ଆରଣ୍ୟକ
ଦେଖଣା
ଆରଣ୍ୟକ ମନୋଜ ଦାସଙ୍କ ରଚିତ ଏକ ଗଳ୍ପ ସଂକଳନ ।[୧] ଏହାର ପ୍ରଥମ ପ୍ରକାଶନ ୧୯୬୦ରେ ହୋଇଥିଲା ।[୨]
ସଂକଳିତ ଗଳ୍ପ
[ସମ୍ପାଦନା]ଏଥିରେ ସଂକଳିତ ଗଳ୍ପ ସବୁ ହେଲା:
- ରାୟସିଂହର ଡାଏରୀ
- ସଂଗୋପନ କାହାଣୀ
- ଉପଗ୍ରହ
- ଭୁତ କୋଠିରେ ଏକ ରାତି
- ହୃଦୟ ପରିବର୍ତ୍ତନ ସଙ୍କ୍ରାନ୍ତୀୟ ଏକ କାହାଣୀ
- ରବିବାସରୀୟ ସଙ୍ଗୀତ
- ଆରଣ୍ୟକ
- ଜହ୍ନରାତିର ଗଳ୍ପ
ଆରଣ୍ୟକ ଗଳ୍ପ ଉପରେ ଆଧାରିତ ସମନାମରେ ଏକ ଚଳଚ୍ଚିତ୍ର କରାଯାଇଥିଲା । ଅପୂର୍ବ କିଶୋର ବୀର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।[୩]
ଆଧାର
[ସମ୍ପାଦନା]- ↑ http://sahitya-akademi.gov.in/sahitya-akademi/library/meettheauthor/manoj_das.pdf
- ↑ P. Raja (1 January 1993). Many Worlds of Manoj Das. B.R. Publishing Corporation. ISBN 978-81-7018-761-5.
- ↑ India Today. Thomson Living Media India Limited. 1995.
ବାହାର ଆଧାର
[ସମ୍ପାଦନା]- ମନୋଜ ସୃଜନୀ ସମଗ୍ର-ତୃତୀୟ ଖଣ୍ଡ. ଗ୍ରନ୍ଥମନ୍ଦିର. ୨୦୧୦.