Jump to content

ସ୍ତନାଗ୍ର ଦାଗ

ଉଇକିପିଡ଼ିଆ‌ରୁ
ସ୍ତନାଗ୍ର ଦାଗ
Milk bleb, blocked nipple pore, milk blister
ବିଭାଗFamily medicine
ଲକ୍ଷଣYellow or white spot on the nipple[]
ଆକ୍ରାନ୍ତ ସମୟBreastfeeding[]
ଅବଧି2 days[]
ସଠିକ ରୋଗ ନିର୍ଣ୍ଣୟBlocked milk duct[]
ଚିକିତ୍ସାNone, warm soaks, lance with a needle[][]
ପୁନଃପୌନିକRelatively common[][]

ସ୍ତନାଗ୍ର ଦାଗ ବା ବ୍ଲେବ (ଇଂରାଜୀ ଭାଷାରେ nipple bleb) କୁହାଯାଏ ଯେତେବେଳେ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କ ସ୍ତନାଗ୍ରରେ ଏକ ହାଲୁକା ହଳଦିଆ କିମ୍ବା ଧଳା ଫୋଟକା ଦେଖାଯାଏ ।[] ବିଶେଷକରି କ୍ଷୀର ଖୁଏଇବା ସମୟରେ ଏହା ଯନ୍ତ୍ରଣାଦାୟକ ହୋଇପାରେ ।[] ସାଧାରଣତଃ ୨ ଦିନ ମଧ୍ୟରେ ତାହା ଉପଶମ ହୋଇଯାଏ । [] ଏହା ଜଟିଳ ହେଲେ କ୍ଷୀର ନଳୀ ଅବରୋଧ ହୁଏ ବା ମାଷ୍ଟାଇଟିସ ହୋଇପାରେ ।[]

ଅନ୍ତର୍ନିହିତ କାର୍ଯ୍ୟବିଧିରେ ଅତ୍ୟଧିକ ତନ୍ତୁ ବୃଦ୍ଧି, ମୋଟା କ୍ଷୀର କିମ୍ବା ଆଘାତ ଦ୍ୱାରା ସ୍ତନାଗ୍ର ବନ୍ଦ ହୋଇଯାଉଥିବା ବିଶ୍ୱାସ କରାଯାଏ ।[] ଅନ୍ତର୍ନିହିତ ସଂକ୍ରମଣର କୌଣସି ପ୍ରମାଣ ନାହିଁ ।[] ଆକୃତି ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[]

ଯଦି କୌଣସି ଯନ୍ତ୍ରଣା ନାହିଁ ତେବେ କୌଶସି ନିର୍ଦ୍ଦିଷ୍ଟ ଚିକିତ୍ସାର ଆବଶ୍ୟକତା ନାହିଁ ।[] ଅନ୍ୟଥା ପ୍ରାରମ୍ଭିକ ଚିକିତ୍ସାରେ ଉଷୁମ ଭିଜେଇବା କିମ୍ବା ଧୀରେ ଧୋଇବା ସହିତ ହୋଇଥାଏ ।[] ବେଳେବେଳେ ସେଗୁଡିକ ଏକ ଜୀବାଣୁ ରହିତ ଛୁଞ୍ଚିରେ ଫୋଡ଼ିଦିଆଯାଇପାରେ ।[] ଆଇବୁପ୍ରୋଫେନ୍ ମଧ୍ୟ ଦିଆଯାଇପାରେ ।[] ସ୍ତନ୍ୟପାନ ଜାରି ରଖିବା ଉଚିତ୍ ।[] ଲେସିଥିନ ପରିପୂରକ ସପ୍ଲିମେଣ୍ଟଗୁଡିକ ବ୍ୟବହୃତ ହୋଇଥିବାବେଳେ ଏହାର ଉପକାରୀତା କିମ୍ବା ନିରାପତ୍ତାର ପ୍ରମାଣ ଅସ୍ପଷ୍ଟ ଅଛି ।[] [] ସେଗୁଡ଼ିକ ଅପେକ୍ଷାକୃତ ସାଧାରଣ | [] []

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "White spot | Australian Breastfeeding Association". www.breastfeeding.asn.au. Archived from the original on 19 January 2024. Retrieved 26 January 2024.
  2. ୨.୦ ୨.୧ ୨.୨ ୨.୩ ୨.୪ "Milk Bleb: Blister, Causes, Symptoms & Treatment". Cleveland Clinic (in ଇଂରାଜୀ). Archived from the original on 30 September 2023. Retrieved 27 January 2024.
  3. "Plugged Milk Ducts and Nipple Blebs" (PDF). Archived (PDF) from the original on 13 June 2023. Retrieved 27 January 2024.
  4. ୪.୦ ୪.୧ ୪.୨ ୪.୩ ୪.୪ Walker, Marsha (13 December 2021). Breastfeeding Management for the Clinician: Using the Evidence (in ଇଂରାଜୀ). Jones & Bartlett Learning. p. 502. ISBN 978-1-284-22548-8. Archived from the original on 28 January 2024. Retrieved 26 January 2024.
  5. ୫.୦ ୫.୧ "Re: Managing common breastfeeding problems in the community" (in ଇଂରାଜୀ). 27 January 2024. Archived from the original on 18 November 2022. Retrieved 27 January 2024. {{cite journal}}: Cite journal requires |journal= (help)
  6. Walker, Marsha (13 December 2021). Breastfeeding Management for the Clinician: Using the Evidence (in ଇଂରାଜୀ). Jones & Bartlett Learning. p. 502. ISBN 978-1-284-22548-8. Archived from the original on 28 January 2024. Retrieved 26 January 2024.
  7. "Sore, tender and damaged nipples – Te Whatu Ora - Health New Zealand". www.tewhatuora.govt.nz. Archived from the original on 29 September 2023. Retrieved 26 January 2024.
  8. "Lecithin". Drugs and Lactation Database (LactMed®). National Institute of Child Health and Human Development. 2006. Archived from the original on 1 September 2023. Retrieved 27 January 2024.
  9. "Protocol #6 Plugged Ducts" (PDF). Archived (PDF) from the original on 20 January 2022. Retrieved 27 January 2024.