ବାଢ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Barh
बाढ़
Town
Country India
StateBihar
DivisionPatna
DistrictPatna
Elevation
47 m (154 ft)
Population
 (2011)
 • Total୨,୧୬,୩୪୮
Languages
 • OfficialMagahi, Hindi
Time zoneUTC+5:30 (IST)
PIN
803212,803213,803214
Telephone code06132
Websitepatna.nic.in


ବାଢ ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ବିହାରର ପତ୍ନ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ବାଢ ୨୫.୪୮୪୪ ଉତ୍ତର ଅକ୍ଷାଂଶ ଓ ୮୫.୭୧୦୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୫୪ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବାଢ ସହରର ମୋଟ ଜନସଂଖ୍ୟା ୪୮୪୦୫ ଅଟେ ।[୨] ସେଥି ମଧ୍ୟରୁ ୫୩.୯୧% ଜଣ ପରୁଷ ହୋଇଥିବା ବେଳେ ୪୬.୦୯% ଜଣ ନାରୀ ଅଟନ୍ତି । ବାଢର ସାକ୍ଷରତା ହାର ୫୯.୩୧% ଅଟେ । ଏହା ଜାତୀୟ ହାରଠାରୁ ୫.୫୩% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୫.୪୪% ପ୍ରତିଶତ ପୁରୁଷ ଓ ୨୩.୮୭% ନାରୀ ଅଟନ୍ତି । ୧୫.୨୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ବାଢର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]