ଶାମଳି

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Shamli
Shyamli
شاملی , ਸ਼ਾਮਲੀ
City
Country India
StateUttar Pradesh
DistrictShamli
Government
 • BodyMunicipality
Elevation
248 m (814 ft)
Population
 (2011)
 • Total୧,୦୭,୨୩୩
Languages
 • OfficialHindi, Urdu
 • Other/sPunjabi
Time zoneUTC+5:30 (IST)
PIN
247776
Telephone code01398
ଯାନବାହାନ ପଞ୍ଚୀକରଣUP 19
Sex ratio1000:928 /
Websitewww.shamli.nic.in


ଶାମଳି ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ମୁଜffଅର୍‌‌ନଗର ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଶାମଳି ୨୯.୪୪୯୩ ଉତ୍ତର ଅକ୍ଷାଂଶ ଓ ୭୭.୩୧୨୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶାମଳି ସହରର ମୋଟ ଜନସଂଖ୍ୟା ୮୯୮୬୧ ଅଟେ ।[୨] ସେଥି ମଧ୍ୟରୁ ୫୩.୫୬% ଜଣ ପରୁଷ ହୋଇଥିବା ବେଳେ ୪୬.୪୪% ଜଣ ନାରୀ ଅଟନ୍ତି । ଶାମଳିର ସାକ୍ଷରତା ହାର ୬୪.୧୬% ଅଟେ । ଏହା ଜାତୀୟ ହାରଠାରୁ ୦.୬୮% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୭.୫୨% ପ୍ରତିଶତ ପୁରୁଷ ଓ ୨୬.୬୪% ନାରୀ ଅଟନ୍ତି । ୧୪.୭୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ଶାମଳିର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]