Jump to content

ଭୋୟାରି ଭାଷା

ଉଇକିପିଡ଼ିଆ‌ରୁ
ଭୋୟାରି ଭାଷା
भोयरी
Native toIndia
ଇଣ୍ଡୋ-ଇଉରୋପୀୟ
  • ଇଣ୍ଡୋ-ଇରାନୀୟ
    • ଇଣ୍ଡୋ-ଆର୍ଯ୍ୟ
      • ହିନ୍ଦୀ (କେନ୍ଦ୍ରୀୟ)
        • ମାଲବୀ
          • ଭୋୟାରି ଭାଷା
ଭାଷା କୋଡ୍
ISO ୬୩୯-୩
ଗ୍ଲୋଟୋଲୋଗbhoy1241

ଭୋୟାରି ଭାଷା ଏକ ଭାରତୀୟ ଭାଷା ଅଟେ । ଏହା ମଧ୍ୟ ଭାରତର ଏକ ଇଣ୍ଡୋ-ଆର୍ଯ୍ୟ ଭାଷା, ବିଶେଷ କରି ଗୁଜରାଟ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରରାଜସ୍ଥାନର ଏକ ଇଣ୍ଡୋ-ଆର୍ଯ୍ୟ ଭାଷା ଅଟେ । ଏହା ମାଲବୀ ଭାଷାର ଏକ ଉପଭାଷା ବା ବୋଲି ଅଟେ ।[][]

ଏହି ଉପଭାଷାକୁ ବେଳେବେଳେ ଭୋମିଆରୀ, ଭୋୟାରୁ, ଭୁୟାର, ଭୁରିଆ କିମ୍ବା ବୋହୋଏରି ବୋଲି କୁହାଯାଏ ।[]

  1. Masica, Colin P. (1993). The Indo-Aryan Languages. Cambridge Language Surveys. Cambridge University Press. p. 424. ISBN 978-0-521-29944-2.
  2. Mhaiske, V. M.; Patil, V. K.; Narkhede, S. S. (2016). Forest Tribology And Anthropology. Scientific Publishers. p. 191. ISBN 978-93-86102-08-9.
  3. Bright, William O., ed. (1992). International Encyclopedia of Linguistics. Vol. 1. Oxford University Press. p. 243.

ଅଧିକ ପଠନ

[ସମ୍ପାଦନା]

ବାହାର ଆଧାର

[ସମ୍ପାଦନା]