ଉଇକିପିଡ଼ିଆ:ଉଇକି ଟୁଙ୍ଗି ଭୁବନେଶ୍ୱର/କାର୍ଯ୍ୟ

ଉଇକିପିଡ଼ିଆ‌ରୁ
ମୁଖ୍ୟ ପୃଷ୍ଠା ଉଇକି କର୍ମଶାଳା/ମେଳଣ/ପର୍ବ ସଦସ୍ୟ ମଣ୍ଡଳୀ ଯୋଗାଯୋଗ ନଥିପତ୍ର/ଶିକ୍ଷଣ ଗ୍ୟାଲେରୀ କାର୍ଯ୍ୟ  

ନଭେମ୍ବର ୨୦୧୮[ସମ୍ପାଦନା]

ସ୍ଥାନ: ଅକ୍ସଫୋର୍ଡ ବୂକ ଷ୍ଟୋର, ପାଲ ହାଇଟସ
ତାରିଖ : ୧୨, ନଭେମ୍ବର
ଉଇକିଆଳି: ୬

ବିବରଣୀ[ସମ୍ପାଦନା]

ଶିତିକଣ୍ଠ ଦାଶଙ୍କ ଦ୍ଵାରା ଆୟୋଜନ କରାଯାଇଥିଲା ।

  • ଉଇକିଅଭିଧାନର ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହେଲା ।
  • ହକି ବିଶ୍ୱକପ ଗଣ ସମ୍ପାଦନା ଆସନ୍ତା ୧୭ ତାରିଖରେ ହେବାର ସ୍ଥିର ହେଲା

ସେପେମ୍ବର ୨୦୧୭[ସମ୍ପାଦନା]

ମାସିକିଆ ମେଳଣ[ସମ୍ପାଦନା]

ସ୍ଥାନ: ସୁବାଷ ଚନ୍ଦ୍ର ରାଉତଙ୍କ ଘରେ
ତାରିଖ : ୨୪ ସେପେମ୍ବର
ଉଇକିଆଳି: ୬

ବିବରଣୀ[ସମ୍ପାଦନା]

  • ଉଇକି ପାଠାଗାର ଜନ୍ମଦିବସ ଓ ଉଇକି କାନଫରେନ୍ସ ଇଣ୍ଡିଆର ଆୟୋଜନ ବିଷୟରେ ଆଲୋଚନା ।
  • ଉଇକିଆଳି ମାନଙ୍କର ପ୍ରକଳ୍ପ ଗୁଡିକ ବିଷୟରେ ମେଟା ପୃଷ୍ଠା ଓ ଆଲୋଚନା ସଭାରେ ଲେଖିବା ପାଇଁ ପ୍ରସ୍ତାବ ।
  • ଓଡିଶା ସରକାରଙ୍କର ଇଣ୍ଟର୍ନେଟରେ ଥିବା ବିବରଣୀ ଓ ସୂଚନା ଗୁଡିକୁ କିପରି କାମରେ ଲଗାଇପାରିବା ସେ ବିଷୟରେ ଆଲୋଚନା ।
  • ଇଂରାଜୀ ଉଇକିପିଡିଆରେ ନୂତନ ସଭ୍ୟ ମାନଙ୍କର ଲେଖାକୁ ନିରୀକ୍ଷଣ ଓ ବୈଧ କରାଯିବା ପାଇଁ ଯେପରି ସୁବିଧା ରଖାଯାଇଛି , ଓଡିଆ ଉଇକିରେ ସେପରି କରିବାକୁ ପ୍ରସ୍ତାବ ।
  • ନୂତନ ସଭ୍ୟ ମାନଙ୍କର ଲେଖାକୁ ଠିକ ରଖିବା ଓ ଲେଖା ଜାରି ରଖିବାକୁ ସହାୟତା କରିବା ।
  • ଲିଭା ଯିବାକୁ ଥିବା ପୃଷ୍ଠା ଗୁଡିକର ତାଲିକା କରି ଓଡିଆ-ମେଲିଂ-ଲିଷ୍ଟ ଦ୍ଵାରା ସମସ୍ତଙ୍କ ପାଖରେ ପହଞ୍ଚାଇବା , ଯାହାଦ୍ୱାରା ହୁଏତ ଅନ୍ୟ ମାନେ ମଧ୍ୟ ଲେଖା ଗୁଡିକୁ ଉନ୍ନତ କରିବାରେ ସାହାଯ୍ୟ କରିପାରିବେ ।
  • ସେଣ୍ଟର ଫର ଇଣ୍ଟର୍ନେଟ ଆଣ୍ଡ ସୋସାଇଟି ତରଫରୁ , ଉଇକି ଟୁଙ୍ଗି ଭୁବନେଶ୍ୱରର ମାସିକ ମେଳଣ ପାଇଁ ୨୦୦୦ ଟଙ୍କାର ଆର୍ଥିକ ସହାୟତା ମାସିକ ଯୋଗାଇଦେବାର ସୂଚନା ।

