ଅନିମା କର

ଉଇକିପିଡ଼ିଆ‌ରୁ
ଅନିମା କର
ଜନ୍ମ
ଅନିମା କର

ମୃତ୍ୟୁ୨୮ ନଭେମ୍ବର ୨୦୨୩
ଭୁବନେଶ୍ୱର
ଜାତୀୟତା ଭାରତୀୟ
ବୈବାହିକ-ସାଥୀଶରତ କୁମାର କର
ସନ୍ତାନସୁମନ କର, ଶୋଭନ କର
ସମ୍ପର୍କୀୟରଜତ କୁମାର କର

ଅନିମା କର ଜଣେ ଜଣାଶୁଣା ଅଧ୍ୟାପିକା ଓ ଗାୟିକା ଥିଲେ । [୧] ଆକାଶବାଣୀ କଟକରୁ ସେ ବୋଲିଥିବା ଅନେକ ଗୀତ ପ୍ରସାରିତ ହୋଇଛି ଯାହା ମଧ୍ୟରେ ଚିତ୍ତ ଜେନାଙ୍କ ସହିତ ସପନର ଫୁଲଝରି ଯୁଗଳ ଗୀତଟି ଲୋକପ୍ରିୟ ହୋଇଥିଲା । ସେ ଶରତ କୁମାର କରଙ୍କୁ ବିବାହ କରିଥିଲେ ।[୨][୩]

ଅନିମା କର ଇଂରାଜୀ ଭାଷାର ଜଣେ ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପିକା ଥିଲେ । ସେ ରମାଦେବୀ ମହିଳା ମହାବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ ।[୪] ସେ ଜଣେ ପ୍ରତିଷ୍ଠିତ ଗାୟିକା ମଧ୍ୟ । ୧୯୬୦ରୁ ୧୯୯୦ ମଧ୍ୟରେ ସେ ଆକାଶବାଣୀର ‘ଏ’ ଗ୍ରେଡ୍ କଳାକାର ଥିଲେ । ଶରତ କରଙ୍କ ଦୁଇ ପୁଅଙ୍କ ଭିତରୁ ବଡ଼ ପୁଅ ସୁମନ ଭୁବନେଶ୍ୱରର ଏକ କଲେଜରେ ଇଂରାଜୀ ବିଭାଗ ଅଧ୍ୟାପକ । ଦ୍ୱିତୀୟ ପୁତ୍ର ଶୋଭନ ଜଣେ ଆଇଆରଏସ ଅଫିସର ଥିଲେ ଓ ସେ ଚାକିରୀରୁ ସ୍ୱେଚ୍ଛକୃତ ଅବସର ନେଇସାରିଛନ୍ତି ।[୫][୬]

ଆଧାର[ସମ୍ପାଦନା]

  1. All India Radio, N.D.; Singh, G. (1980). AKASHVANI: Vol. XLV, No.48 ( 9 NOVEMBER, 1980 ). 87 Akashvani (Sept-Dec) 1980 (in ଜର୍ମାନ). All India Radio (AIR),New Delhi. p. 51. Retrieved 21 November 2023.
  2. "MLA Sarat Kumar Kar Profile". MAHANGA Constituency. Archived from the original on 21 November 2023. Retrieved 21 November 2023.
  3. Sethy, Rajesh (12 October 2020). "ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ ।". Kanak News. Retrieved 21 November 2023.
  4. Ollson, Hampus Roy (20 June 2023). "What Makes Madam President a Great Leader?". Penguin Random House India. Retrieved 21 November 2023.
  5. Bureau, OB (6 January 2021). "Veteran Politician Sarat Kar's Son Sobhan Kar Likely To Join Odisha Politics". odishabytes. Retrieved 21 November 2023.
  6. "ସୁସାହିତ୍ୟିକ ଓ ପୂର୍ବତନ ବାଚସ୍ପତି ଶରତ କର ଆଉ ନାହାନ୍ତି; କରୋନାରେ ଚାଲିଗଲେ". News18 Odia. 12 October 2020. Retrieved 21 November 2023.