ସିର୍ସାଗଞ୍ଜ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Agra
सिरसागंज
town
ଦେଶ India
ରାଜ୍ୟUttar Pradesh
ଜିଲ୍ଲାFirozabad
Elevation
162 m (531 ft)
Population
 (2011)
 • Total୨୮,୨୧୨(୧୪,୯୨୬ males ୧୩,୨୮୬ females)[୧]
Hindi
 • ସରକାରୀHindi
Time zoneUTC+5:30 (IST)
PIN
283151 registration_plate =

ସିର୍ସାଗଞ୍ଜ ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର fଇରୋଜବଦ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ସିର୍ସାଗଞ୍ଜ ୨୭.୦୫୭୪ ଉତ୍ତର ଅକ୍ଷାଂଶ ଓ ୭୮.୬୮୬୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିର୍ସାଗଞ୍ଜ ସହରର ମୋଟ ଜନସଂଖ୍ୟା ୨୬୫୨୪ ଅଟେ ।[୩] ସେଥି ମଧ୍ୟରୁ ୫୨.୮୩% ଜଣ ପରୁଷ ହୋଇଥିବା ବେଳେ ୪୭.୧୭% ଜଣ ନାରୀ ଅଟନ୍ତି । ସିର୍ସାଗଞ୍ଜର ସାକ୍ଷରତା ହାର ୬୭.୩୮% ଅଟେ । ଏହା ଜାତୀୟ ହାରଠାରୁ ୨.୫୪% ପ୍ରତିଶତ କମ ଅଟେ । ସେଥିରୁ ୩୭.୯୮% ପ୍ରତିଶତ ପୁରୁଷ ଓ ୨୯.୪୦% ନାରୀ ଅଟନ୍ତି । ୧୫.୬୦% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ହିନ୍ଦୀ ସିର୍ସାଗଞ୍ଜର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. http://censusindia.gov.in/PopulationFinder/View_Village_Population.aspx?pcaid=5615&category=U.A.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]