ଉଇକିପିଡ଼ିଆ:ଜନ୍ମତିଥି/୧୦/ପୁସ୍ତିକା
ଦେଖଣା
ପୃଷ୍ଠା ୧ | ପୃଷ୍ଠା ୨ | ପୃଷ୍ଠା ୩ | ପୃଷ୍ଠା ୪ | ପୃଷ୍ଠା ୫ | ପୃଷ୍ଠା ୬
ଦଶବର୍ଷର ଓଡ଼ିଆ ଉଇକିପିଡ଼ିଆ
ଓଡ଼ିଆ ଭାଷାରେ ଇଣ୍ଟରନେଟରେ ଜ୍ଞାନକୋଷ ଗଢ଼ିବାର ଏକ ଆନ୍ଦୋଳନ
- ଓଡ଼ିଆ ଭାଷାର ବିଶାଳତମ ଅନଲାଇନ ଜ୍ଞାନ କୋଷ
- or.wikipedia.org ରେ ଇଣ୍ଟରନେଟରେ ଉପଲବ୍ଧ
- ୨୦୦୨ ମସିହାରେ ଆରମ୍ଭ
- ୧୨-୧୫ ଜଣ ସକ୍ରିୟ ସମ୍ପାଦକଙ୍କ ଦ୍ୱାରା ସମ୍ପାଦିତ
- ବିନା ମୂଲ୍ୟରେ ଓଡ଼ିଆ ଭାଷାରେ ଇଣ୍ଟରନେଟ ମାଧ୍ୟମରେ ଜ୍ଞାନ ବିତରଣର ଏକ ସ୍ୱେଚ୍ଛାସେବୀ ପ୍ରଚେଷ୍ଟା
- ପ୍ରମୁଖ ଶିକ୍ଷାନୁଷ୍ଠାନରେ ମାସକରୁ ଅଧିକ ସମୟ ଧରି ଚାଲିଥିବା ଶିକ୍ଷାପ୍ରକଳ୍ପ ଯାହା ଛାତ୍ରଛାତ୍ରୀମାନଙ୍କୁ ଉଇକିପିଡ଼ିଆରେ ଲିଖନ ଓ ସମ୍ପାଦନ ନିମନ୍ତେ ଆଗଭର କରାଇଥାଏ ।
୧୦ମ ଜନ୍ମତିଥି ପାଳନ
.....................
୨୮ ଜାନୁଆରୀ ସକାଳ ୧୦ ଘଟିକା
କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ, ଭୁବନେଶ୍ୱର
୨୯ ଜାନୁଆରୀ ସକାଳ ୧୦ ଘଟିକା ଭାରତୀୟ ଜନସଂଚାର ସଂସ୍ଥାନ, ଢେଙ୍କାନାଳ