ବୋର୍ଟେଜୋମିବ
| Clinical data | |
|---|---|
| Trade names | Velcade, Chemobort, Bortecad, others |
| Synonyms | PS-341 |
| AHFS/Drugs.com | monograph |
| MedlinePlus | a607007 |
| data |
|
| Pregnancy category | |
| Routes of administration | Subcutaneous, IV |
| Legal status | |
| Legal status | |
| Pharmacokinetic data | |
| Protein binding | 83% |
| Metabolism | Liver, CYP extensively involved |
| Elimination half-life | 9 to 15 hours |
| Identifiers | |
| |
| ECHA InfoCard | 100.125.601 |
| Chemical and physical data | |
| Formula | C19H25BN4O4 |
| Molar mass | ୩୮୪.୨୪ g·mol−1 |
| 3D model (JSmol) | |
| |
| |
| (verify) | |
ବୋର୍ଟେଜୋମିବ (ଏକ ବ୍ୟବସାୟୀକ ନାମ ଭେଲକେଡ୍ ) ଏକ କର୍କଟ ବିରୋଧୀ ଔଷଧ ଯାହା ମଲ୍ଟିପ୍ଲ ମାୟେଲୋମା ଏବଂ ମାଣ୍ଟଲ ଜୀବକୋଷ ଲିମ୍ଫୋମା ରୋଗମାନଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଏ ।[୧] ପୂର୍ବରୁ ମଲ୍ଟିପ୍ଲ ମାଇଲୋମାର ଚିକିତ୍ସା ଚିକିତ୍ସା ପାଇଥିବା ଓ ପାଇନଥିବା ରୋଗୀମାନଙ୍କୁ ଏହି ଔଷଧ ଦିଆଯାଏ ।[୨] ଏହା ସାଧାରଣତଃ ଅନ୍ୟାନ୍ୟ ଔଷଧ ସହିତ ଏକତ୍ର ଦିଆଯାଏ | [୩] ଏହା ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଏ | [୪]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, ଥକ୍କାପଣ, କମ୍ ପ୍ଲାଲେଟ୍, ଜ୍ୱର, ନିଦ୍ରାହୀନତା, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ଅଣନିଶ୍ୱାସୀ, ରାସ ଏବଂ ପେଟ ଯନ୍ତ୍ରଣା ହୋଇପାରେ | [୧] ଅନ୍ୟାନ୍ୟ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଅର୍ବୁଦ ନିଷ୍କ୍ରିୟ ସିଣ୍ଡ୍ରୋମ, ହୃଦ୍ପାତ ଏବଂ ରେଭର୍ସିବ୍ଲ ପୋଷ୍ଟିରିଅର ଲିଉକୋଏନସେଫାଲୋପାଥି ହୋଇପାରେ | [୪] [୨] ଏହା ପ୍ରୋଟିସୋମ ଇନହିବିଟର ଶ୍ରେଣୀର ଏକ ଔଷଧ । [୪] ଏହା ପ୍ରୋଟିନକୁ ଭାଙ୍ଗିଦେଉଥିବା ପ୍ରୋଟିସୋମ ସେଲ୍ୟୁଲାର କମ୍ପ୍ଲେକ୍ସକୁ ପ୍ରତିରୋଧ କରି କାର୍ଯ୍ୟକ୍ଷମ ହୁଏ | [୩]
ଯୁକ୍ତରାଷ୍ଟ୍ରରେ ୨୦୦୩ରେ ଏବଂ ୨୦୦୪ରେ ୟୁରୋପରେ ଚିକିତ୍ସା ପାଇଁ ବୋର୍ଟେଜୋମିବ ଅନୁମୋଦିତ ହୋଇଥିଲା। [୧] [୨] ବିଶ୍ୱ ସ୍ୱାସ୍ଥ୍ୟ ସଂଗଟନ ତାଲିକାରେ ଏହାର ନାମ ଅଛି । [୫] ଯୁକ୍ତରାଷ୍ଟ୍ରରେ ଏହାର ୩.୫ ମିଗ୍ରା ଭାଏଲ ପ୍ରତି ମୂଲ୍ୟ ୧,୩୬୦ ଡଲାର | [୬] ଯୁକ୍ତରାଜ୍ୟରେ ଏହି ରାଶି ନିମନ୍ତେ ଏନଏଚଏସକୁ ୭୬୨ପାଉଣ୍ଡ ଖର୍ଚ୍ଚ କରେ ଓ ୨୦୧୪ ମସିହା ସୁଦ୍ଧା ଚିକିତ୍ସାର ସମ୍ପୁର୍ଣ୍ଣ ଚିକିତ୍ସା ନିମନ୍ତେ ପ୍ରାୟ ୧୨,୨୬୧ ପାଉଣ୍ଡ ଖର୍ଚ୍ଚ ହୁଏ ।[୭]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Bortezomib Monograph for Professionals". Drugs.com. Retrieved 13 October 2019.
- ↑ ୨.୦ ୨.୧ ୨.୨ "Velcade". European Medicines Agency (in ଇଂରାଜୀ). 17 September 2018. Retrieved 13 October 2019.
- ↑ ୩.୦ ୩.୧ "Velcade". European Medicines Agency (in ଇଂରାଜୀ). 17 September 2018. Retrieved 13 October 2019.
- ↑ ୪.୦ ୪.୧ ୪.୨ "Bortezomib Monograph for Professionals". Drugs.com. Retrieved 13 October 2019.
- ↑ World Health Organization (2019). "World Health Organization model list of essential medicines: 21st list 2019". World Health Organization (WHO).
{{cite journal}}: Cite journal requires|journal=(help) - ↑ "Bortezomib Prices, Coupons & Patient Assistance Programs". Drugs.com. Retrieved 13 October 2019.
- ↑ "Bortezomib for induction therapy in multiple myeloma before high-dose chemotherapy and autologous stem cell transplantation". NICE. February 2014. p. 2. Retrieved 13 October 2019.