ସାତ୍ତେନାପଲ୍ଲି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Sattenapalle
సత్తెనపల్లి
ଦେଶIndia
ରାଜ୍ୟAndhra Pradesh
ଜିଲ୍ଲାGuntur
Area
 • ସମୁଦାୟ21.88 km2 (8.45 sq mi)
Elevation
71 m (233 ft)
Population
 (2011)[୨]
 • Total୫୬,୭୨୧
 • Density2,600/km2 (6,700/sq mi)
ଭାଷା
 • ସରକାରୀTelugu
Time zoneUTC+5:30 (IST)
WebsiteSattenapalle municipality

ସାତ୍ତେନାପଲ୍ଲି ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଗୁନ୍ତୁର୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ସାତ୍ତେନାପଲ୍ଲି ୧୬.୩୯୩୯ ଉତ୍ତର ଅକ୍ଷାଂଶ ଓ ୮୦.୧୫୧୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୩୨ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାତ୍ତେନାପଲ୍ଲି ସହରର ମୋଟ ଜନସଂଖ୍ୟା ୫୧୩୫୦ ଅଟେ ।[୪] ସେଥି ମଧ୍ୟରୁ ୪୯.୮୯% ଜଣ ପରୁଷ ହୋଇଥିବା ବେଳେ ୫୦.୧୧% ଜଣ ନାରୀ ଅଟନ୍ତି । ସାତ୍ତେନାପଲ୍ଲିର ସାକ୍ଷରତା ହାର ୬୦.୩୨% ଅଟେ । ଏହା ଜାତୀୟ ହାରଠାରୁ ୪.୫୨% ପ୍ରତିଶତ କମ ଅଟେ । ସେଥିରୁ ୩୪.୧୭% ପ୍ରତିଶତ ପୁରୁଷ ଓ ୨୬.୧୫% ନାରୀ ଅଟନ୍ତି । ୧୨.୧୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା[ସମ୍ପାଦନା]

ତେଲୁଗୁ ସାତ୍ତେନାପଲ୍ଲିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Basic Information of Municipality". Commissioner & Director of Municipal Administration. Municipal Administration & Urban Development Department, Govt. of Andhra Pradesh. Retrieved 19 November 2014.
  2. "Census 2011". The Registrar General & Census Commissioner, India. Retrieved 26 July 2014.
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]