ଅଜିତ ଅଗରକର
![]() | ||||||||||||||||||||||||||||||||||||||||||||||||||||||||||||||||||
| ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ନାମ | Ajit Bhalchandra Agarkar | |||||||||||||||||||||||||||||||||||||||||||||||||||||||||||||||||
| ଜନ୍ମ | ୪ ଡିସେମ୍ବର ୧୯୭୭ Mumbai, Maharashtra, India | |||||||||||||||||||||||||||||||||||||||||||||||||||||||||||||||||
| ବ୍ୟାଟିଂ ପ୍ରକାର | Right-handed | |||||||||||||||||||||||||||||||||||||||||||||||||||||||||||||||||
| ବୋଲିଂ ପ୍ରକାର | Right-arm fast-medium | |||||||||||||||||||||||||||||||||||||||||||||||||||||||||||||||||
| ଭୂମିକା | Bowler | |||||||||||||||||||||||||||||||||||||||||||||||||||||||||||||||||
| ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
| National side | ||||||||||||||||||||||||||||||||||||||||||||||||||||||||||||||||||
| ପ୍ରଥମ ଟେଷ୍ଟ (cap 216) | 7 October 1998 v Zimbabwe | |||||||||||||||||||||||||||||||||||||||||||||||||||||||||||||||||
| ଶେଷ ଟେଷ୍ଟ | 13 January 2006 v Pakistan | |||||||||||||||||||||||||||||||||||||||||||||||||||||||||||||||||
| ପ୍ରଥମ ଦିନିକିଆ (cap 111) | 1 April 1998 v Australia | |||||||||||||||||||||||||||||||||||||||||||||||||||||||||||||||||
| ଶେଷ ଦିନିକିଆ | 5 September 2007 v England | |||||||||||||||||||||||||||||||||||||||||||||||||||||||||||||||||
| ଦିନିକିଆ ଜାମା ନମ୍ବର | 9 | |||||||||||||||||||||||||||||||||||||||||||||||||||||||||||||||||
| ପ୍ରଥମ ଟି୨୦ (cap 1) | 1 December 2006 v South Africa | |||||||||||||||||||||||||||||||||||||||||||||||||||||||||||||||||
| ଶେଷ ଟି୨୦ | 16 September 2007 v New Zealand | |||||||||||||||||||||||||||||||||||||||||||||||||||||||||||||||||
| ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
| Years | Team | |||||||||||||||||||||||||||||||||||||||||||||||||||||||||||||||||
| 1996–2013 | Mumbai | |||||||||||||||||||||||||||||||||||||||||||||||||||||||||||||||||
