ଅଳଙ୍କୃତା ବୋରା
ଦେଖଣା
ଅଳଙ୍କୃତା ବୋରା | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଦିଲ୍ଲୀ ପବ୍ଲିକ ସ୍କୁଲ ସୋସାଇଟି |
ବୃତ୍ତି(ସମୂହ) | ଅଭିନେତ୍ରୀ, ନର୍ତ୍ତକୀ, ମଡେଲ୍ |
ସକ୍ରିୟ ବର୍ଷ | ୨୦୧୭ - ଏବେଯାଏଁ |
ପ୍ରସିଦ୍ଧି |
|
ଅଳଙ୍କୃତା ବୋରା[୧] ଜଣେ ଭାରତୀୟ ଅଭିନେତ୍ରୀ, ମଡେଲ ଏବଂ ନର୍ତ୍ତକୀ । ସେ କଥକ, ଭରତନାଟ୍ୟମ ଏବଂ ସମସାମୟିକ ନୃତ୍ୟ ଶୈଳୀରେ ପ୍ରଶିକ୍ଷୀତା ପେଶାଗତ ନୃତ୍ୟଶିଳ୍ପୀ । ସେ ୨୦୧୮ ମସିହାରେ ଲଖୱିନ୍ଦର ଶାବଲାଙ୍କ ନିର୍ଦ୍ଦେଶିତ କଥାଚିତ୍ର ରାଜା ଅବ୍ରୋଅଦିୟା କଥାଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ନାହିଁ ସି କାଲି: ବେଟିୟାଁରେ ମଧ୍ୟ ଅଭିନୟ କରିଥିଲେ ।[୨]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭାଷା | ନିର୍ଦ୍ଦେଶକ |
---|---|---|---|
୨୦୧୮ | ରାଜା ଅବ୍ରୋଅଦିୟା | ହିନ୍ଦୀ | ଲଖୱିନ୍ଦର ଶାବଲା |
ଆଧାର
[ସମ୍ପାଦନା]- ↑ Staff Reporter (12 June 2016). "Alankrita Bora". The Times of India. Archived from the original on 3 August 2016. Retrieved 15 September 2019.
- ↑ paisawapas.com (26 February 2017). "Meet Alankrita Bora from Guwahati, the Youngest Finalist in Miss Diva Universe 2016". www.paisawapas.com. Retrieved 15 September 2019.
{{cite web}}
: CS1 maint: url-status (link)
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଳଙ୍କୃତା ବୋରା