Jump to content

ଅଭିଜ୍ଞା ଭାବେ

ଉଇକିପିଡ଼ିଆ‌ରୁ
ଅଭିଜ୍ଞା ଭାବେ
ଜନ୍ମ (1989-03-13) ୧୩ ମାର୍ଚ୍ଚ ୧୯୮୯ (ବୟସ ୩୫)[]
ବାସାଇ-ବିରାର, ମହାରାଷ୍ଟ୍ର, ଭାରତ[]
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୦–ଏବେଯାଏଁ
ବୈବାହିକ-ସାଥୀ
ମେହୁଲ ପାଇ
(m. ୨୦୨୦)

ଅଭିଜ୍ଞା ଭାବେ (ଜନ୍ମ: ୧୩ ମାର୍ଚ୍ଚ ୧୯୮୯[])[] ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ମରାଠୀ କଥାଚିତ୍ର ଓ ଦୂରଦର୍ଶନରେ କାମ କରନ୍ତି । ୨୦୧୪ ମସିହାରେ, ସେ ଲାଗୋରି - ମୈତ୍ରୀ ରିଟର୍ଣ୍ଣସ୍‌ ଜରିଆରେ ବିଧିବଦ୍ଧ ଭାବରେ ଅଭିନୟ କରିଥିଲେ । ପୂର୍ବରୁ ୨୦୧୦ରେ ଓ ୨୦୧୪ରେ, ସେ ଦୁଇଟି ହିନ୍ଦୀ ଧାରାବାହିକରେ ଏକ କ୍ଷୁଦ୍ର ଭୂମିକାରେ ଅଭିନୟ କରିଥିଲେ । ୨୦୧୬ ମସିହାରେ, ଖୁଲ୍‌ଟା କାଲି ଖୁଲେନାରେ ମୋନିକା ଭୂମିକାରେ ଅଭିନୟ କରିଥିଲେ । ସେ ତୁଳା ପାହାଟେ ରେ ଧାରାବାହିକରେ ମାଇରା ଓ ତୁ ତୁବହା ତାଶିରେ ପୁଷ୍ପାବଲ୍ଲୀ ଭୂମିକାରେ ଅଭିନୟ କରିଥିଲେ ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

୧୯୮୯ ମସିହାର ମାର୍ଚ୍ଚ ୧୩ ତାରିଖରେ, ସେ ମହାରାଷ୍ଟ୍ରର ବାସାଇ-ବିରାର ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମାଆ ହେମାଙ୍ଗି ବାଭେ ଜଣେ ଶିକ୍ଷକ ଓ ବାପାଙ୍କ ନାମ ଉଦୟ ବାଭେ । ତାଙ୍କ ପିଲାଦିନ ମୁମ୍ବାଇରେ କଟିଥିଲା ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ଉଦ୍ୟୋଗପତି ମେହୁଲ ପାଇଙ୍କୁ ବିବାହ କରିଛନ୍ତି । ବିବାହ ପୂର୍ବରୁ ବହୁଦିନ ଧରି ଉଭୟଙ୍କର ସମ୍ପର୍କ ଥିଲା ।[]

ଅଭିନୟ ଜୀବନ

[ସମ୍ପାଦନା]

ସେ ଜୀ ମରାଠୀରେ ପ୍ରସାରିତ ମରାଠୀ ଧାରାବାହିକ ଖୁଲ୍‌ଟା କାଲି ଖୁଲେନାରେ ଅଭିନୟ କରିଥିଲେ ।[] ଷ୍ଟାର୍ ପ୍ରଭାରେ ପ୍ରସାରିତ ଧାରାବାହିକ ଲାଗୋରି - ମୈତ୍ରୀ ରିଟର୍ଣ୍ଣସ୍‌‌ରେ ସେ କାମ କରିଥିଲେ ।[] ମୁଭିଂ ଆଉଟ୍ ୱେବ୍ ସିରିଜ୍‌ରେ ସେ କାମ କରିଛନ୍ତି ।[] ସୁବୋଧ ବାଭେ ଓ ଗାୟତ୍ରୀ ଦତରଙ୍କ ସହିତ, ସେ ତୁଳା ପାହାତେ ରେ କାମ କରିଥିଲେ ।[]

