ଅଶ୍ୱିନୀ ପୋନାପ୍ପା
ଅଶ୍ୱିନୀ ପୋନାପ୍ପା | |
---|---|
![]() ୨୦୧୫ରେ ଅଶ୍ୱିନୀ ପୋନାପ୍ପା | |
ବ୍ୟକ୍ତିଗତ ତଥ୍ୟ | |
ଜନ୍ମ ନାମ | ଅଶ୍ୱିନୀ ପୋନାପ୍ପା |
ଜନ୍ମ | ବାଙ୍ଗାଲୋର, କର୍ଣ୍ଣାଟକ, ଭାରତ | ୧୮ ସେପ୍ଟେମ୍ବର ୧୯୮୯
ବାସସ୍ଥାନ | ହାଇଦ୍ରାବାଦ, ଭାରତ |
ଉଚ୍ଚତା | 1.64 m |
ଓଜନ | ୬୦ କେଜି |
ଦେଶ | ଭାରତ |
ସକ୍ରୀୟ କାଳ | ୨୦୦୭ - ବର୍ତ୍ତମାନ |
କେଉଁ ହାତ ବ୍ୟବହାର କରନ୍ତି | ଡାହାଣ |
ମହିଳା ଯୁଗଳ | |
ସର୍ବୋଚ୍ଚ ରାଙ୍କ | ୧୦ |
ବର୍ତ୍ତମାନ ରାଙ୍କ | ୨୬ |
BWF Profile |
ଅଶ୍ୱିନୀ ପୋନାପ୍ପା, ଜନ୍ମ ୧୮ ସେପ୍ଟେମ୍ବର ୧୯୮୯ ) ଜଣେ ଭାରତୀୟ ମହିଳା ବେଡମିଣ୍ଟନ ଖେଳାଳି । ସେ ଜାତୀୟ ଓ ଆନର୍ଜାତୀୟ ସ୍ତରରେ ସାଧାରଣତଃ ମହିଳା ଡବଲସ ଓ ମିକ୍ସ ଡବଲସରେ ଭାଗ ନେଇଥାନ୍ତି । ଜ୍ୱାଳା ଗୁଟ୍ଟା ଙ୍କ ସହ ତାଙ୍କର ଯୋଡି ଅନେକ ଜାତୀୟା ଆନ୍ତର୍ଜାତୀୟ ପଦକ ପାଇଛନ୍ତି ଓ ଡବଲସ ମହିଳା ବିଭାଗରେ ସେମାନେ ଏକ ସଫଳ ଯୋଡି ଭାବରେ ଖାତି ଅର୍ଜନ କରିଛନ୍ତି । ସେମାନଙ୍କ ଯୋଡି କମନୱେଲ୍ଥ ଗେମରେ ସ୍ୱର୍ଣ ପଦକ ସହ ବିଶ୍ୱ ଚମ୍ପିଅଂଶିପ ପ୍ରତିଯୋଗୀତାରେ ମଧ୍ୟ ବ୍ରୋଞ୍ଜ୍ଜ ପଦକ ହାସଲ କରିଥିଲେ । ବିଶ୍ୱ ରେନୀକିଙ୍ଗରେ ତାଙ୍କ ଯୋଡି ବହୁ କାଳ ଧରି ୨୦ ରେଙ୍କ ମଧ୍ୟରେ ରହିଛନ୍ତି ।
ପ୍ରାରମ୍ଭିକ ଜୀବନୀ [ସମ୍ପାଦନା]
ଅଶ୍ୱନୀଙ୍କ ଜନ୍ମ ବାଙ୍ଗାଲୋରଠାରେ ୧୮ ସେପ୍ଟେମ୍ବର, ୧୯୮୯ ମସିହାରେ ହେଇଥିଲା । ତାଙ୍କ ପିତା ଭାରତୀୟ ଜାତୀୟ ହକି ଦଳରେ ଜଣେ ମୁଖ୍ୟ ସଦସ୍ୟ ରହିଥିଲେ । କିନ୍ତୁ ଅଶ୍ୱିନୀ ବେଡମିଣ୍ଟନ ପାଇଁ ଆଗ୍ରହୀ ଥିଲେ ।
Career[ସମ୍ପାଦନା]
ବାଙ୍ଗାଲୋରଠାରେ ସ୍କୁଲ ଶିକ୍ଷା ପରେ ସେ୨୦୦୧ ମସିହାରେ ହାଇଦ୍ରାବାଦ ରୁ ଡିଗ୍ରୀ କରିଥିଲେ । ୨୦୦୪ ମାଇହାରେ ଅଶ୍ୱିନୀ ପ୍ରଥମ ଥର ପାଇଁ ଜାତୀୟ ସବ ଜୁନିଅର ବାଳିକା ବେଡମିଣ୍ଟନର ବାଳିକା ଡବଲସ ଜିତିଥିଲେ ।ପୁନଶ୍ଚ ସେହି ବିଭାଗରେ ୨୦୦୫ ମସିହାରେ ମଧ୍ୟ ବିଜୟିନୀ ହେବା ପରେ ୨୦୦୬ ମସିହା ଓ ୨୦୦୭ ମସିହାରେ ଜାତୀୟ ବାଳିକା ଜୁନିଅର ଟାଇଟଲ ମଧ୍ୟ ହାସଲ କରିଥିଲେ । ୨୦୧୦ ମସିହା ଦକ୍ଷିଣ ଏସୀୟ ଗେମରେ ସେ ମିକ୍ସ ଡବଲସରେ ସ୍ୱର୍ଣ ପଦକ ପାଇଥିଲେ । ସେହି ବର୍ଷ ସେ ଭାରତରେ ହେଇଥିବା କମନୱେଲ୍ଥ ଗେମରେ ମଧ୍ୟ ମହିଳା ଦବଲ୍ସରେ ଜ୍ୱାଳା ଗୁଟ୍ଟାଙ୍କ ସହ ମିଶି ଡବଲସ ସ୍ୱର୍ଣ ହାସଲ କରିଥିଲେ । .