| 2008–2010 | Kolkata Knight Riders | |||||||||||||||||||||||||||||||||||||||||||||||||||||||||||||||||
| 2011-2013 | Delhi Daredevils | |||||||||||||||||||||||||||||||||||||||||||||||||||||||||||||||||
| Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: Cricinfo, 28 June 2012 | ||||||||||||||||||||||||||||||||||||||||||||||||||||||||||||||||||
ଅଜିତ ବାଳଚନ୍ଦ୍ର ଅଗରକର ( ଜନ୍ମ 4 ଡିସେମ୍ବର , 1977 ) ଜଣେ ପ୍ରାକ୍ତନ ଭାରତୀୟ କ୍ରିକେଟ ଖେଳାଳୀ । ସେ ଭାରତ ପାଇଁ ଅନ୍ତର୍ଜାତିକ କ୍ରିକେଟ ଖେଳି 200ରୁ ଅଧିକ ୱିକେଟ ନେବାସହ ବ୍ୟାଟିଂରେ ମଧ୍ୟ ଉପଯୋଗୀ ଅବଦାନ ଦେଇଛନ୍ତି । ଆଇପିଏଲରେ ଦିଲ୍ଲୀ ଓ କଲିକତା ପାଇଁ ଖେଳିବା ସହ ରଣଜୀ ଟ୍ରଫିରେ ମୁମ୍ବାଇର ଅଧିନାୟକ ମଧ୍ୟରହିଥିଲେ । ଅଧିନାୟକ ଭାବେ ସେ ମୁମ୍ବାଇ ପାଇଁ ୪୦ ତମ ରଣଜୀ ଟ୍ରଫି ବିଜୟ ଦେଇଥିଲେ । ସେ ୧୯୯୮ରେ ଉଭୟ ଟେଷ୍ଟ ଓ ଏକଦିବସୀୟ ଅନ୍ତର୍ରାଷ୍ଟ୍ରୀୟରେ ଭରତ ପାଇଁ ପଦାର୍ପଣ ମ୍ୟାଚ ଖେଳିଥିଲେ । ଟି୨୦ରେ ସେ ୨୦୦୬ରେ ତାଙ୍କର ପ୍ରଥମ ମ୍ୟାଚ ଖେଳିଥିଲେ । ଏକଦିବସୀୟରେ ସେ ଭାରତର ତୃତୀୟ ସର୍ବାଧିକ ୱିକେଟ ହାସଲକାରୀ । ସେ ୧୯୯୯ ୦ ୨୦୦୭ ବିଶ୍ୱକପରେ ଭାରତ ପାଇଁ ଖେଳିଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ନିଜର ଜେଜେବାପା ଓ ଜେଜେ ମାଙ୍କଦ୍ୱାରା ପାଳିତ ଅଜିତ ଶିବାଜି ପାର୍କ ଅଞ୍ଚଳରେ ରହି ଥିଲେ । ଏଠାରୁ ଅନେକ ଭାରତୀୟ ପ୍ରସିଦ୍ଧ କ୍ରିକେଟ ଖେଳାଳିଙ୍କ ଅଭିରଭାବ ହେଇଥିଲା । ରାମାକାନ୍ତ ଅଚ୍ରେକାର ଟକ୍ର କୋଚ ଥିଲେ । ସେ ପରେ ରୂପାରେଲ କଲେଜରେ ପଢୀଥିଲେ। ସେ ଫାଟିମା ଘାଡିଆଳିଙ୍କୁ ବିଭାହ କରିଥିଲେ ଓ ରଙ୍କର ଏକ ପୁତ୍ର ରାଜ ଅଛି । ବର୍ତ୍ତମାନ ସେ ୱୋର୍ଲି ଅଞ୍ଚଳରେ ବାସ କରନ୍ତି ।[୧]
ବୋଲିଂ ଷ୍ଟାଇଲ
[ସମ୍ପାଦନା]ଉଚ୍ଚତାରେ ଅଧିକ ନ ଥିଲେ ମଧ୍ୟ ସେ ବଳିଷ୍ଠ ଗଠନ ଯୋଗୁ ଖୁବ ଦ୍ରୁତ ଗତିରେ ବୋଲିଂ କରିପାରୁଥିଲେ । ପୁରୁଣା ବଲରେ ମଧ୍ୟ ରିଭର୍ସ ସ୍ୱିଙ୍ଗ ଦେଇପାରିବା ତାଙ୍କ ବିଶେଷତା ଥିଲା ।
ଆଧାର
[ସମ୍ପାଦନା]୧ ଏପ୍ରିଲ ୧୯୯୮ରେ ସେ କୋଚିରେ ଅଷ୍ଟ୍ରେଲିଆ ସହ ଏକଦିବାସୀୟ ଖେଳି ତାଙ୍କର ଅନ୍ତର୍ଜାତିକ କ୍ରିକେଟ ଜୀବନ ଆରମ୍ଭ କରିଥିଲେ । ସେ ତାଙ୍କର ପ୍ରଥମ ମେଚରେ ଆଦାମ ଗିଲଖ୍ରୀଷ୍ଟଙ୍କୁ ଆଉଟ କରିଥିଲେ ।
ବାହାର ଲିଙ୍କ
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2016-03-04. Retrieved 2016-11-05.
{{cite web}}: Cite has empty unknown parameter:|1=(help)
