Jump to content

ସାଣ୍ଡିଲା

ଉଇକିପିଡ଼ିଆ‌ରୁ
Sandila
city
ଦେଶ India
ରାଜ୍ୟUttar Pradesh
ଜିଲ୍ଲାHardoi
Elevation
142 m (466 ft)
Population
 (2001)
 • Total୪୮,୮୩୧
ଭାଷା
 • ସରକାରୀHindi
Time zoneUTC+5:30 (IST)

ସାଣ୍ଡିଲା ଏକ ଭାରତୀୟ ପୌର ବୋର୍ଡ଼ ଅଟେ । ଏହା ଉତ୍ତର ପ୍ରଦେଶର ହର୍ଦୋଇ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

[ସମ୍ପାଦନା]

ସାଣ୍ଡିଲା ୨୭.୦୭୦୪ ଉତ୍ତର ଅକ୍ଷାଂଶ ଓ ୮୦.୫୧୪୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[]

ଜନସଂଖ୍ୟା ଓ ସାକ୍ଷରତା

[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାଣ୍ଡିଲା ସହରର ମୋଟ ଜନସଂଖ୍ୟା ୪୮୮୩୧ ଅଟେ ।[] ସେଥି ମଧ୍ୟରୁ ୫୨.୪୪% ଜଣ ପରୁଷ ହୋଇଥିବା ବେଳେ ୪୭.୫୬% ଜଣ ନାରୀ ଅଟନ୍ତି । ସାଣ୍ଡିଲାର ସାକ୍ଷରତା ହାର ୪୯.୬୬% ଅଟେ । ଏହା ଜାତୀୟ ହାରଠାରୁ ୧୫.୧୮% ପ୍ରତିଶତ କମ ଅଟେ । ସେଥିରୁ ୨୯.୨୪% ପ୍ରତିଶତ ପୁରୁଷ ଓ ୨୦.୪୩% ନାରୀ ଅଟନ୍ତି । ୧୫.୯୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

ହିନ୍ଦୀ ସାଣ୍ଡିଲାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

[ସମ୍ପାଦନା]
  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

[ସମ୍ପାଦନା]