୧୫,୦୦୦ ଡଲାର ଅଟେ । []

    1. 1 2 "Acalabrutinib (Calquence) Use During Pregnancy". Drugs.com. 23 October 2019. Archived from the original on 28 March 2020. Retrieved 28 March 2020.
    2. 1 2 "Calquence- acalabrutinib capsule, gelatin coated". DailyMed. 22 November 2019. Archived from the original on 23 March 2021. Retrieved 11 November 2020.
    3. 1 2 "Calquence EPAR". European Medicines Agency. 20 July 2020. Archived from the original on 17 November 2020. Retrieved 11 November 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
    4. 1 2 3 "Acalabrutinib Monograph for Professionals". Drugs.com (in ଇଂରାଜୀ). Archived from the original on 4 November 2019. Retrieved 16 March 2019.
    5. 1 2 3 "Calquence EPAR". European Medicines Agency. 20 July 2020. Archived from the original on 17 November 2020. Retrieved 11 November 2020. Text was copied from this source which is © European Medicines Agency. Reproduction is authorized provided the source is acknowledged.
    6. 1 2 "Calquence- acalabrutinib capsule, gelatin coated". DailyMed. 22 November 2019. Archived from the original on 23 March 2021. Retrieved 11 November 2020.
    7. BNF 81: March-September 2021. BMJ Group and the Pharmaceutical Press. 2021. p. 1010. ISBN 978-0857114105.
    8. "Calquence Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 18 January 2021. Retrieved 13 January 2022.