ଅଞ୍ଜଳି ଗୁପ୍ତା

ଉଇକିପିଡ଼ିଆ‌ରୁ

ଅଞ୍ଜଳି ଗୁପ୍ତା
ଫାଇଲ:Anjali Gupta IAF.jpg
ଜନ୍ମ1975/1976 (age ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର ।ପ୍ରକାଶନରେ ଅସୁବିଧା: ଅଜଣା < ଯୁକ୍ତାକ୍ଷର ।)
ମୃତ୍ୟୁ୧୧ ସେପ୍ଟେମ୍ବର ୨୦୧୧(୨୦୧୧-୦୯-୧୧)
ଭୋପାଳ, ମଧ୍ୟପ୍ରଦେଶ
ନିଯୁକ୍ତିଦାତାଭାରତ
କାର୍ଯ୍ୟକାଳ୨୦୦୧-୨୦୦୬
ପଦବୀ ଫ୍ଲାଇଙ୍ଗ୍ ଅଫିସର୍
ସେନା ବିଭାଗAircraft Systems and Testing Establishment
Military career

ଫ୍ଲାଇଙ୍ଗ୍ ଅଫିସର୍ ଅଞ୍ଜଳି ଗୁପ୍ତା, ଭାରତୀୟ ଆକାଶ ବାହିନୀର ଜଣେ ଅଧିକାରୀ । ସେ କୋର୍ଟ୍ ମାର୍ସାଲ୍ ହେବାରେ ପ୍ରଥମ ଭାରତୀୟ ମହିଳା ।[୧] ସେ ବାଙ୍ଗାଲୋରରେ ଥିବା ଏୟାର୍‌କ୍ରାଫ୍ଟ୍ ସିଷ୍ଟମ୍ ଏଣ୍ଡ୍ ଟେଷ୍ଟିଂ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ରେ କାର୍ଯ୍ୟରତ ଥିଲେ ।[୨] ସେ ଜଣେ ବିଦ୍ୟାଳୟ ଶିକ୍ଷୟିତ୍ରୀ ଓ ବ୍ୟାଙ୍କ୍ ଅଫିସର୍‌ଙ୍କ ଦ୍ୱିତୀୟ ଝିଅ । ସେ ଦିଲ୍ଲୀ ବଶ୍ୱବିଦ୍ୟାଳୟରୁ ସୋସିଓଲୋଜିରେ ଏମ୍‌ଫିଲ୍ ଅର୍ଜନ କରି ପ୍ରଥମେ ୨୦୦୧ରେ ବେଲ୍‌ଗାମ୍‌ରେ ଚାକିରୀ ଆରମ୍ଭ କରିଥିଲେ ।[୩] [୪]

ଆହାର[ସମ୍ପାଦନା]

  1. "Court martial for air force woman". BBC. 25 ଅପ୍ରେଲ 2005. Retrieved 14 ସେପ୍ଟେମ୍ବର 2011.
  2. "IAF inquiry into Gupta case". rediff NEWS. 28 ଅପ୍ରେଲ 2005. Retrieved 13 ସେପ୍ଟେମ୍ବର 2011.
  3. "Air force fires prickly Anjali- Cloud remains over court martial". The Telegraph. 9 ଡିସେମ୍ବର 2005. Retrieved 10 ଡିସେମ୍ବର 2011.
  4. "IAF Anjali Gupta: The woman who rocked the Indian Air Force". rediff NEWS. 8 ଡିସେମ୍ବର 2005. Retrieved 13 ସେପ୍ଟେମ୍ବର 2011.