Jump to content

ଅଞ୍ଜୁ (ଅଭିନେତ୍ରୀ)

ଉଇକିପିଡ଼ିଆ‌ରୁ
ଅଞ୍ଜୁ
ଜନ୍ମ
ଜାତୀୟତାଭାରତୀୟ
ଅନ୍ୟ ନାମବେବି ଅଞ୍ଜୁ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୭୯  ଏବେଯାଏଁ
ବୈବାହିକ-ସାଥୀଟାଇଗର ପ୍ରଭାକର (୧୯୯୬ - ୧୯୯୭; ଛାଡ଼ପତ୍ର)
ସନ୍ତାନଅର୍ଜୁନ ପ୍ରଭାକର (ଜନ୍ମ: ୧୯୯୭)

ଅଞ୍ଜୁ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ମାଲାୟାଲମ ଓ ତାମିଲ ଭାଷାର କଥାଚିତ୍ର ଓ ଦୂରଦର୍ଶନରେ କାମ କରନ୍ତି । ୧୯୭୯ ମସିହାରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିବା ପରେ ସେ ନାୟିକା, ପାର୍ଶ୍ୱ ଅଭିନେତ୍ରୀ ଭାବରେ ମାଲାୟାଲମ, ତାମିଲ, ତେଲୁଗୁକନ୍ନଡ଼ ଭାଷାର କଥାଚିତ୍ରରେ କାମ କରିଛନ୍ତି ।

ଜୀବନୀ

[ସମ୍ପାଦନା]

ଅଞ୍ଜୁ ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିଲେ । ଦୁଇ ବର୍ଷ ବୟସରୁ ସେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ପ୍ରଥମେ ତାମିଲ କଥାଚିତ୍ର ଉତିରିପୂକ୍କାଲରେ ୧୯୭୯ ମସିହାରେ କାମ କରିଥିଲେ । ଏହାପରେ ସେ କନ୍ନଡ଼ ଓ ତେଲୁଗୁ କଥାଚିତ୍ର ଜଗତରେ ମଧ୍ୟ କାମ କରିଥିଲେ । ୧୯୮୮ ମସିହାରେ ସେ ରୁକ୍ମିଣୀ ପାଇଁ କେରଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ କେ. ପି. କୁମାରନ ।[] ଶିଶୁକଳାକାର ଭାବରେ କାମ କରିବାବେଳେ ସେ ବେବି ଅଞ୍ଜୁ ନାମରେ ଜଣାଶୁଣା ଥିଲେ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]

