ବ୍ରହମୋସ କ୍ଷେପଣାସ୍ତ୍ର

ଉଇକିପିଡ଼ିଆ‌ରୁ
BrahMos

BrahMos and the launch canister on display at the International Maritime Defence Show, IMDS-2007, St. Petersburg, Russia
Type Cruise missile
Place of origin  ଋଷିଆ and  ଭାରତ
Service history
In service November 2006-present
Used by Indian Army
Indian Navy
Indian Airforce (awaiting)
Production history
Manufacturer Joint venture, Federal State Unitary Enterprise NPO Mashinostroeyenia (Russia) and Defence Research and Development Organization (BrahMos Corp, India)
Unit cost US$ 2.73 million
Specifications
Weight 3,000 kg
2,500 kg (air-launched)
Length 8.4 m
Diameter 0.6 m

Warhead 300 kg Conventional semi-armour-piercing

Engine Two-stage integrated Rocket/Ramjet
Operational
range
290 km [୧]
Flight altitude Sea-skimming as low as 10 m (30 feet)[୨]
Speed Mach 2.8-3.0[୧]
Launch
platform
Ship, submarine, aircraft and land-based mobile launchers.
ବ୍ରହମୋସ କ୍ଷେପଣାସ୍ତ୍ର

ବ୍ରହମୋସ କ୍ଷେପଣାସ୍ତ୍ର ଏକ ଗୁପ୍ତ(ଷ୍ଟେଲଥ) ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ଯାହାକୁ ବୁଡ଼ା ଜାହାଜ, ଜାହାଜ, ଉଡ଼ା ଜାହାଜ ତଥା ସ୍ଥଳ ଭାଗରୁ କ୍ଷେପଣ କରାଯାଇ ପାରିବ । ଏହା ଭାରତ ସରକାରଙ୍କ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ (ଡି.ଆର.ଡ଼ି.ଓ) ଏବଂ ଋଷିଆ ସରକାରଙ୍କ ଏନ.ପି.ଓ. ମାଷିନୋସ୍ତ୍ରୋୟେନିଆର ମିଳିତ ଉଦ୍ୟମରେ ବିକଶିତ । ବ୍ରହମୋସ ନାମଟି ଭାରତର ବ୍ରହ୍ମପୁତ୍ର ନଦୀ ଓ ଋଷିଆର ମସ୍କବା ନଦୀର ନାମ ଯୋଗ କରାଯାଇ ସୃଷ୍ଟି କରାଯାଇଅଛି ।

କ୍ଷେପଣାସ୍ତ୍ରଟି ୨୯୦କି.ମି ପର୍ଯ୍ୟନ୍ତ ଲକ୍ଷଭେଦ କରିବାର କ୍ଷମତା ରଖିଥିବା ବେଳେ ଏଥିରେ ଡୁଆଲ ଷ୍ଟେଜ ଇଞ୍ଜିନ ବ୍ୟବହୃତ ହୋଇଛି।ମୋବାଇଲ ଲଞ୍ଚର ଯୋଗେ ମଧ୍ୟ ଏହାର ଉତକ୍ଷେପଣ କରାଯାଇପାରିବ।୩୦୦କି.ଗ୍ରା ପର୍ଯ୍ୟନ୍ତ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି।କ୍ଷେପଣାସ୍ତ୍ରଟିର ଲମ୍ବ ୧.୪ ମିଟର,ବ୍ୟାସ ୦.୬ମିଟର ଓ ଓଜନ ୩୦୦୦କିଲୋଗ୍ରାମ।ବ୍ରହମୋସ ହେଉଛି ଭାରତୀୟ ପ୍ରତିରକ୍ଷା ବିଭାଗର ଏକମାତ୍ର କ୍ରୁଜ କ୍ଷେପଣାସ୍ତ୍ର।

ଆଧାର[ସମ୍ପାଦନା]

  1. ୧.୦ ୧.୧ "BrahMos test-fired off west coast". Hinduonnet.com. 2005-04-16. Archived from the original on 2010-08-22. Retrieved 2010-08-31.
  2. ଆଧାର ଭୁଲ: ଅଚଳ <ref> ଚିହ୍ନ; rian ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।

ବାହାର ଆଧାର[ସମ୍ପାଦନା]