ଅମର ଆର୍ଷୀ

ଉଇକିପିଡ଼ିଆ‌ରୁ
ଅମର ଆର୍ଷୀ
ଜନ୍ମ
ବୃତ୍ତିପଞ୍ଜାବୀ ଗାୟକ
ସକ୍ରିୟ ବର୍ଷ୧୯୯୧ – ଏବେଯାଏଁ

ଅମର ଆର୍ଷୀ ଜଣେ ପଞ୍ଜାବୀ ଲୋକଗୀତ ଗାୟକ ।[୧] ସେ ଭାରତୀୟ ପଞ୍ଜାବଫଗୱାରାର ଜନ୍ମଗ୍ରହଣ କରିଥିଲେ ।[୨] ଏବେ ସେ ଲଣ୍ଡନରେ ବସବାସ କରୁଛନ୍ତି । ୧୯୯୧ ମସିହାରେ ତାଙ୍କ ପ୍ରଥମ ଆଲ୍‌ବମ୍[୩] ଆଞ୍ଜେଲ୍ ରେକର୍ଡ଼ସ‌ଦ୍ୱାରା ମୁକ୍ତିଲାଭ କରିଥଲା ।[୪] ତାଙ୍କର ୪୨ରୁ ଅଧିକ ଆଲବମ୍ ମୁକ୍ତିଲାଭ କରିଛି । "ଆଜା ନି ଆଜା", "କାଲା ଚଷମା", "ରଙ୍ଗଲି କୋଠି" ଆଦି ତାଙ୍କ କିଛି ପ୍ରସିଦ୍ଧ ଆଲବମ୍ । କାଲା ଚଷମା ୨୦୧୬ ମସିହାରେ ହିନ୍ଦୀ କଥାଚିତ୍ର ବାର୍ ବାର୍ ଦେଖୋ ପାଇଁ ରିମେକ୍ କରାଯାଇଥିଲା ।[୫]

ଆଲବମ୍[ସମ୍ପାଦନା]

ବର୍ଷ ଆଲବମ୍ ସହ-ଗାୟକ/ଗାୟିକା ମନ୍ତବ୍ୟ
୧୯୯୧ କାଲା ଚଷମା
୨୦୦୨ ଆଜା ନି ଆଜା
୨୦୦୬ ରଙ୍ଗଲି କୋଠି
୨୦୦୯ ନା ଚାଲଦା

ଆଧାର[ସମ୍ପାଦନା]

  1. "Folk singer Amar Arshi on Kala Chashma – a catchy Punjabi number he once recorded in an unassuming Phagwara studio". The Indian Express (in ଇଂରାଜୀ). 2022-09-06. Retrieved 2023-02-20.
  2. "Amar Arshi (@realamararshi) | Twitter". twitter.com (in ଇଂରାଜୀ). Retrieved 2018-06-01.
  3. "Kala Chashma singer Amar Arshi says song going viral hasn't given him any money: 'I knew little about royalty back then'". Hindustan Times (in ଇଂରାଜୀ). 2022-09-04. Retrieved 2023-02-20.
  4. "Kala Chashma singer Amar Arshi: Badshah took all the credit for the song". Hindustan Times (in ଇଂରାଜୀ). 2022-09-07. Retrieved 2023-02-20.
  5. "Katrina Kaif Rocks This Party. Put Your Kala Chashma On - NDTV Movies". Movies.ndtv.com. Retrieved 2016-07-27.