ସୁଜାନପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Sujanpur
city
ଦେଶ India
ରାଜ୍ୟPunjab
ଜିଲ୍ଲାPathankot
Population
 (2011)
 • Total୪୦,୭୪୩
ଭାଷା
 • ସରକାରୀPunjabi
Time zoneUTC+5:30 (IST)
PIN
145023
ଯାନବାହାନ ପଞ୍ଚୀକରଣPB-35

ସୁଜାନପୁର ଏକ ଭାରତୀୟ ପୌରପାଳିକା ଅଟେ । ଏହା ପଞ୍ଜାବର ଗୁର୍ଦସ୍ପୁର୍ ଜିଲ୍ଲାରେ ଅବସ୍ଥିତ ।

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସୁଜାନପୁର ସହରର ମୋଟ ଜନସଂଖ୍ୟା ୨୧୭୪୩ ଅଟେ ।[୧] ସେଥି ମଧ୍ୟରୁ ୫୨.୧୮% ଜଣ ପରୁଷ ହୋଇଥିବା ବେଳେ ୪୭.୮୨% ଜଣ ନାରୀ ଅଟନ୍ତି । ସୁଜାନପୁରର ସାକ୍ଷରତା ହାର ୭୦.୯୩% ଅଟେ । ଏହା ଜାତୀୟ ହାରଠାରୁ ୬.୦୯% ପ୍ରତିଶତ କମ ଅଟେ । ସେଥିରୁ ୩୯.୨୭% ପ୍ରତିଶତ ପୁରୁଷ ଓ ୩୧.୬୬% ନାରୀ ଅଟନ୍ତି । ୧୧.୮୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]

ଭାଷା[ସମ୍ପାଦନା]

ପଞ୍ଜାବୀ ସୁଜାନପୁରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]