ଅମରପୁର , ବିହାର
ଦେଖଣା
ଅମରପୁର
अमरपुर | |
|---|---|
city | |
| Country | |
| State | Bihar |
| District | Banka |
| Elevation | 58 m (190 ft) |
| Population (2001) | |
| • Total | ୨୦,୯୩୦ |
| Languages | |
| Time zone | UTC+5:30 (IST) |
| PIN | |
ଅମରପୁର , ଭାରତୀୟ ରାଜ୍ୟ ବିହାରର ଏକ NAC ସହର । ଏହା ବଙ୍କା ଜିଲ୍ଲାର ଏକ ଅଂଶ ।
Demographics
[ସମ୍ପାଦନା]2001 ମସିହା ଜନଗଣନା ନାସୁସାରେ ଅମରପୁର ର ଜନସଂଖ୍ୟା 20,930 ଥିଲା ।[୧] ତାହା ମଧ୍ୟରୁ ପୁରୁଷ ସଂଖ୍ୟା 52 % ଥିବା ବେଳେ ମହିଳା ସଂଖ୍ୟା 48 % ଥିଲା ।ଏଠାରେ ସାକ୍ଷ୍ୟରତା ହାର42 % ଥିଲା ଯାହା ସେ ସମୟର ଜାତୀୟ ହାରଠାରୁ 8ଢେର କମ ରହିଥିଲା । 6 ବର୍ଷରୁ କମ ଆବାଦୀ18 % ରହିଥିଲା ।
ଭୌଗୋଳିକ ସ୍ଥିତି ଓ ଅର୍ଥନୈତିକ ଅବସ୍ଥା
[ସମ୍ପାଦନା]ଅମରପୁରର ଭୌଗୋଳିକ ଅବସ୍ଥିତି 25.03°N 86.9°Eଠାରେ । ସମୁଦ୍ରପତ୍ତନଠାରୁ ଏହାର ଉଛତା 190 ଫୁଟ । ଏହା ଏକ କୃଷି ଭିତ୍ତିକ ସହର ଏଠାରେ ମାର୍କେଟ , ବେଙ୍କ ଆଦି ଆଧୁନିକ ସୁବିଧା ରହିଛି । . [୨]
ଆଧାର
[ସମ୍ପାଦନା]- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
- ↑ "Amarpur Banka Pin Code". citypincode.in. Archived from the original on 2014-03-23. Retrieved 2014-03-23.