ମାଲାୟାଲମ

[ସମ୍ପାଦନା]
ବର୍ଷକଥାଚିତ୍ରଭୂମିକାମନ୍ତବ୍ୟ
୧୯୮୨ଓରମାକ୍କାୟିଚକ୍କି
ଗାନମ୍
ଆ ରାତ୍ରିମିନିକୁଟ୍ଟି
କାଟ୍ଟିଲେ ପାଟ୍ଟୁସାନ ପ୍ରିୟା
ଓଲାଙ୍ଗଲ
୧୯୮୩ଉମାନା ଥିଙ୍କାଲଇନ୍ଦୁମୋଲ
ପାଲମବିନ୍ଦୁ
ଆନାଆୟିଶା
ସାଗରାମ ସନ୍ତାମସାନ ଶ୍ରୀଦେବୀ
ଆଶ୍ଚର୍ଯ୍ୟମ୍ମିନିମୋଲ ଥୋମାସ
କଟ୍ଟାତେ କିଲିକ୍କୁଡ଼ୁଇନ୍ଦୁ
୧୯୮୪ପରାନ୍ନୁ ପରାନ୍ନୁ ପରାନ୍ନୁଜେସି/ଶ୍ରୀକୁଟ୍ଟି
କୋଡାତିମିନିମୋଲ
ରାକ୍ଷସ୍ସୁଶାଲିନୀ
୧୯୮୫ୟାତ୍ରାବସ୍‌ରେ ଥିବା ଝିଅ
ଧୈବାତେୟୋରତୁସାନ ନାନି
ଓଜିବୁକାଲମ
ଜାନକୀୟା କୋଡ଼ାତିଗୋପିର ଝିଅ
୧୯୮୬ଅଭୟମ୍ ତେଡ଼ିଆଶାକୁଟ୍ଟି
୧୯୮୭ବମ୍ବାନକାଳାର ଝିଅ
୧୯୮୯ରୁଗମିନି (ରୁକ୍ମଣୀ)ରୁଗମିନି[]
୧୯୯୦କଟ୍ଟୁକୁଟୀରଚାରୁଲତା
ତାଜାବରମରାଜି
କମାଣ୍ଡରଲକ୍ଷ୍ମୀ
୧୯୯୧ନୀଳଗିରିଉଷା
୧୯୯୨କିଜାକ୍କାନ ପତ୍ରୋଜ୍କୁଞ୍ଜୁମୋଲ
କୌରବରସୁଜା
ଉଟ୍ଟିପ୍ପାଟ୍ଟନାମସେତୁଲକ୍ଷ୍ମୀ
ପାଣ୍ଡୁ ପାଣ୍ଡୋରୁ ରାଜକୁମାରୀଦେବୁ
ଇଜାରା ପୋନ୍ନାନାରେଣୁ
୧୯୯୩ତାଲାମୁରୁଶ୍ରୀଲକ୍ଷ୍ମୀ
୧୯୯୪ବାରାପାଲମଗୀତା
କେବିନେଟ୍ନନ୍ଦନା
ମିନ୍ନାରମଟୀନା
କାଦାଲଫୌସି
୧୯୯୫କାକ୍କାକୁମ ପୂଚକ୍କୁମ କଲ୍ୟାଣମ୍ଭାଗ୍ୟଲକ୍ଷ୍ମୀ
ଷ୍ଟ୍ରିଟ୍ଅନିତା
ଆରବିକାଡାଲୋରାମକ୍ଲାରା
ହାଇଜାକ୍ଗାୟତ୍ରୀ
୧୯୯୬ସ୍ୱନ୍ତମ ମାକାଲକ୍କୁ ସ୍ନେହପୂର୍ବଂ
୧୯୯୭ରେଞ୍ଜର୍ରେମାୟା
ପୂମାରାତାନାଲିଲ୍ଇନ୍ଦୁ
୧୯୯୮ଆମ୍ମା ଆମ୍ମାୟିୟାମ୍ମାସୁଲୋଚନା
୧୯୯୯ଇନ୍ଦୁଲେଖା
୨୦୦୧ନିମିଶଙ୍ଗଲଏଲିନା
ନାରିମନଅମ୍ମିନୀ
ଇ ରାବଲି
ଜ୍ୱଳନମ୍ମ୍ୟାଗି
୨୦୦୩ଜାନକୀୟମ୍ଉଷା
୨୦୦୪ନିରାପ୍ପାକିଟ୍ଟୁବସୁନ୍ଧରା
୨୦୦୫ଇଝାରାତେବରର ସ୍ତ୍ରୀ

