Jump to content

ଅବରୋଧିତ କ୍ଷୀର ନଳୀ

ଉଇକିପିଡ଼ିଆ‌ରୁ
ଅବରୋଧିତ କ୍ଷୀର ନଳୀ
Clogged milk duct, plugged milk duct
ବିଭାଗFamily medicine
ଲକ୍ଷଣSmall tender lump, affected one breast[][]
କାରଣBreast engorgement, insufficiently breastfeeding, injury of the breast[]
ସଠିକ ରୋଗ ନିର୍ଣ୍ଣୟBreast engorgement, breast abscess, Pagetʼs disease of the breast[]
ଚିକିତ୍ସାFrequent feeding, applying warmth and cold[][]
ପୁନଃପୌନିକCommon during breastfeeding[]

ଅବରୋଧିତ କ୍ଷୀର ନଳୀ (ଇଂରାଜୀ ଭାଷାରେ blocked milk duct) କୁହାଯାଏ ଯେତେବେଳେ ଏକ ବା ଏକାଧିକ ନଳୀ ମାଧ୍ୟମରେ ଯାଉଥିବା ସ୍ତନ କ୍ଷୀର ନିଷ୍କାସିତ ହୋଇପାରେ ନାହିଁ ।[] ଏହାର ଲକ୍ଷଣଗୁଡ଼ିକ ମଧ୍ୟରେ ଏକ ଛୋଟ ଦରଜ ଥିବା ଗୋଟାଳି ଯାହାର ଉପରିସ୍ଥ ଚର୍ମ ଲାଲ ଦେଖାଯାଏ । [] ସାଧାରଣତଃ କେବଳ ଗୋଟିଏ ସ୍ତନ ପ୍ରଭାବିତ ହୁଏ ଏବଂ ଜ୍ୱର ହୁଏ ନାହିଁ ।[] [] ସ୍ତନାଗ୍ରରେ ଏକ କ୍ଷୀର ଫୋଟକା ମଧ୍ୟ ହୋଇପାରେ ।[] ଜଟିଳତା ମଧ୍ୟରେ ମାସ୍ଟାଇଟିସ ହୋଇପାରେ ।[]

ଏହି ରୋଗ ଫଳରେ ଭରା ସ୍ତନ, ବାରମ୍ବାର ସ୍ତନ୍ୟପାନ କିନ୍ତୁ ଯଥେହ୍ଟ ପର୍ଯ୍ୟାପ୍ତ ପରିମାଣରେ ନୁହେଁ , ଶିଶୁର ଖରାପ ଅନୁରକ୍ତି କିମ୍ବା ସ୍ତନ ଉପରେ ଚାପ ଯେପରିକି ସିଟ୍ ବେଲ୍ଟଦ୍ୱାରା ହୁଏ ବା ଖରାପ ଫିଟ୍ ହୋଇଥିବା ବ୍ରା ପରି ଏହା ହୋଇପାରେ ।[] [] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଏକ ଦୁଗ୍ଧ ନଳୀକୁ ଘନ କ୍ଷୀର ଅବରୋଧ କରିପାରେ ଯାହାର ଫଳସ୍ୱରୂପ ଚାପ ବଢ଼ିଥାଏ । [] ଏହା ସ‌ହିତ ସ୍ରନାଗ୍ରରେ କ୍ଷୀର ଫୋଟକା ହୋଇପାରେ ।[]

ଚିକିତ୍ସାରେ ସାଧାରଣତଃ ବାରମ୍ବାର ଖୁଏଇବା ଏବଂ ପାଳି କରି ଉଷ୍ମ ଓ ଥଣ୍ଡା ପ୍ରୟୋଗ କରାଯାଏ ।[] [] ଯେତେବେଳେ ଖାଇବାକୁ ଦେବା ପାଇଁ ପରାମର୍ଶ ଦିଆଯାଏ, ସେତେବେଳେ ସ୍ତନାଗ୍ର ଆଡକୁ ମାଲିସ୍ କରିବା ପାଇଁ ପରାମର୍ଶ ଦିଆଯାଉଥିଲା, [] [] ଏହି ଅଭ୍ୟାସ ଯୋଗୁ ଆଘାତ ହେବା ସମ୍ଭାବନା ଯୋଗୁ ଅନ୍ୟମାନଙ୍କଦ୍ୱାରା ନିରୁତ୍ସାହିତ ହୋଇପାରେ ।[] ଥରେ ମୋଟା କ୍ଷୀର କାଢ଼ିଦେଲେ, ଏବଂ କ୍ଷୀର ନଳୀ ନିଷ୍କାସିତ ହେଲେ ଲକ୍ଷଣ ସାଧାରଣତ ଶୀଘ୍ର ଦୂର ହୋଇଯାଏ ସ୍ତନ୍ୟପାନ ସମୟରେ ଏକ ଅବରୋଧିତ କ୍ଷୀର ନଳୀ ଏକ ସାଧାରଣ ଘଟଣା ଅଟେ ।[]

  1. ୧.୦ ୧.୧ "Management of breast conditions and other breastfeeding difficulties". National Center for Biotechnology Information US National Library of Medicine. Archived from the original on 18 January 2017. Retrieved 4 August 2017. This article incorporates text from this source, which is in the public domain.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Breast pain and breastfeeding". nhs.uk (in ଇଂରାଜୀ). 7 December 2020. Archived from the original on 17 January 2024. Retrieved 25 January 2024.
  3. ୩.୦ ୩.୧ ୩.୨ ୩.୩ ୩.୪ "Plugged Ducts, Mastitis, and Thrush | WIC Breastfeeding Support". wicbreastfeeding.fns.usda.gov (in ଇଂରାଜୀ). Archived from the original on 2 January 2024. Retrieved 25 January 2024.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ Jacobs, A; Abou-Dakn, M; Becker, K; Both, D; Gatermann, S; Gresens, R; Groß, M; Jochum, F; Kühnert, M (December 2013). "S3-Guidelines for the Treatment of Inflammatory Breast Disease during the Lactation Period: AWMF Guidelines, Registry No. 015/071 (short version) AWMF Leitlinien-Register Nr. 015/071 (Kurzfassung)". Geburtshilfe und Frauenheilkunde. 73 (12): 1202–1208. doi:10.1055/s-0033-1360115. PMID 24771901.
  5. "Plugged Milk Ducts and Nipple Blebs" (PDF). Archived (PDF) from the original on 13 June 2023. Retrieved 27 January 2024.
  6. "Lactation and nipple problems | DermNet". dermnetnz.org (in ଇଂରାଜୀ). Archived from the original on 2 October 2023. Retrieved 25 January 2024.
  7. Kaptanian, Melissa (9 November 2022). Management of Benign Breast Disease, An Issue of Surgical Clinics, E-Book: Management of Benign Breast Disease, An Issue of Surgical Clinics, E-Book (in ଇଂରାଜୀ). Elsevier Health Sciences. p. 977. ISBN 978-0-323-98734-9. Archived from the original on 28 January 2024. Retrieved 27 January 2024.