ଅମ୍ବାତି ରାୟୁଡୁ
![]() | ||||
ଖେଳାଳିଙ୍କ ତଥ୍ୟ | ||||
---|---|---|---|---|
ପୁରା ନାଆଁ | Ambati Thirupathi Rayudu[୧] | |||
ଜଣାଶୁଣା ନାଆଁ | ଅମ୍ବା | |||
ବ୍ୟାଟିଂ ପ୍ରକାର | Right handed | |||
ବୋଲିଂ ପ୍ରକାର | Right arm off spin | |||
ଭୁମିକା | Batsman; Occasional wicket-keeper | |||
ବିଶ୍ଵ ତଥ୍ୟ | ||||
ନିଜ ଦେଶ ପଟ | India କ୍ରିକେଟ ଦଳ | |||
ପ୍ରଥମ ଦିନିକିଆ | 24 July 2013 v Zimbabwe | |||
ଶେଷ ଦିନିକିଆ କ୍ରିକେଟ | 12 July 2015 v Zimbabwe | |||
Domestic team information | ||||
Years | ଦଳ | |||
2001/02–2009/10 | Hyderabad | |||
2005/06 | Andhra | |||
2010/11–present | Baroda | |||
2007/08 | Hyderabad Heroes | |||
2010–present | Mumbai Indians | |||
କ୍ୟାରିଅର ତଥ୍ୟ | ||||
ପ୍ରତିଯୋଗିତା | ODI | FC | LA | T20 |
ମ୍ୟାଚ | 30 | 83 | 78 | 123 |
ରନ | 911 | 5,361 | 2,316 | 2,508 |
ବ୍ୟାଟିଂ ହାର | 45.55 | 45.82 | 36.18 | 24.58 |
ଶତକ/ଅର୍ଦ୍ଧଶତକ | 2/5 | 14/30 | 2/23 | 0/14 |
ସବୁଠୁ ବେଶି ସ୍କୋର | 124* | 210 | 121* | 81* |
ବଲ ସଂଖ୍ୟା | 84 | 792 | 270 | – |
ଉଇକେଟ | 3 | 10 | 8 | – |
ବୋଲିଂ ହାର | 53.00 | 51.60 | 32.75 | – |
ଇନିଙ୍ଗସରେ ୫ଟି ଉଇକେଟ | 0 | 0 | 0 | – |
ମ୍ୟାଚରେ ୧୦ଟି ଉଇକେଟ | 0 | 0 | 0 | – |
ସବୁଠୁ ଭଲ ବୋଲିଂ | 1/5 | 4/43 | 4/45 | – |
କ୍ୟାଚ/ଷ୍ଟମ୍ପ କରାଯାଇଥିବା | 5[୨]/0 | 63/– | 30/0 | 50/3 |
Source: Cricinfo, 5 June |
ଅମ୍ବାତି ତିରୁପତି ରାୟୁଡୁ (ଜନ୍ମ ୨୩ ସେପ୍ଟେମ୍ବର ୧୯୮୫) ଭାରତୀୟ ଜାତୀୟ ଦଳର ଜଣେ ସଦସ୍ୟ । ସେ ଡାହାଣହାତି ବ୍ୟଟ୍ସମ୍ୟାନ ଓ କାମଚଳା ଡାହାଣହାତି ଅଫ ବ୍ରେକ ବୋଲର । ସେ ୱିକେଟ ରକ୍ଷଣ ମଧ୍ୟ କରନ୍ତି । ସେ ରଣଜୀ ବରୋଦାରୁ ଓ ଆଇପିଏଲ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳନ୍ତି ।
କ୍ୟାରିୟର[ସମ୍ପାଦନା]
ଅମ୍ବାତି ତାଙ୍କ ପ୍ରଥମ ଘରୋଇ କ୍ରିକେଟ ମ୍ୟାଚ ହାଇଦ୍ରାବାଦ ତରଫରୁ ୨୦୦୧/୦୨ ତରଫରୁ ଖେଳିଥିଲେ । ୨୦୧୦/୧୧ରେ ସେ ବରୋଦା ତରଫରୁ ରଣଜୀ ଖେଳିଥିଲେ । ବ୍ୟାଟଙ୍ଗରେ ଉନ୍ନତ ପ୍ରଦଶନ କରି ସେ ୯ଟି ମ୍ୟାଚରେ ୫୬୬ ରନ କରିଥିଲେ । ୨୦୧୨/୧୩ ରଣଜୀରେ ୬୬୬ ରଣ କରି ସମସ୍ତଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ । ୨୦୧୩ ଇରାନୀ ଟ୍ରଫିରେ ସେ ଅବଶିଷ୍ଟ ଭାରତ ଦଳ ପାଇଁ ଖେଳି ୫୬ ଓ ୧୫୬* ରନ କରିଥିଲେ ।
