ଅନନ୍ୟା ଅଗ୍ରୱାଲ

ଉଇକିପିଡ଼ିଆ‌ରୁ
ଅନନ୍ୟା ଅଗ୍ରୱାଲ
ଜନ୍ମ
ମୁମ୍ବାଇ, ଭାରତ
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୯ – ଏବେଯାଏଁ

ଅନନ୍ୟା ଅଗ୍ରୱାଲ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ଶିଶୁ କଳାକାର ଭାବରେ ଭାରତୀୟ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ରରେ କାମ କରନ୍ତି ।[୧]

ପେଷା[ସମ୍ପାଦନା]

ଅନନ୍ୟା ୨୦୦୮ ମସିହାରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ଧାରାବାହିକ ତୁଝ ସଙ୍ଗ ପ୍ରୀତ ଲଗାଇ ସଜନାରେ ପ୍ରେରଣା ଭୂମିକାରେ ପ୍ରଥମ କରି ଅଭିନୟ କରିଥିଲେ । ଏହାପରେ ଲାଇଫ୍ ଓକେରେ ପ୍ରସାରିତ ଧାରାବାହିକ ଅମ୍ରିତ ମନ୍ଥନରେ ନିମ୍ରତ ଓ ଆଗମଙ୍କ ଝିଅ ଗୁରବାନୀ ଭୂମିକାରେ ଅଭିନୟ କରିଥିଲେ ।[୨] [୩][୪][୫] ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ବନ୍ଧନରେ ଦର୍ପଣ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୀତ ଧାରାବାହିକ[ସମ୍ପାଦନା]

ବର୍ଷ ଧାରାବାହିକ ଚରିତ୍ର ଚ୍ୟାନେଲ୍ ଆଧାର
୨୦୦୯ ତୁଝ୍ ସଙ୍ଗ ପ୍ରୀତ ଲାଗଇ ସାଜନା ପ୍ରେରଣା ଷ୍ଟାର ପ୍ଲସ୍ [୬]
୨୦୧୦ ସବକି ଲାଡଲି ବେବୋ ରିୟା
ୟାହାଁ ମେଁ ଘର ଘର ଖେଲି ତନଭି ଜୀ ଟିଭି
୨୦୧୧ ଇସ ପ୍ୟାର କୋ କ୍ୟା ନାମ ଦୁଁ? ଅଧ୍ୟାୟ ୮୧ ଷ୍ଟାର ପ୍ଲସ୍
ଏକ ନୟୀ ଛୋଟି ସି ଜିନ୍ଦେଗୀ ଚୁଟକି ଜୀ ଟିଭି
୨୦୧୨ କୟା ହୁଆ ତେରା ୱାଦା ରନୋ ପ୍ରଦୀପ ସିଂହ ସୋନି ଟିଭି
୨୦୧୨–୨୦୧୨ ଅମୃତ ମନ୍ଥନ ବନି ଲାଇଫ୍ ଓକେ
୨୦୧୨ ମହାଭାରତ ମାଳିନୀ ଷ୍ଟାରପ୍ଲସ୍
ଦି ଆଡ‌ଭେଞ୍ଚରସ୍ ଅଫ୍ ହାତିମ୍ ରାଜକୁମାରୀ ଲାଇଫ୍ ଓକେ
୨୦୧୪ ବୃନ୍ଦାବନ ଦର୍ପନ ଜୀ ଟିଭି
୨୦୧୫-୨୦୧୬ ସିୟା କେ ରାମ ଛୋଟ ସୀତା ଷ୍ଟାରପ୍ଲସ୍
୨୦୧୭ ମେରୀ ଦୁର୍ଗା ଛୋଟ ଦୁର୍ଗା ଷ୍ଟାର ପ୍ଲସ୍ [୬]
୨୦୧୮ ରୂପ୍ - ମର୍ଦ କା ନୟା ସ୍ୱରୂପ ଜିଗନା ସମଶେର ସିଂହ କଲର୍ସ ଟିଭି
୨୦୨୦-୨୦୨୧ ଲକଡାଉନ୍ କି ଲଭ୍ ଷ୍ଟୋରୀ ସ୍ନେହା ଜୈସୱାଲ ଷ୍ଟାର ପ୍ଲସ୍

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଚରିତ୍ର ମନ୍ତବ୍ୟ
୨୦୧୯ ମଜିଲି ମୀରା ତେଲୁଗୁ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ[୭]

ଆଧାର[ସମ୍ପାଦନା]

  1. "Story of a great bonding - Ankita and Ananya! | Television News". Archived from the original on 4 December 2013. Retrieved 9 October 2013.
  2. Ananya Agarwal roped in Life Ok's show 'Navvidhan'
  3. "Amrit Manthan Cast | Crew". Archived from the original on 3 April 2013. Retrieved 9 October 2013.
  4. ""Amrit Manthan" >> Show Details". lifeok.com. 2012.
  5. Ananya Agarwal bags new show Navvidhan - Times Of India
  6. ୬.୦ ୬.୧ "Actors visit city to promote soap opera". The Tribune.
  7. "Majili fame Ananya Agarwal turns into a heroine for Bellamkonda Ganesh's film?". The Times of India. 22 October 2020.

ବାହାର ଲିନ୍[ସମ୍ପାଦନା]