ତାମିଲ

[ସମ୍ପାଦନା]
ବର୍ଷକଥାଚିତ୍ରଭୂମିକାମନ୍ତବ୍ୟ
୧୯୭୯ଉତିରିପୂକ୍କାଲଭବାନୀଶିଶୁ କଳାକାର
୧୯୮୦ ଉଲ୍ଲାସ ପାରାବୈଗାଲସାନ ନିର୍ମଳା
୧୯୮୧ଚିନ୍ନା ମୁଲ ପେଇଅ ମୁଲଡଲି
ମୀନ୍ଦୁମ କୋକିଲା
ଗର୍ଜନାଇଆଶା
୧୯୮୨ ବାଦିବଙ୍ଗଲବିନି
ଅଝାଗିୟେ କନ୍ନେକସ୍ତୁରୀ
୧୯୮୩ବିଲ୍ଲିୟନୁର ମଠଲଳିତା
୧୯୮୯ମୁନ୍ଧାନାଇ ସାବତମ୍ନାୟିକା
୧୯୯୦କେଲଦି କନମନିଅନୁ
ଇଙ୍ଗଲ ସ୍ୱାମୀ ଅୟପ୍ପାନଲକ୍ଷ୍ମୀ
ଆରଙ୍ଗେଟ୍ରା ବେଲାଇସୁନ୍ଦରୀ
ସୀତା ଗୀତାଗୀତା
୧୯୯୧ଅଧିକାରୀଅନୁ
ନାନ ପୋଗୁମ ପାଢ଼ାଇଲକ୍ଷ୍ମୀ
୧୯୯୨ଅଗ୍ନି ପାରବିଶାନ୍ତି
ଅଭିରାମିରାଜେଶ୍ୱରୀ
୧୯୯୩ଆଦିତ୍ୟାନ୍ଦୈବନାଇ
ପ୍ରତାପପ୍ରିୟା
ପୁରୁଷ ଲକ୍ଷଣଂଅଞ୍ଜୁ
କାଟ୍ଟାଲାଇ
୧୯୯୫ଲାୱାରିସ୍
୧୯୯୬ଗୋପାଲା ଗୋପାଲାଫାତିମା
୧୯୯୯ ପୂମାଗାଲ ଉର୍ବାଲମ
ଉନାକ୍କାଗା ଏଲ୍ଲାମ ଉନାକ୍କାଗାସାବିତ୍ରୀ
୨୦୦୦କୁବେରାନଥଙ୍ଗମ
୨୦୦୩ପପ୍‌କର୍ଣ୍ଣବାଲ୍ଲି
ଉନ୍ନାଇ ଚରଣଦାଇନ୍ଧେନତେଜାର ମାଆ
ମିଲିଟାରୀବେଲୁ ନାୟକର ସ୍ତ୍ରୀ
୨୦୦୭ବୀରାପୁକୋଡ଼ି
ପୋଲ୍ଲାଧାବନସେଲଭମର ସ୍ତ୍ରୀ
୨୦୦୯ଇନ୍ଦିରା ବିଜାଇନ୍ଦିରା
୨୦୧୦ନୀୟୁମ ନାନୁମସୁନିତା
୨୦୧୧ମିନସାରାମମନ୍ତ୍ରୀ
୨୦୧୩ମାଧ ୟାନି କୁଟ୍ଟମଦୀପା

ତେଲୁଗୁ

[ସମ୍ପାଦନା]
ବର୍ଷକଥାଚିତ୍ରଭୂମିକାମନ୍ତବ୍ୟ
୧୯୮୧ବାଲା ନାଗମ୍ମା
ଅଗ୍ନି ପୂଲ୍ଲୁ
୧୯୮୪କୋଡ଼େ ତ୍ରଚୁବାବୁ
୧୯୮୬ନୀରିକ୍ଷଣବସ୍‌ରେ ଥିବା ଝିଅ
୨୦୦୨ସେଶୁପଦ୍ମା

କନ୍ନଡ଼ା

[ସମ୍ପାଦନା]
ବର୍ଷକଥାଚିତ୍ରଭୂମିକାମନ୍ତବ୍ୟ
୧୯୯୬ରେଞ୍ଜର-
୧୯୯୮କିଙ୍ଗ୍ସୁନ୍ଦରୀ
ମାଇଁ ଡିଅର୍ ଟାଇଗରN/Aପ୍ରଯୋଜିକା
୨୦୦୧ପ୍ରେମ ରାଜ୍ୟସୋନି

