ରାସ୍ରା
ଦେଖଣା
Rasra | |
---|---|
city | |
ଦେଶ | India |
ରାଜ୍ୟ | Uttar Pradesh |
ଜିଲ୍ଲା | Ballia |
Elevation | 55 m (180 ft) |
Population (2001) | |
• Total | ୨୯,୨୬୩ |
ଭାଷା | |
• ସରକାରୀ | Hindi |
Time zone | UTC+5:30 (IST) |
PIN | 221712 |
ରାସ୍ରା ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତର ପ୍ରଦେଶର ବଲ୍ଲିଅ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ରାସ୍ରା ୨୫.୮୫୬୯ ଉତ୍ତର ଅକ୍ଷାଂଶ ଓ ୮୩.୮୫୪୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୮୩ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ରାସ୍ରା ସହରର ମୋଟ ଜନସଂଖ୍ୟା ୨୯୨୬୩ ଅଟେ ।[୨] ସେଥି ମଧ୍ୟରୁ ୫୨.୩୪% ଜଣ ପରୁଷ ହୋଇଥିବା ବେଳେ ୪୭.୬୬% ଜଣ ନାରୀ ଅଟନ୍ତି । ରାସ୍ରାର ସାକ୍ଷରତା ହାର ୬୩.୬୧% ଅଟେ । ଏହା ଜାତୀୟ ହାରଠାରୁ ୧.୨୩% ପ୍ରତିଶତ କମ ଅଟେ । ସେଥିରୁ ୩୬.୧୭% ପ୍ରତିଶତ ପୁରୁଷ ଓ ୨୭.୪୪% ନାରୀ ଅଟନ୍ତି । ୧୬.୬୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ରାସ୍ରାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.