ପେଦାନା
ଦେଖଣା
Pedana
పెడన | |
---|---|
ଦେଶ | India |
ରାଜ୍ୟ | Andhra Pradesh |
District | Krishna |
Mandal | Pedana |
Government | |
• Type | Municipal council |
• Chairman | Y Seshagiri Rao (Telugu Desam Party) |
Area | |
• ସମୁଦାୟ | 20.72 km2 (8�00 sq mi) |
Elevation | 0 m (0 ft) |
Population (2011)[୩] | |
• Total | ୩୦,୭୨୧ |
• Density | 1,500/km2 (3,800/sq mi) |
Time zone | UTC+5:30 (IST) |
PIN | 521366 |
ଯାନବାହାନ ପଞ୍ଚୀକରଣ | AP–16 |
ପେଦାନା ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ଆନ୍ଧ୍ର ପ୍ରଦେଶର କ୍ରିଶ୍ନ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ପେଦାନା ୧୬.୨୫୫୮ ଉତ୍ତର ଅକ୍ଷାଂଶ ଓ ୮୧.୧୪୩୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩ ଫୁଟ ଉଚ୍ଚତାରେ ରହିଛି ।[୪]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପେଦାନା ସହରର ମୋଟ ଜନସଂଖ୍ୟା ୨୯୫୩୫ ଅଟେ ।[୫] ସେଥି ମଧ୍ୟରୁ ୫୦.୦୨% ଜଣ ପରୁଷ ହୋଇଥିବା ବେଳେ ୪୯.୯୮% ଜଣ ନାରୀ ଅଟନ୍ତି । ପେଦାନାର ସାକ୍ଷରତା ହାର ୫୯.୮୯% ଅଟେ । ଏହା ଜାତୀୟ ହାରଠାରୁ ୪.୯୫% ପ୍ରତିଶତ କମ ଅଟେ । ସେଥିରୁ ୩୩.୦୦% ପ୍ରତିଶତ ପୁରୁଷ ଓ ୨୬.୮୯% ନାରୀ ଅଟନ୍ତି । ୧୧.୯୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୫]
ଭାଷା
[ସମ୍ପାଦନା]ତେଲୁଗୁ ପେଦାନାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "YSR Congress Claims Three Civic Chief Posts in Krishna". The New Indian Express. Machilipatnam. 4 July 2014. Archived from the original on 22 July 2015. Retrieved 17 July 2015.
- ↑ "Andhra Pradesh Municipal Development Project" (PDF). Municipal Development Project. Government of Andhra Pradesh. p. 19. Retrieved 17 June 2015.
- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୫.୦ ୫.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.