Jump to content

ଅରୁଣ କୁମାର ପଣ୍ଡା

ଉଇକିପିଡ଼ିଆ‌ରୁ
ଅରୁଣ କୁମାର ପଣ୍ଡା
ଜନ୍ମ(1973-01-27)୨୭ ଜାନୁଆରୀ ୧୯୭୩
ତୋଟାପଡ଼ା, ଘଣ୍ଟେଶ୍ୱର, ଭଦ୍ରକ, ଓଡ଼ିଶା
ଜାତୀୟତାଭାରତୀୟ
ବୃତ୍ତିସରକାରୀ ଚାକିରି
ଉଲ୍ଲେଖନୀୟ କୃତିଅନ୍ଧାରରେ ଆଲୋକ
ପିତାମାତାଅନିରୁଦ୍ଧ ପଣ୍ଡା (ପିତା), ତିଲୋତ୍ତମା ପଣ୍ଡା (ମାତା)
ପୁରସ୍କାରଓଡ଼ିଶା ବିଜ୍ଞାନ ଏକାଡ଼େମୀ ପୁରସ୍କାର

ଅରୁଣ କୁମାର ପଣ୍ଡା (ଜନ୍ମ: ୨୭ ଜାନୁଆରୀ ୧୯୭୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗବେଷକ ଓ ଶିଶୁ ସାହିତ୍ୟିକ । ସେ ୧୯୯୮ ମସିହାରେ ତାଙ୍କ ଶିଶୁ ସାହିତ୍ୟ ରଚନା ଅନ୍ଧାରରେ ଆଲୋକ ପାଇଁ ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର ପାଇଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ବୃତ୍ତିରେ ଯନ୍ତ୍ରୀ ଅରୁଣଙ୍କ ପିତା ଅନିରୁଦ୍ଧ ପଣ୍ଡା ଜଣେ ପାଲା ଗାୟକ ଥିଲେ । ଜଣେ ମେଧାବୀ ଛାତ୍ର ଭାବେ ସେ ପ୍ରାୟ ସମସ୍ତ ଶ୍ରେଣୀରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ । ମାଇନିଂ ଇଞ୍ଜିନିୟରିଂରେ ଡିପ୍ଲୋମା ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓ ପିଏଚ୍ ଡି ଡିଗ୍ରୀ ଲାଭ କରି ସେ ସରକାରୀ ବୃତ୍ତିରେ ନିୟୋଜିତ ହେଲେ । ଇଞ୍ଜିନିୟରିଂ ଛାତ୍ର ଥିବାବେଳେ ତାଙ୍କର ଏକ ଗଳ୍ପ 'ଅନ୍ଧ-ମୁକ-ବଧିର' ଆକାଶବାଣୀ କଟକର ଯୁବବାଣୀ କାର୍ଯ୍ୟକ୍ରମରେ ପ୍ରସାରିତ ହୋଇଥିଲା । ସାହିତ୍ୟର ପ୍ରାୟ ପ୍ରତ୍ୟେକ ବିଭାଗରେ ସେ ଲେଖନୀ ଚାଳନା କରି ସୃଷ୍ଟି କରିଛନ୍ତି ଅର୍ଦ୍ଧ ଶତାଧିକ ପୁସ୍ତକ । ୨୦୦୮ରେ ସାର୍କ କବି ସମ୍ମିଳନୀରେ ଜଣେ ଓଡ଼ିଆ କବି ଭାବେ ପ୍ରତିନିଧିତ୍ୱ କରିଥିଲେ ।[][]

ରଚନାବଳୀ

[ସମ୍ପାଦନା]

ଜୀବନୀ

[ସମ୍ପାଦନା]

ସମ୍ମାନ

[ସମ୍ପାଦନା]
  • ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର, ୧୯୯୮ (ଅନ୍ଧାରରେ ଆଲୋକ ପାଇଁ)
  1. "Pranakrushna Parija Popular Science Award – Odisha Bigyan Academy" (in ଆମେରିକୀୟ ଇଂରାଜୀ). Retrieved 2024-12-09.
  2. https://dharitriepaper.in/edition/17197/chhutidina/page/9#
  3. https://dharitriepaper.in/edition/17041/chhutidina/page/14#