ବିରାଟ କୋହଲୀ
![]() | ||||
ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ବିରାଟ କୋହଲୀ,ଜାନୁଆରି ୨୦୧୫ | ||||
ଖେଳାଳିଙ୍କ ତଥ୍ୟ | ||||
---|---|---|---|---|
ପୁରା ନାଆଁ | ବିରାଟ କୋହଲୀ | |||
ଜଣାଶୁଣା ନାଆଁ | ଚୀକୁ | |||
ଉଚ୍ଚତା | ୧.୭୫ m (୫ ft ୯ in) | |||
ବ୍ୟାଟିଂ ପ୍ରକାର | ଡାହାଣହାତି | |||
ବୋଲିଂ ପ୍ରକାର | ଡାହାଣହାତି ମିଡିଅମ | |||
ଭୁମିକା | ବ୍ୟାଟ୍ସମ୍ୟାନ, ଭାରତୀୟ ଟେଷ୍ଟ ଅଧିନାୟକ | |||
ବିଶ୍ଵ ତଥ୍ୟ | ||||
ନିଜ ଦେଶ ପଟ | ଭାରତ କ୍ରିକେଟ ଦଳ | |||
ପ୍ରଥମ ଟେଷ୍ଟ (cap ୨୬୯) | ୨୦ ଜୁନ ୨୦୧୧ v ୱେଷ୍ଟଇଣ୍ଡିଜ | |||
ଶେଷ ଟେଷ୍ଟ | ୨୪ ଜାନୁଆରି ୨୦୧୮ v ଦକ୍ଷିଣ ଆଫ୍ରିକା | |||
ପ୍ରଥମ ଦିନିକିଆ | ୧୮ ଅଗଷ୍ଟ ୨୦୦୮ v ଶ୍ରୀଲଙ୍କା | |||
ଶେଷ ଦିନିକିଆ କ୍ରିକେଟ | ୧୬ ଫେବୃଆରୀ ୨୦୧୮ v ଦକ୍ଷିଣ ଆଫ୍ରିକା | |||
ଦିନିକିଆ ଜାମା ନମ୍ବର | ୧୮ | |||
ପ୍ରଥମ ଟି୨୦ | ୧୨ ଜୁନ ୨୦୧୦ v ଜିମ୍ବାୱେ | |||
ଶେଷ ଟି୨୦ଆଇ | ୭ ନଭେମ୍ବର ୨୦୧୭ v ନ୍ୟୁଜିଲାଣ୍ଡ | |||
Domestic team information | ||||
Years | ଦଳ | |||
୨୦୦୬–ବର୍ତ୍ତମାନ | ଦିଲ୍ଲୀ | |||
୨୦୦୮–ବର୍ତ୍ତମାନ | ରୟାଲ ଚ୍ୟାଲେଞର୍ସ ବାଙ୍ଗାଲୋର | |||
କ୍ୟାରିଅର ତଥ୍ୟ | ||||
ପ୍ରତିଯୋଗିତା | ଟେଷ୍ଟ | ଓଡ଼ିଆଇ | ଏଫସି | ଏଲଏ |
ମ୍ୟାଚ | ୬୬ | ୨୦୮ | ୯୮ | ୨୩୮ |
ରନ | ୫,୫୫୪ | ୯,୫୮୮ | ୭,୮୦୩ | ୧୦,୬୩୦ |
ବ୍ୟାଟିଂ ହାର | ୫୩.୪୦ | ୫୮.୧୦ | ୫୩.୮୧ | ୫୫.୦୭ |
ଶତକ/ଅର୍ଦ୍ଧଶତକ | ୨୧/୧୬ | ୩୫/୪୬ | ୨୮/୨୪ | ୩୭/୫୩ |
ସବୁଠୁ ବେଶି ସ୍କୋର | ୨୪୩ | ୧୮୩ | ୨୪୩ | ୧୮୩ |
ବଲ ସଂଖ୍ୟା | ୧୬୩ | ୬୪୧ | ୬୩୧ | ୭୦୫ |
ଉଇକେଟ | ୦ | ୪ | ୩ | ୪ |