୨୦୧୧ ମସିହାରେ ସେ ଜ୍ୱାଳା ଗୁଟ୍ଟାଙ୍କ ସହ କେତେକ ସ୍ମରଣୀୟ ବିଜଯ ହାସଲ କରିଥିଲେ । ପ୍ରଥମ ଭାରତୀୟ ମହିଳା ଯୋଡି ଭାବରେ ସେମାନେ ବିଶ୍ୱ ବେଡମିଣ୍ଟନ ପ୍ରତିଯୋଗିତାରେ ପଦକ ହାସଲ କରିଥିଲେ । ପରବର୍ତୀ ବର୍ଷ ଲଣ୍ଡନ ଅଲିମ୍ପିକରେ କିନ୍ତୁ ସେମାନେ ଲିଗ ସ୍ତରର ପ୍ରଥମ ରାଉଣ୍ଡ ରେ ହାରି ଯାଇଥିଲେ ।ପରେ ଉନ୍ନତ ଖେଳ ଖେଳି ମେଚଗୁଡ଼ିକ ଜିତିଥିଲେ ମଧ୍ୟ ଦୁର୍ଭାଗ୍ୟ ବଷଟ ମାତ୍ର ୧ ପଏଣ୍ଟ ପାଇଁ ପରବର୍ତୀ ପଦକ ପର୍ଯ୍ୟାୟକୁ ଯାଇ ପାରିନଥିଲେ ।
ସଫଳତା[ସମ୍ପାଦନା]
BWF ବିଶ୍ୱ ପ୍ରତିଯୋଗିତା[ସମ୍ପାଦନା]
Women's doubles
ବର୍ଷ | ସ୍ଥାନ | ସହକାରୀ | ପ୍ରତିଦ୍ୱନ୍ଦୀ | ସ୍କୋର୍ | ଫଳ |
---|---|---|---|---|---|
2011 | Wembley Arena, London, England | ![]() |
![]() ![]() |
14–21, 16–21 | ![]() |
ରାଜ୍ୟଗୋଷ୍ଠୀ କ୍ରୀଡ଼ା[ସମ୍ପାଦନା]
ମହିଳା ଯୁଗଳ
ବର୍ଷ | ସ୍ଥାନ | ସହକାରୀ | ପ୍ରତିଦ୍ୱନ୍ଦୀ | ସ୍କୋର୍ | ଫଳ |
---|---|---|---|---|---|
2018 | Carrara Sports and Leisure Centre, Gold Coast, Australia |
![]() |
![]() ![]() |
21–19, 21–19 | ![]() |
2014 | Emirates Arena, Glasgow, Scotland |
![]() |
![]() ![]() |
17–21, 21–23 | ![]() |
2010 | Siri Fort Sports Complex, New Delhi, India |
![]() |
ଛାଞ୍ଚ:Country data SGP Shinta Mulia Sari ଛାଞ୍ଚ:Country data SGP Yao Lei |
21–16, 21–19 | ![]() |
Asia Championships[ସମ୍ପାଦନା]
Women's doubles
Year | Venue | Partner | Opponent | Score | Result |
---|---|---|---|---|---|
2014 | Gimcheon Indoor Stadium, Gimcheon, South Korea |
![]() |
![]() ![]() |
12–21, 7–21 | ![]() |
South Asian Games[ସମ୍ପାଦନା]
Women's doubles
Year | Venue | Partner | Opponent | Score | Result |
---|---|---|---|---|---|
2016 | Multipurpose Hall SAI-SAG Centre, Guwahati, India |
![]() |
![]() ![]() |
21–9, 21–17 | ![]() |
Mixed doubles
Year | Venue | Partner | Opponent | Score | Result |
---|---|---|---|---|---|
2016 | Multipurpose Hall SAI-SAG Centre, Guwahati, India |
![]() |
![]() ![]() |
29–30, 17–21 | ![]() |
BWF Grand Prix[ସମ୍ପାଦନା]
The BWF Grand Prix has two level such as Grand Prix and Grand Prix Gold. It is a series of badminton tournaments, sanctioned by Badminton World Federation (BWF) since 2007.
