ତପନ ମିଶ୍ର

ଉଇକିପିଡ଼ିଆ‌ରୁ
ତପନ ମିଶ୍ର
ତପନ ମିଶ୍ର
ଜନ୍ମ
ତପନ ମିଶ୍ର

୧୯୬୧
ଜାତୀୟତା ଭାରତୀୟ
ଶିକ୍ଷାଯାଦବପୁର ମହାବିଦ୍ୟାଳୟ, କଲିକତା
ପ୍ରସିଦ୍ଧିବୈଜ୍ଞାନିକ
ପୁରସ୍କାରବିକ୍ରମ ସରାଭାଇ ଗବେଷଣା ସମ୍ମାନ- ୨୦୦୪

ତପନ ମିଶ୍ର, ଭାରତର ଜଣେ ଜଣାଶୁଣା ବୈଜ୍ଞାନିକ ଅଟନ୍ତି । ଅଧୁନା ସେ ଅହମଦାବାଦସ୍ଥିତ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନର ଉପଯୋଗ କେନ୍ଦ୍ରର (SAC) ନିର୍ଦ୍ଦେଶକ ଅଟନ୍ତି ।[୧]

ଜୀବନୀ[ସମ୍ପାଦନା]

ତପନ ମିଶ୍ର ୧୯୬୧ ମସିହାରେ ରାୟଗଡ଼ା ଜିଲ୍ଲାର ରାୟଗଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୮୪ରେ ଜେ.ସି.ବୋଷ ଜାତୀୟ ମେଧା ଅନ୍ୱେଷଣ ଛାତ୍ର ବୃତ୍ତି ଲାଭ କରି କଲିକତାସ୍ଥିତ ଯାଦବପୁର ମହାବିଦ୍ୟାଳୟରୁ ଇଲେକ୍ଟ୍ରୋନିକ୍‌ସ ଏବଂ ଟେଲିକମୁନିକେସନ୍‌ ପାଠ୍ୟକ୍ରମରେ ସ୍ନାତକ ଶିକ୍ଷା ସମାପ୍ତ କରିଥିଲେ ।[୨][୩][୪]

କର୍ମ ଜୀବନ[ସମ୍ପାଦନା]

ସେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନର ଉପଯୋଗ କେନ୍ଦ୍ର (SAR)ରେ ଜଣେ ଡିଜିଟାଲ୍ ହାର୍ଡ଼ୱେର ଇଞ୍ଜିନିୟର ଭାବେ ତାଙ୍କ କର୍ମମୟ ଜୀବନ ଆରମ୍ଭ କରିଥିବା ଡଃ ମିଶ୍ର ପରବର୍ତ୍ତୀ ସମୟରେ ସିନ୍ଥେଟିକ୍ ଆପେର୍‌ଚର୍ ରାଡାର୍ (SAR) ଜ୍ଞାନକୌଶଳ ଉଦ୍ଭାବନକାରୀ ଦଳର ମୁଖ୍ୟ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ ।[୫]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ବିକ୍ରମ ସରାଭାଇ ଗବେଷଣା ସମ୍ମାନ- ୨୦୦୪
  • ଇସ୍ରୋ ମେଧା ସମ୍ମାନ (ISRO Merit Award)-2008
  • ଭାରତୀୟ ଜାତୀୟ ଇଞ୍ଜିନିୟରିଂ ଅକାଦମୀର (en:Indian National Academy of Engineering) ଫେଲୋସିପ୍ -୨୦୦୭
  • ଆନ୍ତର୍ଜାତିକ ଆଷ୍ଟ୍ରୋନଟିକସ୍ ଅକାଦମୀର (en:International Academy of Astronautics) ପତ୍ରକାରିତା ସଦସ୍ୟ -୨୦୦୮
  • ରୁଚି ଭାରତ ଗୌରବ ସମ୍ମାନ ( “Ruchi Bharat Gaurav Award-2015” )-୨୦୧୫[୬]

ଏତଦ୍‌ବ୍ୟତୀତ ସେ ଏକାଧିକ ବୌଦ୍ଧିକ ସମ୍ପତ୍ତିର ପେଟେଣ୍ଟ୍ ଅଧିକାର ଲାଭ କରିଛନ୍ତି ।

ଆଧାର[ସମ୍ପାଦନା]

  1. "Tapan Misra Takes Over as Director of Space Applications Centre, Ahmedabad". Archived from the original on 6 October 2015. Retrieved 22 November 2015.
  2. "Tapan Misra is new head of ISRO application centre : News, News". India Today. 21 February 2015. Retrieved 22 November 2015.[permanent dead link]
  3. "Tapan Misra takes over as ISRO's Space Applications Centre director". The Hindu Business Line (in କିନ୍ୟାରୱାଣ୍ଡା). 20 February 2015. Retrieved 22 November 2015.
  4. "Tapan Misra to head Isro's Space Applications Centre". TOI. 21 February 2015. Retrieved 22 November 2015.
  5. "Tapan Misra takes over as ISRO's Space Applications Centre director". The Hindu. 2 February 2015. Retrieved 23 November 2015.
  6. "TAPAN MISRA" (PDF). Archived from the original (PDF) on 7 August 2015. Retrieved 22 November 2015.