ରିଟେପ୍ଲେସ
ଦେଖଣା
Clinical data | |
---|---|
Trade names | Retavase, Retefuse, Rapilysin, Mirel, others |
AHFS/Drugs.com | monograph |
data | |
Chemical and physical data | |
Formula | C1736H2671N499O522S22 |
Molar mass | ୩୯,୫୮୯.୭୫ g·mol−1 |
(verify) |
ରିଟେପ୍ଲେସ (ଇଂରାଜୀ ଭାଷାରେ Reteplase), ବାଣିଜ୍ୟ ନାମ ରେଟାଭେସ, ହେଉଛି ଏକ ଥ୍ରୋମ୍ବୋଲାଇଟିକ ଔଷଧ ଯାହା ମୁଖ୍ୟତଃ ହୃଦଘାତର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା କେତେକ ଫୁସଫୁସ ଏମ୍ବୋଲିଜ୍ମ ରୋଗର ଚିକିତ୍ସା ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ । ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୋଇପାରେ ।[୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ କୋଲେଷ୍ଟେରୋଲ ଏମ୍ବୋଲିଜ୍ମ ଅନ୍ତର୍ଭୁକ୍ତ ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୩] ଏହା ମାନବ ତନ୍ତୁ ପ୍ଲାଜ୍ମିନୋଜେନ ଆକ୍ଟିଭେଟରର ଏକ ରେକୋମ୍ବିନାଣ୍ଟ ପୃଷ୍ଟିସାର ରୂପ ।
୧୯୯୬ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ରିଟପ୍ଲେସ ଅନୁମୋଦିତ ହୋଇଥିଲା ।[୨] [୪] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ମାତ୍ରା ଔଷଧ ପିଛା ପ୍ରାୟ ୩,୬୦୦ ଡଲାର ଥିଲା ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Reteplase Monograph for Professionals". Drugs.com (in ଇଂରାଜୀ). Archived from the original on 15 August 2019. Retrieved 16 October 2021.
- ↑ ୨.୦ ୨.୧ "DailyMed - RETAVASE- reteplase kit". dailymed.nlm.nih.gov. Archived from the original on 17 October 2021. Retrieved 16 October 2021.
- ↑ "Reteplase Use During Pregnancy". Drugs.com (in ଇଂରାଜୀ). Archived from the original on 29 November 2020. Retrieved 16 October 2021.
- ↑ "Rapilysin". Archived from the original on 27 April 2021. Retrieved 16 October 2021.
- ↑ "Retavase Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 16 October 2021.