Women's doubles
Year | Tournament | Partner | Opponent | Score | Result |
---|---|---|---|---|---|
2017 | Syed Modi International | ![]() |
![]() ![]() |
16–21, 18–21 | ![]() |
2015 | Canada Open | ![]() |
![]() ![]() |
21–19, 21–16 | ![]() |
2010 | India Open | ![]() |
![]() ![]() |
11–21, 21–9, 15–21 | ![]() |
Mixed doubles
Year | Tournament | Partner | Opponent | Score | Result |
---|---|---|---|---|---|
2017 | Syed Modi International | ![]() |
![]() ![]() |
20–22, 10–21 | ![]() |
- BWF Grand Prix Gold tournament
- BWF Grand Prix tournament
BWF ଆନ୍ତର୍ଜାତୀୟ ପ୍ରତିଯୋଗିତା[ସମ୍ପାଦନା]
ମହିଳା ଏକକ
ବର୍ଷ | ପ୍ରତିଯୋଗିତା | ପ୍ରତିଦ୍ୱନ୍ଦୀ | ସ୍କୋର | ଫଳ |
---|---|---|---|---|
୨୦୦୮ | Bahrain International | ![]() |
16–21, 13–21 | ![]() |
ମହିଳା ଯୁଗଳ
ବର୍ଷ | ପ୍ରତିଯୋଗିତା | ସହକାରୀ | ପ୍ରତିଦ୍ୱନ୍ଦୀ | ସ୍କୋର୍ | ଫଳ |
---|---|---|---|---|---|
୨୦୧୬ | Welsh International | ![]() |
![]() ![]() |
16–21, 11–21 | ![]() |
2013 | Tata India International | ![]() |
![]() ![]() |
19–21, 19–21 | ![]() |
ମିଶ୍ରିତ ଯୁଗଳ
ବର୍ଷ | ପ୍ରତିଯୋଗିତା | ସହକାରୀ | ପ୍ରତିଦ୍ୱନ୍ଦୀ | ସ୍କୋର୍ | ଫଳ |
---|---|---|---|---|---|
୨୦୧୩ | Tata India International | ![]() |
![]() ![]() |
17–21, 21–18, 18–21 | ![]() |
- BWF International Challenge tournament
- BWF International Series tournament
- BWF Future Series tournament
ବଛା ପ୍ରତିଦ୍ୱନ୍ଦୀଙ୍କ ବିପକ୍ଷରେ ସ୍କୋର୍[ସମ୍ପାଦନା]
Women's doubles results with Jwala Gutta against Super Series finalists, World Championships semifinalists, and Olympic quarterfinalists.[୧]
Leanne Choo & Renuga Veeran 1–0
Du Jing & Yu Yang 0–1
Tang Jinhua & Xia Huan 0–1
Ma Jin & Wang Xiaoli 0–2
Tian Qing & Zhao Yunlei 0–9
Wang Xiaoli & Yu Yang 0–4
Yang Wei & Zhang Jiewen 0–1
Luo Ying & Luo Yu 0–4
Ma Jin & Tang Yuanting 0–1
Cheng Wen-hsing & Chien Yu-chin 2–2
Christinna Pedersen & Kamilla Rytter Juhl 0–2
Poon Lok Yan & Tse Ying Suet 1–1
Vita Marissa & Nadya Melati 2–1
Mizuki Fujii & Reika Kakiiwa 1–3
Miyuki Maeda & Satoko Suetsuna 1–4
Shizuka Matsuo & Mami Naito 0–3
Misaki Matsutomo & Ayaka Takahashi 0–2
Ha Jung-eun & Kim Min-jung 0–3
Lee Hyo-jung & Kim Min-jung 0–1
Jung Kyung-eun & Kim Ha-na 1–2
Chin Eei Hui & Wong Pei Tty 0–5
Eefje Muskens & Selena Piek 2–2
Shinta Mulia Sari & Yao Lei 2–4
Duanganong Aroonkesorn & Kunchala Voravichitchaikul 2–0
Puttita Supajirakul & Sapsiree Taerattanachai 2–0
ବାହାର ଲିଙ୍କ [ସମ୍ପାଦନା]
ପୁନଶ୍ଚ ଦେଖଣା [ସମ୍ପାଦନା]
- India at the 2006 Commonwealth Games
- 2010 Commonwealth Games