ସାଗୱାରା
ଦେଖଣା
Sagwara | |
---|---|
city | |
ଦେଶ | India |
ରାଜ୍ୟ | Rajasthan |
ଜିଲ୍ଲା | Dungarpur |
subdivision | Sagwara,subdistrict |
Government | |
• Body | SUB DIVISIONAL MAGISTRATE |
• Rank | 1 |
Elevation | 244 m (801 ft) |
Population (2015) | |
• Total | ୩୦,୦୦୦ |
ଭାଷା | |
• ସରକାରୀ | Hindi,Gujarati,wagdi |
Time zone | UTC+5:30 (IST) |
Website | http://sagwara.webs.com/ |
ସାଗୱାରା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ଦୁଙ୍ଗର୍ପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ସାଗୱାରା ୨୩.୬୭୩୭ ଉତ୍ତର ଅକ୍ଷାଂଶ ଓ ୭୪.୦୨୩୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାଗୱାରା ସହରର ମୋଟ ଜନସଂଖ୍ୟା ୩୦୯୯୩ ଅଟେ ।[୨] ସେଥି ମଧ୍ୟରୁ ୪୯.୨୯% ଜଣ ପରୁଷ ହୋଇଥିବା ବେଳେ ୫୦.୭୧% ଜଣ ନାରୀ ଅଟନ୍ତି । ସାଗୱାରାର ସାକ୍ଷରତା ହାର ୫୮.୬୩% ଅଟେ । ଏହା ଜାତୀୟ ହାରଠାରୁ ୬.୨୧% ପ୍ରତିଶତ କମ ଅଟେ । ସେଥିରୁ ୩୩.୩୩% ପ୍ରତିଶତ ପୁରୁଷ ଓ ୨୫.୩୧% ନାରୀ ଅଟନ୍ତି । ୧୬.୪୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ସାଗୱାରାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.