ମଞ୍ଜଲେଗାଓଁ
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Manjlegaon | |
---|---|
city | |
ଦେଶ | India |
ରାଜ୍ୟ | Maharashtra |
ଜିଲ୍ଲା | Beed |
Elevation | 413 m (1,355 ft) |
Population (2001) | |
• Total | ୪୩,୯୬୯ |
ଭାଷା | |
• ସରକାରୀ | Marathi |
Time zone | UTC+5:30 (IST) |
PIN |
ମଞ୍ଜଲେଗାଓଁ ଏକ ଭାରତୀୟ ପୌରପାଳିକା ଅଟେ । ଏହା ମହାରାଷ୍ଟ୍ରର ବିଦ୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ମଞ୍ଜଲେଗାଓଁ ୧୯.୧୫୬୦ ଉତ୍ତର ଅକ୍ଷାଂଶ ଓ ୭୬.୨୧୧୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ମଞ୍ଜଲେଗାଓଁ ସହରର ମୋଟ ଜନସଂଖ୍ୟା ୪୩୯୬୯ ଅଟେ ।[୨] ସେଥି ମଧ୍ୟରୁ ୫୧.୪୦% ଜଣ ପରୁଷ ହୋଇଥିବା ବେଳେ ୪୮.୬୦% ଜଣ ନାରୀ ଅଟନ୍ତି । ମଞ୍ଜଲେଗାଓଁର ସାକ୍ଷରତା ହାର ୬୪.୧୦% ଅଟେ । ଏହା ଜାତୀୟ ହାରଠାରୁ ୦.୭୪% ପ୍ରତିଶତ କମ ଅଟେ । ସେଥିରୁ ୩୬.୯୫% ପ୍ରତିଶତ ପୁରୁଷ ଓ ୨୭.୧୫% ନାରୀ ଅଟନ୍ତି । ୧୫.୧୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା[ସମ୍ପାଦନା]
ମରାଠୀ ମଞ୍ଜଲେଗାଓଁର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.