ଟାପିନାରୋଫ
ଦେଖଣା
Clinical data | |
---|---|
Trade names | Vtama |
Synonyms | Benvitimod; GSK-2894512; (E)-3,5-Dihydroxy-4-isopropyl-trans-stilbene; 3,5-Dihydroxy-4-isopropylstilbene |
data | |
Routes of administration | Topical |
Legal status | |
Legal status | |
Identifiers | |
| |
Chemical and physical data | |
Formula | C17H18O2 |
Molar mass | ୨୫୪.୩୩ g·mol−1 |
3D model (JSmol) | |
| |
|
ଟାପିନାରୋଫ, ବେନଭିଟିମୋଡ ଭାବରେ ମଧ୍ୟ ଜଣାଶୁଣା, ପ୍ଲେକ୍ ସୋରିୟାସିସ୍ ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ଏକ ଔଷଧ ।[୧] [୨] ଏହା ଚର୍ମରେ ପ୍ରୟୋଗ କରାଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଲୋମ କୂପ ପ୍ରଦାହ, ଗଲୁ ଏବଂ ଚର୍ମ ସ୍ପର୍ଶ ପ୍ରଦାହ (କଣ୍ଟାକ୍ଟ ଡର୍ମାଟାଇଟିସ୍) ହୋଇପାରେ ।[୧] ଏହା ଏକ ଆରିଲ୍ ହାଇଡ୍ରୋକାର୍ବନ୍ ରିସେପ୍ଟର ଆକ୍ଟିଭେଟର୍ ।[୧]
୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟାପିନାରୋଫ ଅନୁମୋଦିତ ହୋଇଥିଲା ।[୧] ୨୦୨୨ ସୁଦ୍ଧା ୟୁରୋପ କିମ୍ବା ବ୍ରିଟେନରେ ଏହା ଅନୁମୋଦିତ ହୋଇନଥିଲା ।[୩] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ୬୦ ଗ୍ରାମ ବିଶିଷ୍ଟ ୧% କ୍ରିମର ମୂଲ୍ୟ ପ୍ରାୟ ୧୪୦୦ ଡଲାର ଥିଲା ।[୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Vtama- tapinarof cream". DailyMed. 23 May 2022. Archived from the original on 3 July 2022. Retrieved 19 June 2022.
- ↑ Stein Gold, Linda; Rubenstein, David S.; Peist, Ken; Jain, Piyush; Tallman, Anna M. (September 2021). "Tapinarof cream 1% once daily and benvitimod 1% twice daily are 2 distinct topical medications". Journal of the American Academy of Dermatology. 85 (3): e201–e202. doi:10.1016/j.jaad.2021.04.103.
- ↑ "Tapinarof". SPS - Specialist Pharmacy Service. 29 August 2020. Archived from the original on 26 January 2022. Retrieved 12 December 2022.
- ↑ "Vtama Prices, Coupons, Copay & Patient Assistance". Drugs.com (in ଇଂରାଜୀ). Retrieved 12 December 2022.