ଆନ୍ତର୍ଜାତୀୟ ଦିନିକିଆ କ୍ୟାରିୟର[ସମ୍ପାଦନା]
ଜିମ୍ବାୱେ ଟୁର ପାଇଁ ତାଙ୍କୁ ଭାରତୀୟ ଦଳରେ ୨୦୧୩ରେ ପ୍ରଥମ ସୁଯୋଗ ଦିଆଯାଇଥିଲା ।ସୁଯୋଗକୁ ସଦୁପଯୋଗ କରି ସେ ବିରାଟ କୋହଲୀଙ୍କ ସହ ମିଶି ୬୩* ରନ କରିଥିଲେ । ବିରାଟ ସେହି ମ୍ୟାଚରେରେ ଶତକ ଅର୍ଜନ କରିଥିଲେ । ଦୁଇ ଜଣଙ୍କ ଭାଗଦାରି ଭାରତକୁ ବିଜୟୀ କରାଇଥିଲା । ସେହି ବର୍ଷ ତାଙ୍କୁ ଦକ୍ଷିଣ ଆଫ୍ରିକା ଟୁର ପାଇଁ ବଛା ଯାଇଥିଲା । ପରେ ପରେ ତାଙ୍କୁ ଏସିଆ କପ,୨୦୧୪ twenty20 ବିଶ୍ୱକପ ପାଇଁ ମଧ୍ୟ ମନୋନୟନ କରଯାଇଥିଲା । ଅମ୍ବାତି ତାଙ୍କ ପ୍ରଥମ ଶତକ(୧୨୧*) ୬ ନଭେମ୍ବର ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ କରିଥିଲେ । ଜିମ୍ବାୱେ ବିପକ୍ଷରେ ସେ ନିଜର ଦୁତୀୟ ଶତକ(୧୨୪*) ଅର୍ଜନ କାରିଥିଲେ । ୨୦୧୫ ବିଶ୍ୱକପ ଦଳରେ ସେ ସଦସ୍ୟ ଥିଲେ ।
ଆଇପିଏଲରେ ପ୍ରଦର୍ଶନ[ସମ୍ପାଦନା]
Season by season at IPL[ସମ୍ପାଦନା]
IPL Batting Statistics of Ambati Rayudu | ||||||||||
---|---|---|---|---|---|---|---|---|---|---|
Year | Team | Inns | Runs | HS | Ave | SR | 100 | 50 | 4s | 6s |
2010 | Mumbai Indians[୩][୪][୫] | 14 | 356 | 55* | 27.38 | 144.71 | 0 | 2 | 34 | 13 |
2011 | 16 | 395 | 63* | 28.21 | 112.85 | 0 | 4 | 44 | 9 | |
2012 | 17 | 333 | 81* | 37.00 | 132.14 | 0 | 2 | 21 | 14 | |
2013 | 19 | 265 | 37 | 18.92 | 114.71 | 0 | 0 | 22 | 4 | |
2014 | 15 | 361 | 68 | 25.78 | 125.78 | 0 | 2 | 26 | 7 |
ଆଧାର[ସମ୍ପାଦନା]
- ↑ "Ambati Rayudu". hyderabadheroes.com. Indian Cricket League. Retrieved 29 May 2015.
- ↑ http://www.espncricinfo.com/india/content/player/33141.html
- ↑ "Indian Premier League, 2009/10 / Records / Most runs". Retrieved 20 May 2012.
- ↑ "Indian Premier League, 2011 / Records / Most runs". Retrieved 20 May 2012.
- ↑ "Indian Premier League, 2012 / Records / Most runs". Retrieved 31 May 2012.