ଥାନା ‌‌ଭବନ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Thana Bhawan
Town
ଦେଶ India
ରାଜ୍ୟUttar Pradesh
ଜିଲ୍ଲାShamli
Government
 • TypeDemocratic
 • BodyBhartiya Janta Party
Population
 (2011)[୧]
 • Total୩୬,୬୬୯
ଭାଷା
 • ସରକାରୀHindi,Urdu
Time zoneUTC+5:30 (IST)

ଥାନା ‌‌ଭବନ ଏକ ଭାରତୀୟ ନଗର ପଞ୍ଚାୟତ (Nagar Panchayat) ଅଟେ । ଏହା ଉତ୍ତର ପ୍ରଦେଶର ମୁଜଫଅର୍‌‌ନଗର ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଥାନା ‌‌ଭବନ ୨୯.୫୮୬୫ ଉତ୍ତର ଅକ୍ଷାଂଶ ଓ ୭୭.୪୧୭୧ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଥାନା ‌‌ଭବନ ସହରର ମୋଟ ଜନସଂଖ୍ୟା ୩୧୧୮୩ ଅଟେ ।[୩] ସେଥି ମଧ୍ୟରୁ ୫୩.୦୧% ଜଣ ପରୁଷ ହୋଇଥିବା ବେଳେ ୪୬.୯୯% ଜଣ ନାରୀ ଅଟନ୍ତି । ଥାନା ‌‌ଭବନର ସାକ୍ଷରତା ହାର ୪୬.୯୧% ଅଟେ । ଏହା ଜାତୀୟ ହାରଠାରୁ ୧୭.୯୩% ପ୍ରତିଶତ କମ ଅଟେ । ସେଥିରୁ ୨୮.୭୦% ପ୍ରତିଶତ ପୁରୁଷ ଓ ୧୮.୨୧% ନାରୀ ଅଟନ୍ତି । ୧୭.୫୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ହିନ୍ଦୀ ଥାନା ‌‌ଭବନର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://www.censusindia.gov.in/pca/SearchDetails.aspx?Id=121833
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]