ସଶସ୍ତ୍ର ସୀମା ବଳ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
Sashastra Seema Bal
Armed Border Force
ଛୋଟ ନାଆଁ SSB
ମୂଳ ଲକ୍ଷ "Service, Security and Brotherhood".
ମୁଖ୍ୟାଳୟ Directorate General of SSB,
East Block-V, Sector-I
R.K. Puram
New Delhi-110066
Director General ARUN CHOUDHARY, IPS (Bihar - 1977)
ବେବସାଇଟ ssb.nic.in

ସଶସ୍ତ୍ର ସୀମା ବଳ (ହିନ୍ଦୀ : सशस्त्र सीमा बल; ଇଂରାଜୀ: Sashastra Seema Bal) (SSB) ଭାରତୀୟ କେନ୍ଦ୍ରିୟ ସଶସ୍ତ୍ର ପୋଲିସ୍ ବାହିନୀର (CENTRAL ARMED POLICE FORCE) କିମ୍ବା ( paramilitary force) ର ଏକ ଅଂଗ। ଭାରତ ଓ ନେପାଳ ଏବଂ ଭାରତ ଓ ଭୁଟାନ୍ ସୀମା ର ସୁରକ୍ଷାଏହାର ମୁଖ୍ୟ କାମ। ଏହା ଗୃହମନ୍ତ୍ରାଳୟ Ministry of Home Affairs (MHA), ଭାରତ ସରକାର Government of India ଅଧୀନରେ ପରିଚାଳିତ | ପୁର୍ବରୁ ଏହା Special Service Bureau ଭାବେ ଜଣା ଶୁଣା ଥିଲା |

SSB (Special Service Bureau ) ଭାବେ ଏହା ୧୯୬୩ ମସିହା ରେ ପ୍ରତିଷ୍ଠିତ ହୋଇଥିଲା ଭାରତଚିନ୍ ଯୁଦ୍ଧ ପରବର୍ତୀ ଅବସ୍ଥାରେ ସିମାବର୍ତୀ ଅଂଚଳରେ ଜାତୀୟତା ଭାବନା କୁ ବୃଦ୍ଧି କରିବା ଏବଂ ସେମାନଂକୁ ସାହାଯ୍ୟର ହାତ ବଢାଇବା ପାଇଁ | ପରବର୍ତୀ ସମୟରେ ଏହା କାର୍ଯ୍ୟକମ କୁ ବୃଦ୍ଧି କରି ଉତ୍ତର ଆସାମ୍ ଉତ୍ତର ବେଂଗଲ, ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ ଓ ଲାଦାଖ୍ ରେ ଖୋଲିଥିଲା ପରେ ପୁଣି ବୃଦ୍ଧି କରି ମଣିପୁର. ତ୍ରିପୁରା, ଜମ୍ମୁ,(୧୯୬୫ ) ମେଘାଳୟ(୧୯୭୫), ସିକ୍କିମ୍,(୧୯୭୬) ରାଜସ୍ତାନ୍, ଓ ଗୁଜରାଟ୍(୧୯୮୯), ଦକ୍ଷିଣ ବେଂଗଲ, ନାଗାଲାଣ୍ଡ, ରାଯୋରୀ ଓ ପୁଂଚ୍ ଜିଲ୍ଲା ଜମ୍ମୁ କାସ୍ମିର୍(୧୯୯୧) ର ଖୋଲିଥିଲା | ଏହା କ୍ୟାବିନେଟ୍ ରୁ ଗୃହାମନତ୍ରାଳୟ କୁ ବଦଳି ହୋଇଥିଲା ଭାରତ –ନେପାଳ ଓ ଭାରତ-ଭୁଟାନ୍ ସୀମା ର ସୁରକ୍ଷା ଭାରନେଇ ୨୦୦୧ ରେ ସୀମା ସୁରକ୍ଷା ବାହିନୀ(BORDER GUARDING FORCE) ଭାବେ |

ଆଧାର[ସମ୍ପାଦନା]