ଅଭିନୀତ ଧାରାବାହିକ/ଦୂରଦର୍ଶନ କାର୍ଯ୍ୟକ୍ରମ

[ସମ୍ପାଦନା]
ବର୍ଷଧାରାବାହିକ/କାର୍ଯ୍ୟକ୍ରମଚ୍ୟାନେଲଭୂମିକାଭାଷା
ଲେଡିଜ୍ ହଷ୍ଟେଲ୍ଡିଡି ମାଲାୟାଲମମାଲାୟାଲମ
ପାୟାନ କଥାକଳ
୧୯୯୯–୨୦୦୧ଚିଠିସନ୍ ଟିଭିବୈଦେଗୀତାମିଲ
୨୦୦୦–୨୦୦୧କ୍ରିଷ୍ଣାଦାସୀଅଧ୍ୟାପିକା କଲ୍ୟାଣୀ
୨୦୦୧ସୂଲମ୍
୨୦୦୨-୨୦୦୩ଅଗଲ ବିଲ୍ଲାକୁଗଲ
ଜନନୀ
ଗାୟତ୍ରୀଜେମିନି ଟିଭିପ୍ରିୟାତେଲୁଗୁ
୨୦୦୪ମାନସୀଡିଡି ମାଲାୟାଲମମାଲାୟାଲମ
କଦମାଟ୍ଟତୁ କଥାନରଏସିଆନେଟ୍ଭାନୁମତି
୨୦୦୫–୨୦୦୬ସିଲ୍ଭିସନ୍ ଟିଭିମୁରତ୍ତୁ ପାଣ୍ଡିଆନଙ୍କ ସ୍ତ୍ରୀତାମିଲ
୨୦୦୭ଆର୍ଷୀ
୨୦୦୭–୨୦୦୮ଅକ୍କା ଥଙ୍ଗାଇକଲିଙ୍ଗର ଟିଭି
୨୦୦୭ସ୍ୱାମୀ ଅୟପ୍ପାନଏସିଆନେଟ୍ମାଲାୟାଲମ
୨୦୦୯ଦେବୀ ମାହାତ୍ମ୍ୟମ୍ପଙ୍କଜକ୍ଷୀ
୨୦୧୬–୨୦୧୮ସତ୍ୟମ ଶିବମ ସୁନ୍ଦରମ୍ଅମୃତା ଟିଭିଭୈରବୀ
୨୦୨୦–୨୦୨୧ମଗରାଶୀସନ୍ ଟିଭିଚାମୁଣ୍ଡେଶ୍ୱରୀତାମିଲ
ଈରାମନା ରୋଜାବେଷ୍ଟାର୍ ବିଜୟଅଞ୍ଜୁଗମ
୨୦୨୦ଭନକ୍କମ୍ ତମିଝାସନ୍ ଟିଭିନିଜେ
୨୦୨୧ଇଧାୟାଥାଇ ତ୍ରିରୁଦାତେକଲର୍ସ ତାମିଲଅତିଥି କଳାକାର
୨୦୨୧–୨୦୨୨ଗୀତାଞ୍ଜଳୀରାଜ ଟିଭି
୨୦୨୨–୨୦୨୩ବିଦ୍ୟା ନଂ. ୧ଜୀ ତାମିଲସୁନ୍ଦରୀ
୨୦୦ରେଡ୍ କାର୍ପେଟ୍ଅମୃତା ଟିଭିନିଜେମାଲାୟାଲମ
୨୦୨୩–ଏବେଯାଏଁଅମ୍ମେ ଭଗବତୀଫ୍ଲାୱାର୍ସ ଟିଭିମଙ୍ଗଳତମ୍ମା
୨୦୨୩–ଏବେଯାଏଁସିଙ୍ଗାପେନ୍ନାଏସନ୍ ଟିଭିଲଳିତାତାମିଲ
୨୦୨୪–ଏବେଯାଏଁଗୌରୀକଳିଙ୍ଗର ଟିଭିଅକିଲା

ପୁରସ୍କାର

[ସମ୍ପାଦନା]
  • ୧୯୮୮: କେରଳ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (ରୁକ୍ମିଣୀ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର)
  1. 1 2 Rugmini (in ଇଂରାଜୀ), retrieved 2023-05-27
  2. "I was dropped from the film because Mammooka said I wouldn't fit for the role- Baby Anju". Time News (in ଆମେରିକୀୟ ଇଂରାଜୀ). 2022-10-02. Retrieved 2023-05-27.[permanent dead link]

ବାହାର ଲିଙ୍କ୍

[ସମ୍ପାଦନା]