ମାର୍ଚ୍ଚ ୨୦୧୭[ସମ୍ପାଦନା]

  • ସମ୍ବାଦ ଗଣ ସମ୍ପାଦନା

ଅଗଷ୍ଟ ୨୦୧୬[ସମ୍ପାଦନା]

ମାସିକିଆ ମେଳଣ[ସମ୍ପାଦନା]

ସ୍ଥାନ : ସୁବାଷ ଚନ୍ଦ୍ର ରାଉତଙ୍କ ଘରେ
ତାରିଖ : ୧୫ ଅଗଷ୍ଟ
ଉଇକିଆଳି : ୮

ବିବରଣୀ[ସମ୍ପାଦନା]

  • ଉଇକିଆଳିଙ୍କ ଆଲୋଚନା।
  • ଉତ୍କଳ ବିଶ୍ୱବିଦ୍ୟାଳ‌ୟରେ ଆଗକୁ କାର୍ଯ୍ୟକ୍ରମ।
  • ସ୍ୱାଧିନତା ଦିବସ ଗଣ-ସମ୍ପାଦନା।

ଜୁଲାଇ ୨୦୧୬[ସମ୍ପାଦନା]

ମାସିକିଆ ମେଳଣ[ସମ୍ପାଦନା]

ସ୍ଥାନ : ସୁବାଷ ଚନ୍ଦ୍ର ରାଉତଙ୍କ ଘରେ
ତାରିଖ : ୧୭ ଜୁଲାଇ
ଉଇକିଆଳି : ୬

ବିବରଣୀ[ସମ୍ପାଦନା]

MWTରେ ଶିଖାଯାଇଥିବା ଟେକନିକାଲ ଟୂଲ ବିଷୟରେ କୁହାଗଲା ।
ଉଇକିମାନିଆ ଅଭିଜ୍ଞତା ବଣ୍ଟାଗଲା ।
ଅଧିକ ତଥ୍ୟ ଏଠାରେ । https://etherpad.wikimedia.org/p/WikiTungiBBSR

ଜୁନ ୨୦୧୬[ସମ୍ପାଦନା]

ଓଡ଼ିଆ ଉଇକିପିଡିଆ ଜନ୍ମତିଥି ପାଳନ[ସମ୍ପାଦନା]

ସ୍ଥାନ: ଇମେଜ ଭୁବନେଶ୍ବର
ତାରିଖ : ୪ ଓ ୫ ଜୁନ
ଉଇକିଆଳି: ହାରାହାରି ୩୫ କାର୍ମଶାଳାରେ ଏବଂ ୬୦ ପାଖାପାଖି ଉତ୍ସବରେ

ବିବରଣୀ[ସମ୍ପାଦନା]

ଦୁଇଦିନ କାର୍ମଶାଳା ଓ ଜନ୍ମ ଉତ୍ସବ ପାଳନ । ଅଧିକ ଜାଣନ୍ତୁ ଏଇଠି

ମାସିକିଆ ମେଳଣ[ସମ୍ପାଦନା]

ସ୍ଥାନ : ରାହଗିରି
ତାରିଖ : ୧୨ ଜୁନ
ଉଇକିଆଳି : ୫ ସ୍ଥାନ : ସୁବାଷ ଚନ୍ଦ୍ର ରାଉତଙ୍କ ଘରେ
ତାରିଖ : ୧୭ ଜୁନ
ଉଇକିଆଳି : ୬

ବିବରଣୀ[ସମ୍ପାଦନା]