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷ ଧାରାବାହିକ ଭୂମିକା ଭାଷା ଚ୍ୟାନେଲ୍ ଆଧାର
୨୦୧୦ ପ୍ୟାର୍ କି ୟେ ଏକ୍ କାହାନୀ ହିନ୍ଦୀ ଷ୍ଟାର୍ ୱାନ୍
୨୦୧୪ ବଡ଼େ ଅଚ୍ଛେ ଲଗତେ ହୈଁ ସୋନୀ ଟିଭି
୨୦୧୪-୨୦୧୫ ଲାଗୋରି - ମୈତ୍ରୀ ରିଟର୍ଣ୍ଣସ୍‌ ମୁକ୍ତା ବିକ୍ରମ ରାଉତ ମରାଠୀ ଷ୍ଟାର୍ ପ୍ରବାହ
୨୦୧୬ ଦେବ୍ୟାନୀ ବୀଣା
୨୦୧୬-୨୦୧୭ ଖୁଲ୍‌ଟା କଲି ଖୁଲେନା ମୋନିକା ଦଲ୍‌‌ବୀ ଜୀ ମରାଠୀ []
୨୦୧୮ କଟ୍ଟି ବଟ୍ଟି ଅନୁଷ୍କା ଜୀ ଯୁବା [୧୦]
୨୦୧୮-୨୦୧୯ ତୁଳା ପାହାତେ ରେ ମାଇରା କାର୍‌ଖାନିସ୍ ଜୀ ମରାଠୀ [୧୧]
୨୦୧୮ ମହାରାଷ୍ଟ୍ରାଚା ଫେବ୍‌ରାଇଟ୍ ଡ୍ୟାନ୍ସର୍ ପ୍ରତିଯୋଗୀ ସୋନି ମରାଠୀ
୨୦୨୦ ରଙ୍ଗ ମଜା ବେଗାଲ ତନୁଜା ମନ୍ତ୍ରୀ ଷ୍ଟାର୍ ପ୍ରବାହ [୧୨]
୨୦୧୯-୨୦୨୦ ଚଲା ହାୱା ୟେଉ ଦ୍ୟା: ସେଲିବ୍ରିଟି ପ୍ୟାଟର୍ଣ୍ଣ ପ୍ରତିଯୋଗୀ ଜୀ ମରାଠୀ
୨୦୨୧ ବାୱାରା ଦିଲ୍ ଜାନ୍‌ଭି ହିନ୍ଦୀ କଲର୍ସ ଟିଭି [୧୩]
୨୦୨୨-୨୦୨୩ ତୁ ତେବ୍‌ହା ତାଷି ପୁଷ୍ପାବଲ୍ଲୀ ମରାଠୀ/ଇଂରାଜୀ ଜୀ ମରାଠୀ/ଜୀ ୱାନ୍ ଆଫ୍ରିକା [୧୪]
୨୦୨୩-ଏବେଯାଏଁ ବାତେଁ କୁଛ୍ ଅଙ୍କାହୀ ସି ଅଙ୍ଘ କର୍ମକାର ହିନ୍ଦୀ ଷ୍ଟାର୍ ପ୍ଲସ୍

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭାଷା ଭୂମିକା ଆଧାର
୨୦୧୨ ଲଙ୍ଗର୍ ମରାଠୀ ଅତିଥି କଳାକାର
୨୦୨୩ ଜଗୁ ଆଣୀ ଜୁଲିଏଟ୍ ମିସେସ୍ ଗୁପ୍ତେ [୧୫]
  1. ୧.୦ ୧.୧ ୧.୨ ୧.୩ "Abhidnya Bhave Wiki, Biography, Age, Married, Husband". Marathi.TV. 6 November 2019. Retrieved 31 March 2020.
  2. megamarathi (2016-12-01). "Abhidnya Bhave Marathi Actress Biography HD Photos,Wallpapers,Monika". MegaMarathi.Com (in ଆମେରିକୀୟ ଇଂରାଜୀ). Retrieved 2019-12-12.
  3. टीम, एबीपी माझा वेब (2022-03-16). "Tu Tevha Tashi : 'तू तेव्हा तशी' मालिकेत पुष्पवल्लीच्या भूमिकेत दिसणार अभिज्ञा भावे". marathi.abplive.com (in ମରାଠୀ). Retrieved 2022-04-12.
  4. "Abhidnya Bhave finds love again; plans to marry next year - The Times of India". The Times of India (in ଇଂରାଜୀ). Retrieved 2020-12-23.
  5. "Switching from a negative character to a positive one was difficult says Abhidnya Bhave - Times of India". The Times of India.
  6. "Pics : 'Khulta Kali Khulena' hits a century! - The Times of India". The Times of India.
  7. "#MovingOut (TV Mini Series 2017– ) - IMDb" – via www.imdb.com.
  8. "Abhidnya Bhave to make a comeback in a 'vamp' avatar - The Times of India". The Times of India. Retrieved 2018-12-17.
  9. "Abhidnya Bhave gets nostalgic about her Khulta Kali Khulena days - Times of India". The Times of India.
  10. "Switching from a negative character to a positive one was difficult says Abhidnya Bhave - Times of India". The Times of India (in ଇଂରାଜୀ). Retrieved 2022-05-26.
  11. "Tula Pahate Re: Abhidnya Bhave aka Myra bids adieu to the show - Times of India". The Times of India (in ଇଂରାଜୀ). Retrieved 2022-05-26.
  12. माझा, सौमित्र पोटे, एबीपी (14 October 2020). "'रंग माझा वेगळा' मालिकेत होणार 'या' लोकप्रिय अभिनेत्रीची एन्ट्री!". ABP Marathi (in ମରାଠୀ). Retrieved 2022-05-26.{{cite web}}: CS1 maint: multiple names: authors list (link)
  13. "'रंग माझा वेगळा' मालिकेनंतर आता अभिज्ञा भावे झळकणार हिंदी मालिकेत, पहा तिचा लूक". Lokmat (in ମରାଠୀ). 2021-04-24. Retrieved 2022-05-26.
  14. "Abhidnya Bhave is excited to feature in Tu Tevha Tashi, says "Have never played such role before" - Times of India". The Times of India (in ଇଂରାଜୀ). Retrieved 2022-04-10.
  15. "Jaggu Ani Juliet Marathi Movie Trailer, Release Date, Cast". Box Office Business (in ଆମେରିକୀୟ ଇଂରାଜୀ). 2023-01-10. Retrieved 2023-05-18.

ବାହାର ଲିଙ୍କ୍

[ସମ୍ପାଦନା]