ପେଦାନା

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Pedana
పెడన
ଦେଶIndia
ରାଜ୍ୟAndhra Pradesh
DistrictKrishna
MandalPedana
Government
 • TypeMunicipal council
 • ChairmanY Seshagiri Rao (Telugu Desam Party)
Area
 • ସମୁଦାୟ20.72 km2 (8�00 sq mi)
Elevation
0 m (0 ft)
Population
 (2011)[୩]
 • Total୩୦,୭୨୧
 • Density1,500/km2 (3,800/sq mi)
Time zoneUTC+5:30 (IST)
PIN
521366
ଯାନବାହାନ ପଞ୍ଚୀକରଣAP–16

ପେଦାନା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର କ୍ରିଶ୍ନ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ପେଦାନା ୧୬.୨୫୫୮ ଉତ୍ତର ଅକ୍ଷାଂଶ ଓ ୮୧.୧୪୩୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୩ ଫୁଟ ଉଚ୍ଚତାରେ ରହିଛି ।[୪]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପେଦାନା ସହରର ମୋଟ ଜନସଂଖ୍ୟା ୨୯୫୩୫ ଅଟେ ।[୫] ସେଥି ମଧ୍ୟରୁ ୫୦.୦୨% ଜଣ ପରୁଷ ହୋଇଥିବା ବେଳେ ୪୯.୯୮% ଜଣ ନାରୀ ଅଟନ୍ତି । ପେଦାନାର ସାକ୍ଷରତା ହାର ୫୯.୮୯% ଅଟେ । ଏହା ଜାତୀୟ ହାରଠାରୁ ୪.୯୫% ପ୍ରତିଶତ କମ ଅଟେ । ସେଥିରୁ ୩୩.୦୦% ପ୍ରତିଶତ ପୁରୁଷ ଓ ୨୬.୮୯% ନାରୀ ଅଟନ୍ତି । ୧୧.୯୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୫]

ଭାଷା[ସମ୍ପାଦନା]

ତେଲୁଗୁ ପେଦାନାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "YSR Congress Claims Three Civic Chief Posts in Krishna". The New Indian Express. Machilipatnam. 4 July 2014. Archived from the original on 22 July 2015. Retrieved 17 July 2015.
  2. "Andhra Pradesh Municipal Development Project" (PDF). Municipal Development Project. Government of Andhra Pradesh. p. 19. Retrieved 17 June 2015.
  3. "Census of India Search details". censusindia.gov.in. Retrieved 10 May 2015.
  4. "Directory of Cities, Towns, and Regions in India". Retrieved 27 September 2015.
  5. ୫.୦ ୫.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]