ଉଇକି ପତ୍ରିକା ସମ୍ବନ୍ଧରେ ଆଲୋଚନା

ମଇ ୨୦୧୬[ସମ୍ପାଦନା]

ଛୋଟ ଆଲୋଚନା[ସମ୍ପାଦନା]

ସ୍ଥାନ: ସୁବାଷ ଚନ୍ଦ୍ର ରାଉତଙ୍କ ଘରେ
ତାରିଖ :
ଉଇକିଆଳି:୩

ବିବରଣୀ[ସମ୍ପାଦନା]

ଶିତିକଣ୍ଠ ଦାଶଙ୍କ ଦ୍ଵାରା ଆୟୋଜନ କରାଯାଇଥିଲା । କିଛି ଟେକନିକାଳ ଆଲୋଚନା ଏବଂ ସୁବାଷ ସରଙ୍କ ଦ୍ଵାରା କିଛି ଶିକ୍ଷଣ ।

ମାସିକିଆ ମେଳଣ[ସମ୍ପାଦନା]

ସ୍ଥାନ: ବକୁଳ ଶିଶୁ ପାଠାଗାର
ତାରିଖ : ୧୫ ମଇ (ଉ.ବି ପିଲାମାନଙ୍କର ପରୀକ୍ଷା ଥିବାରୁ ଗୋଟେ ସପ୍ତାହ ଘୁଞ୍ଚା ଯାଇଥିଲା )
ଉଇକିଆଳି:୮

ବିବରଣୀ[ସମ୍ପାଦନା]

ବକୁଳ ପାଠାଗାରରେ ଆଗକୁ କେମିତି ସବୁ ମାସରେ ମେଳଣ କରିହେବ ସେ ବିଷୟରେ କଥାବାର୍ତ୍ତା । ନୂଆ ଉଇକିଆଳି ମାନଙ୍କୁ ଶିକ୍ଷଣ ।

ଅପ୍ରେଲ ୨୦୧୬[ସମ୍ପାଦନା]

ମାସିକିଆ ମେଳଣ[ସମ୍ପାଦନା]

ସ୍ଥାନ: ଇନ୍ଦିରାଗାନ୍ଧୀ ପାର୍କ
ତାରିଖ : ଅପ୍ରେଲ ୧୦
ଉଇକିଆଳି:୧୦

ବିବରଣୀ[ସମ୍ପାଦନା]

ଉତ୍କଳ ଉଇକିଆଳିମାନଙ୍କୁ ସାମିଲ କରାଗଲା । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ।

ମାର୍ଚ୍ଚ ୨୦୧୬[ସମ୍ପାଦନା]

ମାସିକିଆ ମେଳଣ[ସମ୍ପାଦନା]

ସ୍ଥାନ: ସୁବାଷ ଚନ୍ଦ୍ର ରାଉତଙ୍କ ଘରେ
ତାରିଖ : ୧୩ ମାର୍ଚ୍ଚ
ଉଇକିଆଳି: ୫

ବିବରଣୀ[ସମ୍ପାଦନା]

ପୁରୁଣା ମାସ ଲକ୍ଷ ବିଷୟରେ ଆଲୋଚନା । କିଛି ଟେକ୍ନିକାଲ କଥା ଆଲୋଚନା ।ନୂଆ କଣ କରିହେବ ସେ ବିଷୟରେ ଆଲୋଚନା ।

ଫେବୃଆରୀ ୨୦୧୬[ସମ୍ପାଦନା]

ମାସିକିଆ ମେଳଣ[ସମ୍ପାଦନା]

ସ୍ଥାନ: ସୁବାଷ ଚନ୍ଦ୍ର ରାଉତଙ୍କ ଘରେ
ତାରିଖ : ୧୪ ଫେବୃଆରୀ
ଉଇକିଆଳି: ୪

ବିବରଣୀ[ସମ୍ପାଦନା]

ପ୍ରଥମ ମେଳଣ ଥିଲା । ଆଗକୁ କେମିତି ଏହି ମେଳଣ ସକ୍ରିୟ ଭାବେ ଚାଲିବ ସେ ବିଷୟରେ ଆଲୋଚନା । ଆସନ୍ତା ମାସ ପାଇଁ ସମ୍ପାଦନା ଲକ୍ଷ ଦିଆଗଲା ।