ପୋଲୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Polur
ଦେଶ India
ରାଜ୍ୟତାମିଲନାଡୁ
ଜିଲ୍ଲାତିରୁବନମଲଇ
Elevation
830[୧] m (Bad rounding hereFormatting error: invalid input when rounding ft)
Population
 (2001)[୧]
 • Total୨୫,୪୯୨
ଭାଷା
 • ସରକାରୀତାମିଲ
Time zoneUTC+5:30 (IST)

ପୋଲୁର ଏକ ଭାରତୀୟ ସହର ପଞ୍ଚାୟତ (Town Panchayat) ଅଟେ । ଏହା ତାମିଲନାଡୁର ତିରୁବନମଲଇ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ପୋଲୁର ୧୨.୫୧୧୪ ଉତ୍ତର ଅକ୍ଷାଂଶ ଓ ୭୯.୧୨୩୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ପୋଲୁର ସହରର ମୋଟ ଜନସଂଖ୍ୟା ୨୫୪୯୨ ଅଟେ ।[୨] ସେଥି ମଧ୍ୟରୁ ୪୯.୩୮% ଜଣ ପରୁଷ ହୋଇଥିବା ବେଳେ ୫୦.୬୨% ଜଣ ନାରୀ ଅଟନ୍ତି । ପୋଲୁରର ସାକ୍ଷରତା ହାର ୭୨.୧୩% ଅଟେ । ଏହା ଜାତୀୟ ହାରଠାରୁ ୭.୨୯% ପ୍ରତିଶତ କମ ଅଟେ । ସେଥିରୁ ୩୮.୯୮% ପ୍ରତିଶତ ପୁରୁଷ ଓ ୩୩.୧୫% ନାରୀ ଅଟନ୍ତି । ୧୧.୦୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ତାମିଲ ପୋଲୁରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]