ରିସୋଦ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Risod
रिसोड
city
ଦେଶ India
ରାଜ୍ୟMaharashtra
ଜିଲ୍ଲାWashim
Elevation
542 m (1,778 ft)
Population
 (2001)
 • Total୨୭,୫୧୯
ଭାଷା
 • ସରକାରୀMarathi
Time zoneUTC+5:30 (IST)

ରିସୋଦ ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ୱଶିମ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ରିସୋଦ ୧୯.୯୭୫୫ ଉତ୍ତର ଅକ୍ଷାଂଶ ଓ ୭୬.୭୮୮୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୭୭୧ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରିସୋଦ ସହରର ମୋଟ ଜନସଂଖ୍ୟା ୨୭୫୧୯ ଅଟେ ।[୨] ସେଥି ମଧ୍ୟରୁ ୫୧.୮୭% ଜଣ ପରୁଷ ହୋଇଥିବା ବେଳେ ୪୮.୧୩% ଜଣ ନାରୀ ଅଟନ୍ତି । ରିସୋଦର ସାକ୍ଷରତା ହାର ୬୭.୮୩% ଅଟେ । ଏହା ଜାତୀୟ ହାରଠାରୁ ୨.୯୯% ପ୍ରତିଶତ କମ ଅଟେ । ସେଥିରୁ ୩୯.୨୫% ପ୍ରତିଶତ ପୁରୁଷ ଓ ୨୮.୫୮% ନାରୀ ଅଟନ୍ତି । ୧୫.୧୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ମରାଠୀ ରିସୋଦର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]