ଅନାଦି ଚରଣ ସାହୁ

ଉଇକିପିଡ଼ିଆ‌ରୁ
(ଅନାଦି ଚ଼ରଣ ସାହୁରୁ ଲେଉଟି ଆସିଛି)
ଅନାଦି ଚରଣ ସାହୁ
ସାଂସଦ: ୧୩ଶ ଲୋକ ସଭା
କାର୍ଯ୍ୟକାଳ
୧୯୯୯ – ୨୦୦୪
ନିର୍ବାଚନ ମଣ୍ଡଳୀବ୍ରହ୍ମପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1940-07-01)୧ ଜୁଲାଇ ୧୯୪୦
ଖଇରପଙ୍କା, ଗଞ୍ଜାମ
ମୃତ୍ୟୁ୧୯ ଜାନୁଆରୀ ୨୦୨୪(2024-01-19) (ବୟସ ୮୩)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜେପି
ଜୀବନ ସାଥୀଉର୍ମିମାଳା ସାହୁ
ବାପା/ବୋଉପିତା: ମାଗତା ସାହୁ
ଘରବ୍ରହ୍ମପୁର
ବୃତ୍ତିରାଜନୀତିଜ୍ଞ, ପ୍ରଶାସକ ଏବଂ ଲେଖକ

ଅନାଦି ଚରଣ ସାହୁ (୧ ଜୁଲାଇ ୧୯୪୦ - ୧୯ ଜାନୁଆରୀ ୨୦୨୪) ହେଉଛନ୍ତି ଜଣେ ଭାରତୀୟ ରାଜନୀତିଜ୍ଞ, ପୁଲିସ ଅଧିକାରୀ ଏବଂ ଲେଖକ ଥିଲେ ।[୧] ସେ ଓଡ଼ିଶାର ଭାରତୀୟ ଜନତା ପାର୍ଟିର ସଦସ୍ୟ ଥିଲେ । ସେ ବ୍ରହ୍ମପୁର ରୁ ୧୩ଶ ଲୋକ ସଭାରେ ପ୍ରତିନିଧିତ୍ୱ କରିଥିଲେ । ସେ ଭାରତୀୟ ପୋଲିସ ସେବାର ଜଣେ ଅଫିସର ଥିଲେ ଏବଂ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ପଦକ ମଧ୍ୟ ପାଇଥିଲେ ।[୨][୩][୪][୫]

ସାହିତ୍ୟିକ କୃତି[ସମ୍ପାଦନା]

ଓଡ଼ିଆ ଭାଷାରେ ତାଙ୍କର କିଛି ସାହିତ୍ୟିକ କୃତି ହେଲା, ଜଙ୍ଗଲୀ ସହର, ଜରାସନ୍ଧ, ମାୟା, ତାଣ୍ଡବ, ମୁଣ୍ଡ ମେଖଳା । ତାଙ୍କରି ରଚିତ ଗଳ୍ପ ସଂକଲନ ହେଉଛି ପାଣ୍ଡୁର ବଳୟ, ଚକାଡ଼ୋଳା ଓ ନତଜାନୁ ।[୬]

ମୃତ୍ୟୁ[ସମ୍ପାଦନା]

ବାର୍ଧ୍ୟକ୍ୟ ଜନିତ ରୋଗରେ ପିଡ଼ିତ ଥାଇ ୨୦୨୪ ମସିହା ଜାନୁଆରୀ ମାସ ୧୯ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।[୭][୮]

ଆଧାର[ସମ୍ପାଦନା]

  1. Rout, Anupama (20 January 2024). "ପରଲୋକରେ ପୂର୍ବତନ ପୋଲିସ ଆଇଜି ଅନାଦି ସାହୁ". Kanak News. Retrieved 20 January 2024.
  2. "13th Lok Sabha Members Bioprofile". Lok Sabha. Retrieved 28 April 2022.
  3. "Orissa Parliamentary Constituencies". Elections.in. Retrieved 8 September 2020.
  4. "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 28 April 2022.
  5. "Congress MP Anadi Charan Sahu meets Pramod Mahajan, visit causes initial flutters". India Today. Retrieved 28 April 2022.
  6. "Members : Lok Sabha". 164.100.47.194. Retrieved 28 April 2022.
  7. "Former Odisha MP Anadi Sahu passes away". The New Indian Express. 20 January 2024. Retrieved 20 January 2024.
  8. Dash, Mrunal Manmay (20 January 2024). "Former IPS officer and Odisha MP Anadi Sahu passes away at 84". Former IPS officer and Odisha MP Anadi Sahu passes away at 84. Retrieved 20 January 2024.