କା (ଉପନ୍ୟାସ)

ଉଇକିପିଡ଼ିଆ‌ରୁ
କା  
ଲେଖକକାହ୍ନୁ ଚରଣ ମହାନ୍ତି
ଦେଶ ଭାରତ
ଭାଷାଓଡ଼ିଆ
ବିଭାଗଉପନ୍ୟାସ

କା କାହ୍ନୁ ଚରଣ ମହାନ୍ତିଙ୍କ ରଚିତ ଏକ ଉପନ୍ୟାସ ।[୧] କଥାକାର କାହ୍ନୁ ଚରଣଙ୍କୁ ଏଥି ପାଇଁ ୧୯୫୫ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୨] ଉପନ୍ୟାସର ବିଷୟବସ୍ତୁକୁ ନେଇ ୧୯୬୬ମସିହାରେ ସମନାମରେ ଏକ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା ।[୩]

ଆଧାର[ସମ୍ପାଦନା]

  1. K. M. George (1992). Modern Indian Literature, an Anthology: Surveys and poems. Sahitya Akademi. pp. 317–. ISBN 978-81-7201-324-0.
  2. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
  3. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 66–. ISBN 978-1-136-77284-9.

ଆହୁରି ଦେଖନ୍ତୁ[ସମ୍ପାଦନା]