ପାନୋବିନୋଷ୍ଟାଟ
Clinical data | |
---|---|
Trade names | Farydak |
Synonyms | LBH-589 |
AHFS/Drugs.com | monograph |
data |
|
Routes of administration | By mouth (capsules) |
Legal status | |
Legal status |
|
Pharmacokinetic data | |
Bioavailability | 21%[୧] |
Protein binding | 90%[୧] |
Metabolism | CYP3A (40%), CYP2D6, CYP2C19[୧] |
Elimination half-life | 37 hours[୧] |
Excretion | Fecal (44–77%), renal (29–51%)[୧] |
Identifiers | |
| |
ECHA InfoCard | 100.230.582 |
Chemical and physical data | |
Formula | C21H23N3O2 |
Molar mass | ୩୪୯.୪୩ g·mol−1 |
3D model (JSmol) | |
| |
| |
(verify) |
ପାନୋବିନୋଷ୍ଟାଟ (ଇଂରାଜୀ ଭାଷାରେ Panobinostat), ଫାରଡାକ ନାମରେ ବିକ୍ରି ହେଉଛି, ଏକ ଔଷଧ ଯାହା ଏକାଧିକ ମଲ୍ଟିପ୍ଲ ମାୟେଲୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଅତି କମରେ ଦୁଇ ପ୍ରକାର ଚିକିତ୍ସା ବିଫଳ ହେଲେ ଏହା ବ୍ୟବହୃତ ହୁଏ ।[୨] ଏହା ପାଟିରେ ଦିଆଯାଏ ।[୨] ଏହା ବୋର୍ଟେଜୋମିବ ଏବଂ ଡେକ୍ସାମେଥାଜୋନ ସହିତ ଏକତ୍ର ବ୍ୟବହୃତ ହୁଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, କ୍ଲାନ୍ତି, ଅଇ, ଫୁଲା, ଜ୍ୱର, ଓଜନ ହ୍ରାସ, ଉଚ୍ଚ ମ୍ୟାଗ୍ନେସିୟମ୍, ହାଇପୋକ୍ୟାଲସେମିଆ, କମ୍ ପୋଟାସିୟମ୍, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ଏବଂ କମ୍ ପ୍ଲାଟେଲେଟ୍ ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, କ୍ୟୁଟି (QT ) ବିସ୍ତାର ଏବଂ ସଂକ୍ରମଣ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ଏକ ହିଷ୍ଟୋନ୍ ଡିଆସେଟିଲେଜ (HDAC) ଇନହିବିଟର ।[୨]
୨୦୧୫ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପାନୋବିନୋଷ୍ଟାଟକୁ ଅନୁମୋଦନ କରାଯାଇଥିଲା ।[୩] [୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଛଅ ମାତ୍ରାର ମୂଲ୍ୟ ପ୍ରାୟ ୪,୭୦୦ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୫,୦୦୦ ଡଲାର ଅଟେ ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Panobinostat Package Insert" (PDF). Archived (PDF) from the original on 2021-04-10. Retrieved 2021-07-07.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ BNF 81: March-September 2021. BMJ Group and the Pharmaceutical Press. 2021. p. 979. ISBN 978-0857114105.
- ↑ ୩.୦ ୩.୧ ୩.୨ ୩.୩ "Panobinostat Monograph for Professionals". Drugs.com (in ଇଂରାଜୀ). Archived from the original on 9 July 2021. Retrieved 26 October 2021.
- ↑ "Farydak product details". European Medicines Agency. Archived from the original on 2018-06-20. Retrieved 2022-03-14.
- ↑ "Farydak Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 11 May 2021. Retrieved 26 October 2021.