ଅକ୍ସିମୋରଫୋନ
Clinical data | |
---|---|
Trade names | Numorphan, Numorphone, Opana, others |
Other names | 14-Hydroxydihydromorphinone |
AHFS/Drugs.com | Monograph |
MedlinePlus | a610022 |
License data |
|
Routes of </nowiki> </nowiki>administration |
By mouth, intravenous, subcutaneous, intramuscular |
Drug class | Opioid |
Legal status | |
Legal status |
|
Pharmacokinetic data | |
Bioavailability | by mouth: 10% Buccal: 28% Sublingual: 37.5% Intranasal: 43% IV, IM & IT: 100% |
Protein binding | 10% |
Metabolism | Liver (CYP3A4, glucuronidation) |
Onset of action | By injection: Within 15 min |
Elimination half-life</nowiki> | 7–9 hours
Duration of Action: 6-8 hours Orally, 4-6 hrs Parenteral. |
Duration of action | Immediate release: 5 hrs Extended release: 12 hrs |
Excretion | Urine, feces |
Identifiers | |
IUPAC name
| |
Chemical and physical data | |
Formula | C17H19NO4 |
Molar mass | 301.342 g·mol−1 |
3D model (JSmol) | |
SMILES
| |
InChI
| |
(verify) |
ଅକ୍ସିମୋରଫୋନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଓପାନା, ହେଉଛି ଏକ ଅଫିମ ସମ୍ପର୍କୀୟ ଔଷଧ (ଓପିଓଏଡ୍) ଯାହା ମଧ୍ୟମରୁ ପ୍ରବଳ ଯନ୍ତ୍ରଣାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ପାଟିରେ ଏବଂ ଇଞ୍ଜେକ୍ସନଦ୍ୱାରା ଦିଆଯାଏ ।[୧] ଇଞ୍ଜେକ୍ସନ ଦେବାର ୧୫ ମିନିଟ ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୁଏ ।[୧] ଏହି ଔଷଧର ପ୍ରଭାବ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ଓ ବିସ୍ତାରୋତ-ବିମୋଚନ ବଟିକାର ପ୍ରଭାବ ପ୍ରାୟ ୧୨ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, କୋଷ୍ଠକାଠିନ୍ୟ, ନିଦ୍ରାଳୁ ଭାବ, ଗଲୁ ଏବଂ ଦ୍ୱନ୍ଦ୍ୱ ହୋଇପାରେ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ସ୍ତରର ଶ୍ୱାସକ୍ରିୟା, ଆଡ୍ରେନାଲ୍ ଅଭାବ ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁ ନିର୍ଭରଶୀଳ ହୋଇପାରେ, ପ୍ରସବ ସମୟରେ ଶ୍ୱାସକ୍ରିୟା ସମସ୍ୟା ହୋଇପାରେ ।[୧] ଏହାର ଅପବ୍ୟବହାର ହେବାର ଆଶଙ୍କା ଅଧିକ ।[୧]
୧୯୧୪ ମସିହାରେ ଜର୍ମାନୀରେ ଅକ୍ସିମୋରଫୋନ ତିଆରି କରାଯାଇଥିଲା ।[୩] ଏହା ୧୯୫୫ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୫୯ରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା [୪] ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ ।[୧] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୫ ମିଗ୍ରା ଟାବଲେଟର ମୂଲ୍ୟ ପ୍ରାୟ ୧.୩୫ ଡଲାର ଅଟେ । [୫] ଅବୈଧ ବଜାରରେ ଏହି ପରିମାଣର ବଟିକା ୨୦୧୦ ମସିହାରୁ ପ୍ରାୟ ୭.୫୦ ଡଲାର ଥିଲା ।[୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "OxyMORphone Monograph for Professionals". Drugs.com. Archived from the original on 4 March 2021. Retrieved 10 November 2021.
- ↑ Sloan P (August 2008). "Review of oral oxymorphone in the management of pain". Therapeutics and Clinical Risk Management. 4 (4): 777–87. doi:10.2147/tcrm.s1784. PMC 2621383. PMID 19209260.
{{cite journal}}
: CS1 maint: unflagged free DOI (link) - ↑ Sinatra, Raymond S.; Jahr, Jonathan S.; Watkins-Pitchford, J. Michael (14 October 2010). The Essence of Analgesia and Analgesics (in ଇଂରାଜୀ). Cambridge University Press. p. 123. ISBN 978-1-139-49198-3. Archived from the original on 10 November 2021. Retrieved 10 November 2021.
- ↑ Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 52X. ISBN 9783527607495. Archived from the original on 2021-10-25. Retrieved 2021-10-21.
- ↑ "Oxymorphone Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 March 2016. Retrieved 10 November 2021.
- ↑ Surratt, H.; Kurtz, S.; Cicero, T.; Dart, R.; Baker, G.; Vorsanger, G. (April 2013). "Street prices of prescription opioids diverted to the illicit market: data from a national surveillance program". The Journal of Pain. 14 (4): S40. doi:10.1016/j.jpain.2013.01.455.