ବୋଲିଂ ହାର | – | ୧୬୬.୨୫ | ୧୧୦.୦୦ | ୧୮୧.୫୦ |
ଇନିଙ୍ଗସରେ ୫ଟି ଉଇକେଟ | ୦ | 0 | ୦ | ୦ |
ମ୍ୟାଚରେ ୧୦ଟି ଉଇକେଟ | ୦ | n/a | ୦ | n/a |
ସବୁଠୁ ଭଲ ବୋଲିଂ | n/a | ୧/୧୫ | ୧/୧୯ | ୧/୧୫ |
କ୍ୟାଚ/ଷ୍ଟମ୍ପ କରାଯାଇଥିବା | ୬୩/– | ୧୦୦/– | ୯୪/– | ୧୧୩/– |
Source: ESPNcricinfo, ୧୭ ଫେବୃଆରୀ |
![]() | ଏହି ପ୍ରସଙ୍ଗଟିରେ ଗୋଟିଏ ମଧ୍ୟ ଆଧାର ନାହିଁ । ଦୟାକରି ଏଥିରେ ବିଶ୍ୱସନୀୟ ସ୍ରୋତ (ଖବରକାଗଜ, ଜର୍ଣ୍ଣାଲ ଆଦି) ଆଧାର ରୂପେ ଦିଅନ୍ତୁ । ଆଧାର ନ ଥିବା ପ୍ରସଙ୍ଗ ଲିଭାଇ ଦିଆଯାଇପାରେ. |
ବିରାଟ କୋହଲୀ (ଉଚ୍ଚାରଣ (help·info); ଜନ୍ମ ୫ ନଭେମ୍ବର ୧୯୮୮) ଭାରତୀୟ କ୍ରିକେଟ ଦଳର ଜଣେ ଦକ୍ଷ ଡାହାଣହାତି ବ୍ୟଟ୍ସମ୍ୟାନ । ସେ ମଧ୍ୟମ ଗତିର କାମଚଳା ବୋଲିଂ ମଧ୍ୟ କରନ୍ତି । ସେ ଭାରତୀୟ ଟେଷ୍ଟ ଦଳ, ଦିନିକିଆ ଦଳ ଓ ଟି୨୦ ଦଳର ଅଧିନାୟକ ଅଛନ୍ତି । ସେ ଆଇପିଏଲ ଦଳ ରୟାଲ ଚାଲେଞ୍ଜର ବାଙ୍ଗାଲୋରର ଅଧିନାୟକ ଅଛନ୍ତି ।
କ୍ୟାରିୟର[ସମ୍ପାଦନା]
ଉନ୍ନତ ପ୍ରଦର୍ଶନଦ୍ୱାରା ଦିଲ୍ଲୀକୁ ପ୍ରତିନିଧିତ୍ୱ କରିସାରିବା ପରେ ତାଙ୍କୁ ୧୯ ବର୍ଷରୁ କମ ବିଶ୍ୱକପ ଦଳରେ ଅଧିନାୟକ ଦାଇତ୍ୱ ଦିଆଯାଇଥିଲା ଓ ସେ ଭାରତକୁ ୧୯-ବର୍ଷରୁ କମ ବିଶ୍ୱକପ ବିଜେତା କରାଇଥିଲେ । କିଛି ମାସ ପରେ ତାଙ୍କୁ ଶ୍ରୀଲଙ୍କା ସହ ପ୍ରଥମ ଦିନିକିଆ ମ୍ୟାଚ ଖେଳିବାର ସୁଯୋଗ ମିଳିଥିଲା । ତାଙ୍କ ଉନ୍ନତ ପ୍ରଦର୍ଶନଦ୍ୱାରା ସେ ୨୦୧୧ ବିଶ୍ୱକପ ଦଳରେ ନିଜର ସ୍ଥାନ ବଜାୟ ରଖିପାରିଥିଲେ । କିଙ୍ଗଷ୍ଟନଠାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ୨୦୧୨ ଏବଂ ୨୦୧୭ରେ ସେ ଦିନିକିଆର ସର୍ବଶ୍ରେଷ୍ଠ ଖେଳାଳି ଭାବେ ଆଇସିସିରୁ ଏବଂ ନିଜ ଉନ୍ନତ ପ୍ରଦର୍ଶନ ଯୋଗୁଁ ବିସିସିଆଇରୁ ଅର୍ଜୁନ ପୁରସ୍କାର ମଧ୍ୟ ପାଇସାରିଛନ୍ତି ।