ମାଦାନାପାଲ୍ଲେ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Madanapalle
మదనపల్లె
Madanapalle city view
Madanapalle city view
CountryIndia
StateAndhra Pradesh
DistrictChittoor
Area
 • ସମୁଦାୟ14.20 km2 (5.48 sq mi)
Elevation
695 m (2,280 ft)
Population
 (2011)[୨]
 • Total୧,୩୫,୬୬୯
 • Density9,600/km2 (25,000/sq mi)
Languages
 • OfficialTelugu
Time zoneUTC+5:30 (IST)
PIN
517 325
Telephone code+91–8571
ଯାନବାହାନ ପଞ୍ଚୀକରଣAP–03
WebsiteMadanapalle Municipality


ମାଦାନାପାଲ୍ଲେ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଚିତ୍ତୋଓର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ମାଦାନାପାଲ୍ଲେ ୧୩.୫୫୦୩ ଉତ୍ତର ଅକ୍ଷାଂଶ ଓ ୭୮.୫୦୨୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୫୦୯ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମାଦାନାପାଲ୍ଲେ ସହରର ମୋଟ ଜନସଂଖ୍ୟା ୯୭୯୬୪ ଅଟେ ।[୪] ସେଥି ମଧ୍ୟରୁ ୫୦.୭୨% ଜଣ ପରୁଷ ହୋଇଥିବା ବେଳେ ୪୯.୨୮% ଜଣ ନାରୀ ଅଟନ୍ତି । ମାଦାନାପାଲ୍ଲେର ସାକ୍ଷରତା ହାର ୬୮.୧୯% ଅଟେ । ଏହା ଜାତୀୟ ହାରଠାରୁ -୩.୩୫% ପ୍ରତିଶତ କମ ଅଟେ । ସେଥିରୁ ୩୮.୦୨% ପ୍ରତିଶତ ପୁରୁଷ ଓ ୩୦.୧୭% ନାରୀ ଅଟନ୍ତି । ୧୧.୮୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା[ସମ୍ପାଦନା]

ତେଲୁଗୁ ମାଦାନାପାଲ୍ଲେର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Basic Information of Municipality". Commissioner & Director of Municipal Administration. Municipal Administration & Urban Development Department, Govt. of Andhra Pradesh. Retrieved 19 November 2014.
  2. "Cities having population 1 lakh and above" (PDF). The Registrar General & Census Commissioner, India. Retrieved 26 July 2014.
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]