ସଶସ୍ତ୍ର ସୀମା ବଳ
Sashastra Seema Bal | |
---|---|
ଛୋଟ ନାଆଁ | SSB |
ମୂଳ ଲକ୍ଷ | "Service, Security and Brotherhood". |
ମୁଖ୍ୟାଳୟ | Directorate General of SSB, East Block-V, Sector-I R.K. Puram New Delhi-110066 |
Director General | ARUN CHOUDHARY, IPS (Bihar - 1977) |
ୱେବ୍ସାଇଟ | ssb.nic.in |
ସଶସ୍ତ୍ର ସୀମା ବଳ (ହିନ୍ଦୀ : सशस्त्र सीमा बल; English: Sashastra Seema Bal) (SSB) ଭାରତୀୟ କେନ୍ଦ୍ରିୟ ସଶସ୍ତ୍ର ପୋଲିସ୍ ବାହିନୀର (CENTRAL ARMED POLICE FORCE) କିମ୍ବା ( paramilitary force)ର ଏକ ଅଂଗ। ଭାରତ ଓ ନେପାଳ ଏବଂ ଭାରତ ଓ ଭୁଟାନ୍ ସୀମାର ସୁରକ୍ଷାଏହାର ମୁଖ୍ୟ କାମ। ଏହା ଗୃହମନ୍ତ୍ରାଳୟ Ministry of Home Affairs (MHA), ଭାରତ ସରକାର Government of India ଅଧୀନରେ ପରିଚାଳିତ | ପୁର୍ବରୁ ଏହା Special Service Bureau ଭାବେ ଜଣା ଶୁଣା ଥିଲା |
SSB (Special Service Bureau ) ଭାବେ ଏହା ୧୯୬୩ ମସିହାରେ ପ୍ରତିଷ୍ଠିତ ହୋଇଥିଲାଭାରତ ଓ ଚିନ୍ ଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ସିମାବର୍ତୀ ଅଂଚଳରେ ଜାତୀୟତା ଭାବନାକୁ ବୃଦ୍ଧି କରିବା ଏବଂ ସେମାନଂକୁ ସାହାଯ୍ୟର ହାତ ବଢାଇବା ପାଇଁ | ପରବର୍ତ୍ତୀ ସମୟରେ ଏହା କାର୍ଯ୍ୟକମକୁ ବୃଦ୍ଧି କରି ଉତ୍ତର ଆସାମ୍ ଉତ୍ତର ବେଂଗଲ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ ଓ ଲାଦାଖ୍ରେ ଖୋଲିଥିଲା ପରେ ପୁଣି ବୃଦ୍ଧି କରି ମଣିପୁର. ତ୍ରିପୁରା, ଜମ୍ମୁ,(୧୯୬୫ ) ମେଘାଳୟ(୧୯୭୫), ସିକ୍କିମ୍,(୧୯୭୬) ରାଜସ୍ତାନ୍, ଓ ଗୁଜରାଟ୍(୧୯୮୯), ଦକ୍ଷିଣ ବେଂଗଲ, ନାଗାଲାଣ୍ଡ, ରାଯୋରୀ ଓ ପୁଂଚ୍ ଜିଲ୍ଲା ଜମ୍ମୁ କାସ୍ମିର୍(୧୯୯୧)ର ଖୋଲିଥିଲା | ଏହା କ୍ୟାବିନେଟ୍ରୁ ଗୃହାମନତ୍ରାଳୟକୁ ବଦଳି ହୋଇଥିଲା ଭାରତ –ନେପାଳ ଓ ଭାରତ-ଭୁଟାନ୍ ସୀମାର ସୁରକ୍ଷା ଭାରନେଇ ୨୦୦୧ରେ ସୀମା ସୁରକ୍ଷା ବାହିନୀ(BORDER GUARDING FORCE) ଭାବେ |