ସାତ୍ତେନାପଲ୍ଲି
ଦେଖଣା
Sattenapalle
సత్తెనపల్లి | |
---|---|
ଦେଶ | India |
ରାଜ୍ୟ | Andhra Pradesh |
ଜିଲ୍ଲା | Guntur |
Area | |
• ସମୁଦାୟ | 21.88 km2 (8.45 sq mi) |
Elevation | 71 m (233 ft) |
Population (2011)[୨] | |
• Total | ୫୬,୭୨୧ |
• Density | 2,600/km2 (6,700/sq mi) |
ଭାଷା | |
• ସରକାରୀ | Telugu |
Time zone | UTC+5:30 (IST) |
Website | Sattenapalle municipality |
ସାତ୍ତେନାପଲ୍ଲି ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଗୁନ୍ତୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ସାତ୍ତେନାପଲ୍ଲି ୧୬.୩୯୩୯ ଉତ୍ତର ଅକ୍ଷାଂଶ ଓ ୮୦.୧୫୧୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୩୨ ଫୁଟ ଉଚ୍ଚତାରେ ରହିଛି ।[୩]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାତ୍ତେନାପଲ୍ଲି ସହରର ମୋଟ ଜନସଂଖ୍ୟା ୫୧୩୫୦ ଅଟେ ।[୪] ସେଥି ମଧ୍ୟରୁ ୪୯.୮୯% ଜଣ ପରୁଷ ହୋଇଥିବା ବେଳେ ୫୦.୧୧% ଜଣ ନାରୀ ଅଟନ୍ତି । ସାତ୍ତେନାପଲ୍ଲିର ସାକ୍ଷରତା ହାର ୬୦.୩୨% ଅଟେ । ଏହା ଜାତୀୟ ହାରଠାରୁ ୪.୫୨% ପ୍ରତିଶତ କମ ଅଟେ । ସେଥିରୁ ୩୪.୧୭% ପ୍ରତିଶତ ପୁରୁଷ ଓ ୨୬.୧୫% ନାରୀ ଅଟନ୍ତି । ୧୨.୧୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]
ଭାଷା
[ସମ୍ପାଦନା]ତେଲୁଗୁ ସାତ୍ତେନାପଲ୍ଲିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Basic Information of Municipality". Commissioner & Director of Municipal Administration. Municipal Administration & Urban Development Department, Govt. of Andhra Pradesh. Retrieved 19 November 2014.
- ↑ "Census 2011". The Registrar General & Census Commissioner, India. Retrieved 26 July 2014.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୪.୦ ୪.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.